ସେଲଫି ନେଵା ହେଲା କାଳ

104 0

ରାୟଗଡା : (ରାମାକାନ୍ତ ପୋଡାଲ) ରାୟଗଡା ଜିଲ୍ଲା ଭାଲୁମସ୍କା ଗ୍ରାମ କୁ ଏକ ବିବାହ ଘର କୁ ଯାଇଥିଲେ ସେଠାରୁ ତିନି ଜଣ ପିଲା ସାଙ୍ଗ ହୋଇ ନିକଟସ୍ଥ ଥିବା ରେଳଷ୍ଟେସନ କୁ ଯାଇଥିଲେ ସେଠାରେ ମାଲବଝେଇ ରେଳ ଗାଡ଼ି ଠିଆ ହୋଇଥିବା ବେଳେ ତିନି ଜଣ ପିଲା ସେହି ଗାଡ଼ି ଉପରକୁ ଚଢ଼ିବାକୁ ସେଲଫି ନେବା କଥା ହୋଇ ପ୍ରଥମେ ସେହି ଗାଡ଼ି ଉପରକୁ ଚଢ଼ିଥିଲେ ଦେବେନ୍ଦ୍ର ସେହି ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଥିଲେ ଯାହା ଫଳରେ ଦେବେନ୍ଦ୍ର ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ଘଟଣା ସ୍ଥଳରେ ପୁଲିସ ଓ ଜିଆରିପି ପୁଲିସ ପହଞ୍ଚି ଘଟଣାର ତଦନ୍ତ ଚାଲିଛି ବୋଲି ସୁଚନା ମିଳିଛି । ଏହି ମୃତ ଜଣକ ବାଳକ ହେଲେ କାଶିପୁର ବ୍ଲକ ବତ୍ର୍ତିବାଲି ଗ୍ରାମର ବୋଲି ଜଣାପଡ଼ିଛି । ଅନ୍ୟ ମାନଙ୍କ ମଧ୍ୟରେ ଅନ୍ୟ ଦୁଇଜଣ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରାୟଗଡାରେ ଚିକିତ୍ସିତ ହେଉଥିବା ଜଣା ପଡିଛି l

Related Post

କରୋନା ନେଇ କ୍ରାଇମ୍‌ବ୍ରାଞ୍ଚ୍ ତରଫରୁ ଆଡଭାଇଜରି ଜାରି

Posted by - April 10, 2020 0
ଭୁବନେଶ୍ବର:ଲୋକଙ୍କୁ ସଚେତନତା କରିବାକୁ କ୍ରାଇମବ୍ରାଞ୍ଚ ଆଡଭାଇଜରି ଜାରି କରିଛି।କରୋନା ସଂକ୍ରମଣ ବେଳେ କିଛି ସାଇବର ଠକେଇ ହେଉଥିବା ନଜରକୁ ଆସିଛି ।କରୋନା ସଂପର୍କରେ କୌଣସି ଭିତ୍ତିହୀନ କିମ୍ବା…

ଆବାସ ବଣ୍ଟନରେ ବ୍ୟାପକ ଅନୀୟମିତତା ଅଭିଯୋଗରେ ବ୍ଲକ ସମ୍ମୁଖରେ ଧାରଣା

Posted by - July 10, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଦଶରଥପୁର ବ୍ଲକ ଜାଫରପୁର ପଂଚାୟତରେ ଆବାସ ବଣ୍ଟନରେ ବ୍ୟାପକ ଅନୀୟମିତତା ହୋଇଥିବା ଅଭିଯୋଗରେ ଯୋଗ୍ୟ ହିତାଧିକାରୀମାନେ ବ୍ଲକ ସମ୍ମୁଖରେ ଧାରଣାରେ…

ଆଇ ଲଭ ଟିଟିଲାଗଡ଼ ପାର୍କ ନିକଟରୁ ୩୧ ଲକ୍ଷ ୨୭ ହଜାର ପାଞ୍ଚ ଶହ ଟଙ୍କାର ନକଲି ନୋଟ ଜବତ

Posted by - February 4, 2023 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ) ଟିଟିଲାଗଡ଼ ସହର ମଧ୍ୟସ୍ଥ ଆଇ ଲାଭ ପାର୍କ ନିକଟରୁ ଜଣେ ବ୍ୟକ୍ତିଙ୍କ ଠାରୁ ଭୁବନେଶ୍ୱର ଏସଟିଏଫ ପକ୍ଷରୁ ୩୧ ଲକ୍ଷ ୨୭ ହଜାର…