ନବରଙ୍ଗପୁର ରେ ମହେଶ ମେମୋରିଆଲ କ୍ରିକେଟ ଟର୍ନାମେଣ୍ଟ ଅନୁଷ୍ଠିତ

39 0

ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ନବରଙ୍ଗପୁର 30,12,2022 ଆଜି ନବରଙ୍ଗପୁର ବାରିକ ସଙ୍ଘ ଆୱାକତରେ ନବରଙ୍ଗପୁର ମଣ୍ଡେଇ ପଡିଆରେ ମହେଶ ମୋମୋରିଆଲ କ୍ରିକେଟ ଟର୍ନାମେଣ୍ଟ ଅନୁଷ୍ଠିତ ହେଇଥିଲା ! ଏହି କାର୍ଯ୍ୟକ୍ରମ ରେ ନବରଙ୍ଗପୁର ବାରିକ ସଙ୍ଘର ସଭାପତି ଏନ. ଗଣେଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ ! ସମ୍ମାନିତ ଅତିଥି ଭାବେ ଜୟପୁର ବାରିକ ସଙ୍ଘ ର ଆନନ୍ଦ, କୋଟପାଡ଼ ବାରିକ ସଙ୍ଘ ର କେ. ମୁରଲୀ, ମାଥିଲି ବାରିକ ସଙ୍ଘ ର ଗୁପି ଯୋଗଦେଇ କ୍ରିକେଟ ଖେଳାଳିଙ୍କୁ ଉତ୍ସାହିତ କରିବାସହ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ।

ଏହି କ୍ରିକେଟ ପ୍ରତିଯୋଗିତା କୋଟପାଡ଼ ର ଶ୍ରୀ ଗଣେଶ ବାରିକ ସଙ୍ଘ, ଜୟପୁର ର ଓମ ଶ୍ରୀ ଜଗତ ଜନନୀ ଭଣ୍ଡାରୀ ସଙ୍ଘ, ମାଥିଲି ସେଲୁନ ସଙ୍ଘ, ନବରଙ୍ଗପୁର ର ମହେଶ ମେମୋରିଆଲ କ୍ରିକେଟ ଟିମ ୪ଟି ଦଳ ଅଂଶ ଗ୍ରହଣ କରିଥିଲେ ! କୋଟପାଡ଼ ଟିମ ପ୍ରତିଯୋଗିତା ରେ ରନର ହେଇଥିବା ବେଳେ ଜୟପୁର ଟିମ ପ୍ରଥମ ସ୍ଥାନ ଅଧିକାର କରି ୱନର ହେଇଥିଲେ ! ଅତିଥି ମାନଙ୍କ ଦ୍ୱାରା ସମସ୍ତଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ! ଶେଷରେ ନବରଙ୍ଗପୁର କ୍ରିକେଟ ଦଳର କ୍ୟେପଟନ ସତୀଶ ଧନ୍ୟବାଦ ଅର୍ପଣ କରିଥିଲେ! ଏହି କାର୍ଯ୍ୟକ୍ରମ କୁ ବାରିକ ସଙ୍ଘ ର ବି କିରଣ, ବାରିକ ସଙ୍ଘ ର ସମ୍ପାଦକ ଆର. ସାନ୍ତୁ, ସହ ସମ୍ପାଦକ ବି. ସନ୍ତୁ ଏବଂ ଅନ୍ୟ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।

 

Related Post

ଅମର୍ଦାରୋଡ ମୋଡ଼ିକେୟାର ଏପିଏ ଏଲ ଲିଗ୍ ଟୁର୍ଣ୍ଣାମେଣ୍ଟର ୪ ର୍ଥ ଦିବସ

Posted by - March 19, 2022 0
ବାଲେଶ୍ଵର:ବାଲେଶ୍ଵର ଜିଲ୍ଲା ଅମର୍ଦାରୋଡ ମୋଦିକେୟାର ଲିଗ୍ ଟୁର୍ଣ୍ଣାମେଣ୍ଟ ଅମ ର୍ଦାରୋଡ ବ୍ୟାଡମିଣ୍ଟନ ଏସୋସିଏସନ ପକ୍ଷରୁ ଚାଲିଥିବା କ୍ରିକେଟ ଲିଗ୍ ଟୁର୍ଣ୍ଣାମେଣ୍ଟର ୪ ର୍ଥ ଦିବସ ୬ଟି ଟିମ…

ଘାସିରାମ ମେମୋରିଆଲ ଫୁଟବଲ ସେମିରେ ମାଟିଗାଁ ଦଳ

Posted by - December 17, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା କୋକସରା ସଦର କସ୍ତୁରବା ଖେଳ ପଡ଼ିଆରେ ସ୍ପୋର୍ଟ୍ସ କ୍ଲବ ଆନୁକୂଲ୍ୟରେ ନକ୍ ଆଉଟ ଫୁଟବଲ ଖେଳ ଜାରି…

ନେହେରୁ ଯୁବ କେନ୍ଦ୍ରର ବ୍ଲକ ସ୍ତରୀୟ ସ୍ପୋର୍ଟସ ମିଟ

Posted by - December 6, 2022 0
ବୌଦ୍ଧ:୦୫/୧୨(ଚିତ୍ତରଞ୍ଜନ ସିଂହ)ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ମନ୍ତ୍ରଣାଳୟ ଅଧୀନସ୍ଥ ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ଆନୁକୂଲ୍ୟରେ ହରଭଙ୍ଗା ଓ ବୌଦ୍ଧ ବ୍ଲକର ୧୮ଟି ଯୁବକ ସଙ୍ଘ…

ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିର ବାର୍ଷିକ କ୍ରୀଡ଼ା ମହୋତ୍ସବ

Posted by - December 16, 2022 0
ବେଲଗୁଣ୍ଠା:୧୪/୧୨(ସୁଶାନ୍ତ କୁମାର ବେହେରା ) ବେଲଗୁଣ୍ଠା ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିରର ୨୩ ତମ ବାର୍ଷିକ କ୍ରୀଡା ଉତ୍ସବ ୩ ଦିନ ବ୍ୟାପି ପାଳିତ ହୋଇଯାଇଅଛି।ଉଦଘାଟନୀ ଦିନରେ…

କେନ୍ଦୁପାଟଣାରେ ବ୍ଲକ ସ୍ତରୀୟ ଖେଳ କୁଦ ପ୍ରତିଯୋଗିତା -୨୦୨୨

Posted by - December 18, 2022 0
ଭୁବନେଶ୍ଵର:୧୭/୧୨(ପାୟଲ ରାଉତ ) ବ୍ଲକ ସ୍ତରୀୟ ଖେଳ କୁଦ ପ୍ରତିଯୋଗିତା -୨୦୨୨ ଗତ ଦୁଇ ଦିନ ଧରି ଦାଢ଼ା ଗ୍ରାମ ପଞ୍ଚାୟତ ର ଉତ୍କଳମଣି ଉଚ୍ଚ ବିଦ୍ୟାପୀଠ,କେନ୍ଦୁପାଟଣା…