ବୈଦ୍ୟରାଜପୁରରେ ଖୋଲିଲା ଅତ୍ୟାଧୁନିକ ନର୍ସିଂ ହୋମ

177 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବୈଦ୍ୟରାଜପୁର ରେ ଖୋଲିଲା ଅତ୍ୟାଧୁନିକ ନର୍ସିଂ ହୋମ ନ୍ୟୁ ଲାଇଫ କେୟାର ହସ୍ପିଟାଲ। ଅଶୋକ ଦାସ ଫାଉଣ୍ଡେସନ ର ସଚିବ ଭଵ ପ୍ରସାଦ ଦାସ ଏବଂ ଯାଜପୁର ପୌରପାଳିକା ର ଉପାଧ୍ୟକ୍ଷ ସନ୍ତୋଷ ମଲିକ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

ଏହି ହସ୍ପିଟାଲରେ ସର୍ଜରିଗାଇନୋଲୋଜିଲାପ୍ରସ୍କୋପି ସର୍ଜରି ଭଳି ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇ ଦିଆଯିବ। ଏହି ଅବସରରେ ହସ୍ପିଟାଲ ପ୍ରୋପାଇଟର ସୟଦ ମିଜାସୋର ଅଲିଙ୍କ ସମେତ ବିଜେଡି ନଗର ସଭାପତି ମନୋଜ ସାହୁ,କାଉନସିଲର ହେମାଙ୍ଗିନୀ ମହାନ୍ତି,ସେକ ମୂର୍ତଜା ସେକ ସାହଜୁଦ୍ଦିନ ପ୍ରମୁଖ ଉପସ୍ଥିତ ଥିଲେ।

Related Post

ଭୁର୍ଷାଗୁଡା ପଞ୍ଚାୟତଠାରେ ଜାତୀୟ ଆଜାଦିକା ଅମୃତ ମହୋତ୍ସବ ଦିବସ ପାଳିତ ହୋଇଛି

Posted by - April 25, 2022 0
ବଙ୍ଗୋମୁଣ୍ଡା : (ଅଭିମନ୍ୟୁ ବହିଦାର) ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଭୁଷାଗୁଡ଼ ପଞ୍ଚାୟତ ପରିସର ମଧ୍ୟରେଜାତୀୟ ଆଜାଦିକା ଅମୃତ ମହୋତ୍ସବ ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ…

ମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ର ଶିଳାନ୍ୟାସ

Posted by - January 6, 2022 0
ମୁନିଗୁଡା:(ରାମାକାନ୍ତ ପୋଢାଳ)ଅନୁସୂଚିତ ଜାତି ଜନଜାତି ତଥା ପଛୁଆ ବର୍ଗ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାୟଗଡା ଜିଲ୍ଲା ମୁନିଗୁଡା…

ମଧୁସୂଦନପୁର ପ୍ରାଥମିକ ବିଦ୍ୟାଳୟର ୫୦ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳିତ

Posted by - December 10, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ )ବୋୖଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଲୁଣିବାହାଲ ପଂଚାୟତ ଅନ୍ତର୍ଗତ ମଧୁସୂଦନପୁର ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟର ୫୦ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ…