Breaking News
2:05 pmତେଲ ରେଟ କମିବାରୁ କମିଲା ବସ ଭଡା ,ସାଧାରଣ ବସରେ କିଲୋମିଟର ପିଛା ୩ ପଇସା ହ୍ରାସ, 2:04 pmପାରାଦୀପ ରେ ଫାଟିଲା IOCL ତେଲ ପାଇପ ,ଘଟଣା ସ୍ଥଳ ରେ ପହଞ୍ଚିଲେ IOCL ଅଗ୍ନିଶମ ବାହିନୀ, ପ୍ରଚୁର ମାତ୍ର ରେ ତେଲ ବହି ପାଣି ରେ ମିଶୁଚି 1:58 pmଭୁବନେଶ୍ବର: ରାଜ୍ୟସଭା ଉପନିର୍ବାଚନ ଲାଗି ବିଧାନସଭା ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ 10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ଡକାୟତି ଯୋଜନା ଉଦ୍ୟମ ପଣ୍ଡ, ବଡ଼ଚଣା ପୋଲିସ ଦ୍ୱାରା ୬ଡକାୟତ ଗିରଫ, ହାତବୋମା, ବନ୍ଧୁକ, ବିଭିନ୍ନ ମାରଣାସ୍ତ୍ର ସହ ବାଇକ ଜବତ l

550 0

ଯାଜପୁର: (ଆନନ୍ଦ ଚନ୍ଦ୍ର ସାହୁ) ବଡ଼ ଧରଣର ଡକାୟତି ଯୋଜନା ଉଦ୍ୟମକୁ ପଣ୍ଡ କଲା ବଡ଼ଚଣା ପୋଲିସ। ଏହି ଘଟଣାରେ ସମ୍ପୃକ୍ତ ୬ ଜଣ ଡକାୟତକୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୭ଟି ହାତ ବୋମା, ଗୋଟିଏ ବନ୍ଧୁକ, ବିଭିନ୍ନ ମାରଣାସ୍ତ୍ର ସହ ୩ଟି ବାଇକକୁ ଜବତ କରିବାରେ ସଫଳ ହୋଇଛି।

ଗତକାଲି ରାତିରେ ଏମାନେ ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଓ ଏହାର ଆଖପାଖ ଅଞ୍ଚଳରେ ଡକାୟତି କରିବାକୁ ଯୋଜନା ଚଳାଇଥିଲେ। କୌଣସି ସୂତ୍ରରୁ ଖବର ପାଇ ବଡ଼ଚଣା ପୋଲିସ ଓ ଚଣ୍ଡିଖୋଲ ଫାଣ୍ଡି ପୋଲିସ ଏମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ। ପୂର୍ବରୁ ଏମାନେ ବହୁ ଡକାୟତି ଯୋଜନାରେ ସମ୍ପୃକ୍ତ ଥିବା ପୋଲିସ ସୂଚନା ଦେଇଛି। ଗିରଫ ପରେ ଏମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଏସଡ଼ିପିଓ ଚିନ୍ମୟ କୁମାର ନାୟକ ସୂଚନା ଦେଇଛନ୍ତି।

Facebook Notice for EU! You need to login to view and post FB Comments!

Related Post

ବାଲେଶ୍ଵର ଜିଲ୍ଲା ଜଳେଶ୍ବର ରେ ବଡ଼ ଧରଣ ରେଡ଼,ବ୍ରାଉନ ସୁଗାର ଜବତ

Posted by - October 19, 2021 0
ଜଳେଶ୍ବର:(ପ୍ରଭାକର ମଲ୍ଲିକ)ବାଲେଶ୍ଵର ଜିଲ୍ଲା ଜଳେଶ୍ବର ରେ ବଡ଼ ଧରଣ ରେଡ଼ । ଡିଲ ସମୟରେ ଧରିନେଲା ପ୍ରାୟ ଅଢେ଼ଇ କୋଟି ଟଙ୍କାର ବ୍ରାଉନ ସୁଗାର ପୋଲିସ ଓ…

କମିଶନରେଟ୍‌ ପୁଲିସ୍‌ ପଞ୍ଝାରେ ୭ ଜଣିଆ ସାଇବର ଲୁଟେରା ଗ୍ୟାଙ୍ଗ,୧୬ ହଜାର ସିମ୍‌ କାର୍ଡ ଜବତ

Posted by - June 30, 2021 0
ଭୁବନେଶ୍ୱର : କମିଶନରେଟ୍‌ ପୁଲିସ୍‌ ପଞ୍ଝାରେ ୭ ଜଣିଆ ସାଇବର ଲୁଟେରା ଗ୍ୟାଙ୍ଗ। ପୁଲିସ ସେମାନଙ୍କୁ ଗିରଫ କରିବା ସହିତ ୧୫୦ ମୋବାଇଲ, ୧୬ ହଜାର ସିମ୍‌…

କାର୍ଯ୍ୟରେ ଅବହେଳା ଯୋଗୁ ରାଜସ୍ୱ ନିରୀକ୍ଷକ ନିଲମ୍ବିତ

Posted by - September 4, 2020 0
ଯାଜପୁର ଅଫିସ:ଦଶରଥପୁର ତହସିଲର ରାଜସ୍ୱ ନିରୀକ୍ଷକ ଅଶୋକ କୁମାର ପ୍ରଧାନଙ୍କୁ ଯାଜପୁର ଜିଲ୍ଲାପାଳ ଆଜି ନିଲମ୍ବନ କରିଛନ୍ତି । ଏହି ରାଜସ୍ୱ ନିରୀକ୍ଷକ ବନ୍ୟାପ୍ରଭାବିତ ଲୋକମାନଙ୍କର ଅସୁବିଧା…

ପରକ୍ରିୟାପ୍ରିତି ପାଇଁ ସ୍ତ୍ରୀ ହତ୍ୟା କଲା ସ୍ୱାମୀକୁ

Posted by - January 7, 2020 0
ଗଜପତି:ଗଜପତି ଜିଲ୍ଲା ଅଡବାଥାନା ନିକଟରୁ ଜାନୁଆରୀ ୧ତାରିଖରେ ବ୍ୟାଡିସିଟ୍ ଘୋଡାଯାଇଥିବା ଏକ ଶବ ପଡିଥିବା ସ୍ଥାନୀୟ ଲୋକ ଦେଖି ଅଡବାଥାନାକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ…

Leave a comment

Your email address will not be published.