ଗନ୍ଧମାର୍ଦ୍ଦନ ପାହାଡ଼ରେ ପୋଲିସ ମାଓବାଦୀ ଗୁଳିବିନିମୟ ଦୁଇ ମାଓବାଦୀ ନିହତ, ସର୍ଚ୍ଚ ଅପରେସନ ଜାରି

107 0

ଖପ୍ରାଖୋଲ: ୨୪/୧୧(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଗନ୍ଧମାର୍ଦ୍ଧନ ପାହାଡ଼ ଉପରେ ଏସଓଜି ଓ ଡିଭିଏଫ୍ ଯବାନ ମିଳିତ କମ୍ବିଙ୍ଗ ଅପରେସନ ବୁଧବାର ଦିନ ଚାଲିଥିଲା । ଗୁରୁବାର ସକାଳ ସମୟରେ ଜବାନ ଓ ମାଓବାଦୀ ଙ୍କ ମଧ୍ୟରେ ମୁହା ମୁହିଁ ହୋଇ ଗୁଳି ବିନିମୟ ହୋଇଥିଲା । ଗୁଳି ବିନିମୟ ସମୟରେ ଦୁଇ ମହିଳା ମାଓବାଦୀ କେଡର ନିହତ ହୋଇଥିବା ସୂଚନା ମିଳିଛି। ସୂଚନା ମୁତାବକ ଗନ୍ଧମାର୍ଦ୍ଧନ ପାହାଡ ତଳି କନ୍ଦରାଭଟା ଜଙ୍ଗଲ ରେ ବୁଧବାର ଦିନ ପୋଲିସ ର କମ୍ବୀଙ୍ଗ ଅପରେସନ ଜାରି ରଖିଥିଲେ ।

ଗୁରୁବାର ସକାଳ ସମୟରେ ଜବାନ ଓ ମାଓବାଦୀ ଙ୍କ ମଧ୍ୟରେ ଗନ୍ଧମର୍ଦ୍ଧନ ପାହାଡ଼ ରେ ଗୁଳି ବିନିମୟ ହୋଇଥିଲା । ଗୁଳି ବିନିମୟ ସମୟରେ ୨ ଜଣ ମହିଳା ମାଓବାଦୀ ନିହତ ହୋଇଥିବା ଜଣା ପଡିଛି । ମୃତ ମାଓବାଦୀ ମାନଙ୍କ ପାଖରୁ ଦୁଇଟି ଇନସାସ ରାଇଫଲ୍ ଥିବା ସୂଚନା ମିଳିଛି। ଖବର ଲେଖାହେବ ପର୍ଯ୍ୟନ୍ତ ମାଓବାଦୀ ସବ କୁ ପୋଲିସ ଉଦ୍ଧାର କରିଥିବା ବେଳେ ସବ କୁ ବଲାଙ୍ଗିର କୁ ପଠାଇଥିବା ଜଣାପଡିଛି । ମାଓବାଦୀ ଙ୍କ ଉପସ୍ଥିତି କୁ ପୋଲିସ ଦୃଷ୍ଟିରେ ରଖି କମ୍ୱିଂଙ୍ଗ ଅପରେସନ କୁ ଜୋରଦାର କରିଥିବା ଜଣାପଡିଛି।

Related Post

ସମ୍ବଲପୁର ରେ ପବିତ୍ର ଗଣପର୍ବ ନୂଆଖାଇ ପାଇଁ ବ୍ଯାପକ ପ୍ରସ୍ତୁତି

Posted by - August 30, 2022 0
ସମ୍ବଲପୁର:୩୦/୦୮ (ରମାକାନ୍ତ ବିଶ୍ବାଳ)ପଶ୍ଚିମ ଓଡିଶାର ପବିତ୍ର ମହାନ ଗଣପର୍ବ ନୂଆଁଖାଇ ପାଇଁ ଏବେ ଚଳଚଞ୍ଚଳ ହୋଇଛି ସମ୍ବଲପୁର ସହର । ସବୁଠି ନୂଆଁଖାଇ ପାଳନ ପାଇଁ ପ୍ରସ୍ତୁତି…

ପ୍ଲାଜ୍‌ମା ସଂଗ୍ରହକୁ ସଫଳ କରିବା ପାଇଁ ଜିଲ୍ଲାପାଳଙ୍କ ସହିତ ଯାଜପୁର ବିଧାୟକଙ୍କ ଆଲୋଚନା

Posted by - July 27, 2020 0
ଯାଜପୁର ଅଫିସ: ପ୍ଲାଜ୍‌ମା ସଂଗ୍ରହକୁ ସଫଳ କରିବା ପାଇଁ ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କ ସହିତ ଆଲୋଚନ କଲେ ଯାଜପୁର ବିଧାୟକ ତଥା ବିଜୁ ଜନତା ଦଳର…

ବସ୍ତା ବ୍ଲକ ଅଞ୍ଚଳରେ ଦିନ କୁ ଦିନ ଆକାଶ ଛୁଆଁ ପରିବା ଦର

Posted by - October 22, 2021 0
ବସ୍ତା:(ପ୍ରଭାକର ମଲ୍ଲିକ)ଅମର୍ଦ୍ଦାରୋଡ଼ ସମେତ ବସ୍ତା ବ୍ଲକ ଅଞ୍ଚଳରେ ଦିନ କୁ ଦିନ ଆକାଶ ଛୁଆଁ ପରିବା ଦର ହେଉଥିବାରୁ ଖାଉଟିଙ୍କୁ ହନ୍ତସନ୍ତ କରିଦେଇଛି।ବଜାରରେ ବାଇଗଣ କିଲୋ ୫୦…

ବ୍ରଜରାଜନଗର ଉପ ନିର୍ବାଚନ, ତିନି ପ୍ରମୁଖ ଦଳର ଶକ୍ତି ପ୍ରଦର୍ଶନ, କଡ଼ା ହେବ ମୁକାବିଲା

Posted by - May 13, 2022 0
ଭୁବନେଶ୍ବର(ବ୍ୟୁରେ।): ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ଯୁଦ୍ଧ କ୍ଷେତ୍ର ପ୍ରସ୍ତୁତ ହୋଇସାରିଛି ।  ତିନି ପ୍ରମୁଖ ଦଳ ବିଜେଡି , କଂଗ୍ରେସ ଓ ବିଜେପି ମଧ୍ୟରେ ମୂଖ୍ୟତ…

କଠୋର ଓ ସଶକ୍ତ ଜନସଂଖ୍ୟା ନିୟନ୍ତ୍ରଣ ବିଲ ପ୍ରଣୟନ ଦାବି କରି ଧାରଣା ଦେବ ଜେ ଏସ ଏଫ

Posted by - November 27, 2021 0
ଟିଟିଲାଗଡ଼: ( ସଞ୍ଜୟ କୁମାର ନାୟକଙ୍କ ରିପୋର୍ଟ)ଭାରତ ବର୍ଷରେ ଅସନ୍ତୁଳିତ ଜନସଂଖ୍ୟା ବୃଦ୍ଧି ଯୋଗୁଁ ଶିକ୍ଷା , ସ୍ବାସ୍ଥ୍ୟ, ପରିବେଶ ,ଜଳବାୟୁ ଆଦି କ୍ଷେତ୍ରରେ ବ୍ୟାପକ ଅନିୟମିତତା…