ଖପ୍ରାଖୋଲ ପୋଲିସ ର ଚଢାଉ,ବାହାର ରାଜ୍ୟ କୁ ଚାଲାଣ ବେଳେ ପାଞ୍ଚ ଦାଦନ ଶ୍ରମିକ ଉଦ୍ଧାର,ଦଲାଲ ଗିରଫ

46 0

ଖପ୍ରାଖୋଲ ୧/୧୧(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ଥାନା ପୋଲିସ ଚଢ଼ାଉ କରି ବାଞ୍ଜିପାଳି ଛକ ନିକଟରେ ହାଇଦ୍ରାବାଦ କୁ ଚାଲାଣ ହେଉଥିବା ୫ ଜଣ ଦାଦନ ଶ୍ରମିକ ଙ୍କୁ ସୋମବାର ବିଳମ୍ବିତ ରାତିରେ ଉଦ୍ଧାର କରି ଥିବା ଜଣା ଯାଇଛି।ସୂଚନା ଅନୁସାରେ ସୋମବାର ବିଳମ୍ବିତ ରାତିରେ ବରଗଡ଼ ଜିଲ୍ଲା ବୁଡେନ୍ ଥାନା ଅନ୍ତର୍ଗତ ଧଉଳିବାହାଲ ଗ୍ରାମରୁ ଏକ ବୋଲେରୋ ଗାଡ଼ି ନମ୍ବର ଓ ଆର ୦୩ ଜି ୭୩୯୯ ରେ ବାହାର ରାଜ୍ୟ କୁ ଦାଦନ ଶ୍ରମିକ ଚାଲାଣ ହେଉଥିବା ଖବର ପୋଲିସ କୌଣସି ସୂତ୍ରରୁ ଜାଣି ବାଞ୍ଜିପାଲି ଗାଁ ନିକଟରେ ଛକି ରହିଥିଲେ ।

ବୋଲେରୋ ଗାଡ଼ି ଦେଖି ଚଢାଉ କରି ୫ ଦାଦନ ଶ୍ରମିକ ସହ ଦାଦନ ଦଲାଲ ନରୋତ୍ତମ ବରିହା ଙ୍କୁ ଗିରଫ କରିଥିଲା । ଏ ନେଇ ଖପ୍ରାଖୋଲ ଥାନା କେସ ନ ଘଟଣା ସ୍ଥଳରୁ ଦାଦନ ସର୍ଦ୍ଦାର ୧୭୫/୨୨ ରେ ଏକ ମାମଲା ରୁଜୁ କରି ଶ୍ରମିକ ମାନଙ୍କୁ ନିଜ ଗାଁ ରେ ଛାଡି ଦେଇଥିବା ବେଳେ ଦଲାଲ କୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଥିବା ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି।

Related Post

ବନ୍ଧାହେଲେ ନକଲି ସାମ୍ବାଦିକ !

Posted by - August 29, 2021 0
ଉତ୍ତରଭୁବନେଶ୍ୱର:(ସନ୍ତୋଷ ରାଉତ)ସାମ୍ବାଦିକ ନାଁରେ କଳଙ୍କ ସାଜିଲା ଲାଇଭ କଳିଙ୍ଗ ୱେବ ଚ୍ୟାନେଲ।ସୂଚନା ମୁତାବକ ଚ୍ୟାନେଲର ସମ୍ପାଦକ ରଘୁନାଥ ସାହୁ ଓ ସାମ୍ବାଦିକ ପ୍ରିୟମ୍ବଦା ନାୟକ ଓ ତାଙ୍କର…

ଲଭ,ସେକ୍ସ ଓ ଧୋକ୍କା,ଅଭିଯୁକ୍ତ ଜିତେନ୍ଦ୍ର ପ୍ରଧାନ ବିଜୁ ଛାତ୍ର ଜନତା ଦଳରୁ ନିଲମ୍ବିତ।

Posted by - September 27, 2019 0
ଯାଜପୁର:( ଆନନ୍ଦ ଚଦ୍ର ସାହୁ )ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକର ଜଣେ ଯୁବନେତା ସେହି ଅଂଚଳର ଜଣେ ଯୁବତୀଙ୍କୁ ବିବାହ ପ୍ରତିସୃତି ଦେଇ ଶାରିରୀକ ସମ୍ପର୍କ ରଖି…

ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ପଦରପଡାରେ ଘଟିଛି ଗୁଳିକାଣ୍ଡ

Posted by - December 5, 2022 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ପଦରପଡାରେ ଘଟିଛି ଗୁଳିକାଣ୍ଡ ଓ ଏହି ଗୁଳିକାଣ୍ଡ ରେ ଜଣେ ମହିଳା ଗୁରୁତର ହୋଇଛନ୍ତି | ଗୁରୁତର…

ବାହାରକୁ କମ୍ପ୍ୟୁଟର ଦୋକାନ କିନ୍ତୁ ଭିତରେ ଗଞ୍ଜେଇ ଓ ଅଫିମ

Posted by - December 8, 2019 0
ଯାଜପୁର: କଲେଜ ନିକଟରେ କମ୍ପ୍ୟୁଟର ଦୋକାନରେ ଚଢ଼ାଉ କରି ଗଂଜେଇ ଓ ଅଫିମ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଯାଜପୁର ଟାଉନ ଥାନା ପୁଲିସ…

ଗୋଲାମୁଣ୍ଡା ଥାନା ଚିଚିଆ ଗ୍ରାମର ଚୋରୀ ଘଟଣାର ପର୍ଦ୍ଧାଫାସ,୩ ଚୋର ଗିରଫ

Posted by - July 3, 2022 0
ଧର୍ମଗଡ଼ :(ହେମନ୍ତ କୁମାର ମାଝୀ)ଗୋଳମୁଣ୍ଡା ଥାନା ଅଞ୍ଚଳରେ ଗତ କିଛି ମାସ ହେଲା ଚୋରି ଡକାୟତି ବୃଦ୍ଧି ପାଇଛି । ଏହାକୁ ନେଇ ଗୋଳମୁଣ୍ଡା ଅଞ୍ଚଳ ରେ…