ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ପାଣ – ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ସଂଗଠନ ର ପ୍ରତିଷ୍ଠାତା ତଥା ଜିଲ୍ଲା ସାଧାରଣ ସଂପାଦକ ସୁଧାଂଶୁ ଡାଙ୍ଗ ଙ୍କ ନେତୃତ୍ୱରେ ବୌଦ୍ଧ ସହର ସ୍ଥିତ କଚେରୀ ଛକ ଠାରେ ଭାରତରତ୍ନ ଡ଼ଃ ବାବାସାହେବ୍ ଆମ୍ବେଦକର ଙ୍କ ୧୩୨ ତମ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ସମ୍ବିଧାନ ପ୍ରଣେତା ବାବାସାହେବ୍ ଙ୍କ ପ୍ରତି ମୂର୍ତ୍ତି ରେ ପ୍ରଦୀପ ପ୍ରଜ୍ଜ୍ୱଳନ ସହିତ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା ।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ଜିଲ୍ଲା ସଭାପତି ରୋହିତ କହଁର , ଜିଲ୍ଳା ଉପ ସଭାପତି ମକରଧ୍ବଜ ମହାନନ୍ଦିଆ , ଦଶରଥ ବେହେରା , ସଂଗଠନ ସଂପାଦକ ଦେବଦତ୍ତ ସାଗର , ସହକାରୀ କୋଷାଧ୍ୟକ୍ଷ ଶ୍ରୀନିବାସ ହାତୀ , ବରିଷ୍ଠ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ କଳିଙ୍ଗ ତଣ୍ଡିଆ , ମହାଦେବ କଲତା , ସଂଜିତ କୁମାର ଜେନା , ନନ୍ଦିନୀ ନାଏକ , ବରିଷ୍ଠ ସମାଜସେବୀ ଜୟରାମ ହରିପାଲ , ପୁରୁଷୋତ୍ତମ ବାଘ , ଚନ୍ଦ୍ର ଶେଖର ବାଦି, ଜଗବନ୍ଧୁ ବାଦି, ସନତ କହଁର , ମହେନ୍ଦ୍ର ଲୁହା , ଅଲେଖ କଲତା , ଲମ୍ବୋଦର ବେହେରା , ରାହୁଲ ସାଗର , ଅମଲ୍ ବେହେରା , ବାମନ ବେହେରା, ମନ୍ମଥ ନାୟକ, ବରୁଣ ଦୀପ , ଶଙ୍କର୍ଷଣ ନାୟକ, ପରମେଶ୍ବର ଭୋଇନା, ସୁଶାନ୍ତ ବେହେରା , ପୃଥିରାଜ୍ ଜାଲ, କୌଶିକ ଜାଲ , ପ୍ରଶାନ୍ତ କହଁର , ସମ୍ବାରୁ ପେରା, ଶଙ୍କର ପ୍ରଧାନ , ମହେଶ୍ୱର ଭୋଇନା, ଅଶେଷ ମହାନନ୍ଦିଆ , ଚିତ୍ତ ରଞ୍ଜନ ମହାନନ୍ଦିଆ , ରମେଶ କହଁର ପ୍ରମୁଖ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।