Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ଓସିଏସ ପରୀକ୍ଷାରେ ତୃତୀୟ ସ୍ଥାନ ପାଇଲେ ଅନନ୍ୟା

88 0

ଧର୍ମଗଡ଼:୮/୧୦( ହେମନ୍ତ କୁମାର ମାଝୀ)ଧର୍ମଗଡ ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷା ବନ୍ଦନା କରଙ୍କ ଝିଅ ଅନନ୍ୟା ସ୍ରିଷ୍ଟି ସତପଥୀ ଓସିଏସ ପରୀକ୍ଷାରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ଧର୍ମଗଡ଼ ସ୍ଥିତ ତାଙ୍କ ସରକାରୀ ବାସଭବନକୁ ଶୁଭେଚ୍ଛାର‌ ସୁଅ ଛୁଟିଛି । ବିଭିନ୍ନ ସଂଗଠନ ତରଫରୁ ଅନନ୍ୟାଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି।

ତାଙ୍କର ଏହି ସଫଳତା ପାଇଁ ସେ ତାଙ୍କ ମାଁ ତଥା ଅତିରିକ୍ତ ଜିଲ୍ଲା ଦୌରାଜଜ ବନ୍ଦନା କରଙ୍କ ସମେତ ନିଜ ମାମୁଁ ଆଇ ଅଜା ଓ ଶିକ୍ଷକଙ୍କୁ ଶ୍ରେୟ ଦେଇଛନ୍ତି। ଅନନ୍ୟା ବୁର୍ଲାରେ ସ୍ଵର୍ଣ୍ଣ ପଦକ ସହ ମେକାନିକାଲ ଇଂଜିନିୟରିଂ ଡିଗ୍ରୀ ହାସଲ କରିବା ସହ ମୁମ୍ବାଇ ସ୍ଥିତ ଟାଟା ଇନିଷ୍ଟିଚ୍ଯୁଟ ଅଫ୍ ସୋସିଆଲ ସାଇନ୍ସରେ ଡେଭଲପମେଣ୍ଟ ଷ୍ଟଡିଜରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ଏବେ ସେ ଭୂବନେଶ୍ଵର ସ୍ଥିତ ଏନସିଡିଏସରେ ପିଏଚଡ଼ି କରୁଛନ୍ତି। ସେ ପ୍ରଥମ ଚେଷ୍ଟାରେ ହିଁ ଏହି ସଫଳତା ହାସଲ କରିଛନ୍ତି।

Related Post

ପ୍ରଶାସନ ଶୁଣିଲାନି ଅଞ୍ଚଳବାସିନ୍ଦା ନିଜ ରାସ୍ତା ନିର୍ମାଣ ପାଇଁ ଭିଡିଲେ ଅଣ୍ଟା

Posted by - August 28, 2022 0
ସମ୍ବଲପୁର :୨୮/୦୮(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ମହାନଗର ନିଗମ 36 ନମ୍ବର ୱାର୍ଡ ଭତରା ସଂପକ ବିହାର ଠାରେ ପ୍ରଶାସନିକ ଉଦାସୀନତା ମନୋଭାବ ପ୍ରତିବାଦରେ ନିଜେ ରାସ୍ତା ନିର୍ମାଣ ପାଇଁ…

କରୋନାରେ ଆକ୍ରାନ୍ତ ହେଲେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା

Posted by - September 25, 2020 0
ଭୁବନେଶ୍ୱର:କରୋନାରେ ଆକ୍ରାନ୍ତ ହେଲେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ।ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ । ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବାବେଳେ ସେ ହୋମ୍…

ଓଡ଼ିଶା ଛୁଇଁବନି ବାତ୍ୟା: ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁ ହେବ

Posted by - October 20, 2022 0
ଭୁବନେଶ୍ୱର : ଆସୁଛି ସମ୍ଭାବ୍ୟ ବାତ୍ୟା ‘ସି-ତ୍ରାଙ୍ଗ’। ସମ୍ଭାବ୍ୟ ବାତ୍ୟା ପଶ୍ଚିମବଙ୍ଗ-ବାଂଲାଦେଶ ମୁହାଁ ହେଉଥିବା ନେଇ ସୂଚନା ମିଳିଛି। ଓଡିଶା ଉପକୂଳରୁ କିଛି ଦୂରରେ ସ୍ପର୍ଶ କରି…

ଗର୍ଭବତୀ ମହିଳା ଓ ଶିଶୁ ଙ୍କ ପାଇଁ ବଣ୍ଟା ଯାଉଥିବା ଖାଦ୍ୟ ମହା ଦୁର୍ନୀତି ର ତଦନ୍ତ ଓ କାର୍ଯ୍ୟନୁଷ୍ଠାନ ଦାବୀ

Posted by - July 2, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ )ଅପରାହ୍ନ ରେ, ନୀଳଗିରି ବିଜେପି କାର୍ଯ୍ୟାଳୟ ପରିସର ରେ, ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ସ୍ଥାନୀୟ ବିଧାୟକ ଇଂ ସୁକାନ୍ତ କୁମାର…