କଳାହାଣ୍ଡି ର ଅଦିମ ପରାମ୍ପରାଟୋକିମରା ର ଆଦ୍ୟ ପର୍ବ ପୋଡ଼ପୂଜା ସମ୍ପର୍ଣ୍ଣ

36 0

ଭବାନୀପାଟଣା:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଲାହାଣ୍ଡି ଜିଲ୍ଲା ର ଆଦିମ ଜନଜାତି ର ଟୋକୀ ମରା ପରମ୍ପରା ର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ ଡଙ୍ଗରିଗୁଡ଼ା ଠାରେ ସମାପ୍ତ ହୋଇଯାଇଛି। କଲମପୁର ବ୍ଲକ ଅନ୍ତର୍ଗତ ମିନଗୁର ଗ୍ରାମପଞ୍ଚାୟତ କର୍ମେଲ ଡ଼ଙ୍ଗାରୀଗୁଡା ଠାରେ ଟୋକିମରା ଆଦ୍ୟ ପର୍ବ ପୋଡ଼ପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l


ଏହା କଲାହାଣ୍ଡିର ଆଦିବାସୀ ପ୍ରବଣ ଅଞ୍ଚଳର କନ୍ଦପରଜାର ନିଆର ପର୍ବ ଏହି ପର୍ବରେ ଗ୍ରାମର ଇଷ୍ଟଦେବୀ ମା ଧରଣୀଙ୍କୁ ପୂଜାଅର୍ଚନା କରିଥାନ୍ତି ଓ ଦେବୀଙ୍କ ନିକଟରେ ଏକ ପୋଡ଼କୁ ବଳିପକାଇଥାନ୍ତି ଯାହାରୀ ଫଳରେ ଗ୍ରାମର ଦେବଦେବୀଙ୍କୁ ଶାନ୍ତି କରିବାପାଇଁ ପୋଡ଼ ବଳି ଦିଆଯାଏ ବୋଲି ସମସ୍ତେ କହିଥାନ୍ତି ଏହି ଉତ୍ସବରେ ପ୍ରାୟ ଦୁଇ ତିନି ହଜାରରୁ ଉର୍ଦ୍ଧ ଲୋକଙ୍କ ସମାଗମଦେଖିବାକୁ ମିଳିଥିଲା ଓ ଆଗାମୀ ଜାନୁୟାରୀ ମାସ ର 1ତାରିଖ ଦିନ ଟୋକିମରା ପର୍ବଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ରୁ ସୂଚନା ମିଳିଅଛି l

Related Post

ସାମାଜିକ ଅନୁଷ୍ଠାନ “ପରିବର୍ତନ ଫାଉଣ୍ଡେସନ” ପକ୍ଷରୁ ସେବା କାର୍ଯ୍ୟ ଜାରି

Posted by - September 6, 2021 0
ଭୁବନେଶ୍ବର: ସମଗ୍ର ଦେଶ ରେ କୋଭିଡ- ୧୯ ର ମହାମାରୀ ଦ୍ୱିତୀୟ ପର୍ଯ୍ୟାୟରେ ଭୟବହତା ଯୋଗୁଁ ସରକାରଙ୍କ ଦ୍ୱାରା ଲକଡାଉନ ଘୋଷଣା ହୋଇଥିଲାI ଏହି ସମୟରେ ରେ…

ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ଶତବାର୍ଷିକୀ ଉପଲକ୍ଷେ

Posted by - March 23, 2021 0
୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖ। ସେଇ ଦିନଟି ଥିଲା ଓଡ଼ିଶା ଜନଜୀବନର ମହାନ୍‌ ପର୍ବ ଦୋଳପୂର୍ଣ୍ଣିମା। ଚାରିଆଡ଼େ ଦୋଳ ଉତ୍ସବର ପବିତ୍ର ପରିବେଶ। ଠାକୁରମାନଙ୍କର ମେଳଣ…

ବେସାହାରା ମିନି କଅଁର ଙ୍କୁ ଉଦ୍ଧାର କଲା ସିନିୟର ସିଟିଜନ୍ ହୋମ “ବନଦୂର୍ଗା ଓଲଡେଚ୍ ହୋମ ଚାରିଛକ”

Posted by - November 22, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ସଦର ବ୍ଲକ ଖଲିଆପାଲି ଗ୍ରାମ ପଞ୍ଚାୟତ ରୁଗୁଡିଘୁରା ଗ୍ରାମ ର ମିନି କଅଁର। ବୟସ ଆସି ପହଞ୍ଚିଲାଣି ଅନ୍ତିମ ରେ ।ନିଜର…

କେବେ ଉଦୟ ହେବ ୧୭୭ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଭାଗ୍ୟ; ଅନୁଦାନକୁ ଚାହିଁ ବୟସର ଅପରାହ୍ଣରେ ଶିକ୍ଷକ ଶିକ୍ଷୟିତ୍ରୀ

Posted by - July 4, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ଗ୍ରାମାଞ୍ଚଳରେ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ମାଧ୍ୟମିକ ଶିକ୍ଷା ଯୋଗାଇଦେବା ପାଇଁ ସରକାର ପ୍ରସ୍ତୁତ କରିଛନ୍ତି ଶହ ଶହ ଯୋଜନା I ବିଭିନ୍ନ ବିଦ୍ୟାଳୟ ମାନଙ୍କରେ…

ସଂଯୁକ୍ତା ଙ୍କୁ ପ୍ରଧାନମନ୍ତ୍ରୀ ବୀମା ରାଶି ପ୍ରଦାନ

Posted by - August 26, 2021 0
ବୌଦ୍ଧ ୧୬/୦୮ ( ଚିତ ରଂଜନ ସିଂ)ଜନସାଧାରଣ ଙ୍କ ହିତ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ପ୍ରଧାନ ମନ୍ତ୍ରୀ ସୁରକ୍ଷା ବୀମା ଓ ପ୍ରଧାନମନ୍ତ୍ରୀ…