ଖପ୍ରାଖୋଲ ରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଏକ ଶହ ସତୁରି ଜଣଙ୍କ ଚକ୍ଷୁ ପରୀକ୍ଷା

72 0

ଖପ୍ରାଖୋଲ: ୨୬/୯(ତାପସ ରଞ୍ଜନ ବେହେରା) ସ୍ଥାନୀୟ ବ୍ଲକ୍ ସଭା ଗୃହ ଠାରେ ଏସ ସି ଡି ଚକ୍ଷୁ ଚିକତ୍ସାଲୟ ଟିଟିଲାଗଡ ଓ ୟୁଥ୍ ବ୍ଲଡ ଡୋ ନର ଗ୍ରୁପ ର ମିଳିତ ଉଦ୍ୟମରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ସୋମବାର ଅନୁଷ୍ଟିତ ହୋଇଥିଲା। ଶିବିରକୁ ମୁଖ୍ୟ ଅତିଥି ରୂପେ ସିଡି ପି ଓ ସୁଜାତା ଦୋରା ଯୋଗଦେଇ ଉଦଘାଟନ କରିଥିବା ବେଳେ ବିଡିଓ ରଶ୍ମି ରଞ୍ଜନ ରାଉତ, ହରିଶଙ୍କର ବନାଞ୍ଚଲ ଅଧିକାରୀ ଗିରିଧାରୀ ନାଗ ପ୍ରମୁଖ ଯୋଗଦେଇଥିଲେ।

ଏହି ଅବସରରେ ୧୭୦ ଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ୭୦ ଜଣଙ୍କୁ ମାଗଣା ଚଷମା ବଣ୍ଟନ କରାଯାଇଥିଲା।୪୭ ଜଣ ଙ୍କୁ ମାଗଣା ଚକ୍ଷୁ ଅସ୍ତ୍ରୋଚାରରେ ପାଇଁ ଟିଟିଲାଗଡ ପଠାଯାଇଥିବା ଜଣାଯାଇଛି। ଏହି ୟୁଥ୍ ବ୍ଲଡ ଡୋନର ଗ୍ରୁପ ର ସଦସ୍ୟ ଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମକୁ ଅକ୍ଷୟ ପ୍ରଧାନ, ଡୋଳା ମଣି ସାହୁ, ସୁଶାନ୍ତ ପ୍ରଧାନ, ସ୍ଵାଗତ ସାହୁ, ଡୋଳା ସାହୁ,ଦିଲୀପ ପଧାନ,ଅନନ୍ତ ବାରିକ, ବିଶ୍ୱଜିତ୍ ପଧାନ, ଜପକୃଷ୍ଣ ଭୋଇ ପ୍ରମୁଖ ସହଯୋଗ କରିଥିଲେ।

Related Post

ଦାନଗଦୀ ବ୍ଳକ ମନୋହରପୁର ଠାରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

Posted by - February 25, 2020 383
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲା ଦାନଗଦୀ ବ୍ଳକ ମନୋହରପୁର ଠାରେ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସୋସିଆଲ ସପୋର୍ଟ ୟୁଥ୍…

ଆଜି ଅନୁଗୋଳରୁ ୧୨ ଜଣ କରୋନା ପଜିଟିଭ ଚିହ୍ନଟ,ପଜିଟିଭ ସଂଖ୍ୟା ପହଞ୍ଚିଲା ୨୪୫ ରେ

Posted by - July 24, 2020 289
ଅନୁଗୁଳ:(ମହେଶ ଭୋମରାଜ) ଆଜି ଅନୁଗୋଳ ଜିଲ୍ଲାରୁ ୧୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବଅଁରପାଳ ବ୍ଳକ୍ ସ୍ଥିତ ଏକ ଶିଳ୍ପ‍ାଞ୍ଚଳରୁ ୫ ଜଣ, ଅନୁଗୋଳ ଲ ପୌରାଂଚଳରୁ ୫…

ଏଲ୍‌ଭିପିଆଇ ଦ୍ୱାରା ଆୟୋଜିତ ମାୟୋପିୟା ବିଷୟରେ ଏକ ମେଗା ଦୃଷ୍ଟିଶକ୍ତି ସଚେତନତା କ୍ୟାମ୍ପେନ୍

Posted by - November 28, 2019 813
ଭୁବନେଶ୍ୱର : ଏଲ୍‌ଭିପିଆଇ ଦ୍ୱାରା ଆୟୋଜିତ ମାୟୋପିୟା ବିଷୟରେ ଏକ ମେଗା ଦୃଷ୍ଟିଶକ୍ତି ସଚେତନତା କ୍ୟାମ୍ପେନ୍ ‘ମାଇ ସାଇକ୍ଳୋଥନ୍‘ର ଟି ସାର୍ଟ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ଏଲ୍‌ଭିପିଆଇ ପକ୍ଷରୁ ଏହି ଦୃଷ୍ଟିଶକ୍ତି ସଚେତନତା ମିଶନକୁ ଆଗକୁ…

ଆଜି ଅନୁଗୁଳ ଜିଲ୍ଲାରୁ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ-ମୃତ୍ୟୁ ସଂଖ୍ୟା ପହଞ୍ଚିଲା ୬ରେ

Posted by - August 18, 2020 0
ଅନୁଗୁଳ:(ମହେଶ ଭୋମରାଜ) ଆଜି ଅନୁଗୁଳ ଜିଲ୍ଲାରୁ ଜଣେ କରୋନା ଆକ୍ରାନ୍ତ ମୃତୁବରଣ କରିଛନ୍ତି।ଅନୁଗୁଳ ପୌରାଞ୍ଚଳର ଜଣେ ୫୨ ବର୍ଷୀୟ ପୁରୁଷ ଆଜି ତାଳଚେର କୋଭିଡ ହସ୍ପିଟାଲରେ ଚିକିତ୍ସା…

ପାଇଲ୍ସ ଯେତେ ବି ଭୟାନକ ହେଇଥାଉ , ୩ ଦିନରେ ଜଡରୁ ଶେଷ କରିଦେବ ଏହି ଘରୋଇ ପ୍ରକିୟା

Posted by - December 9, 2019 754
ପାଇଲ୍ସ ଆଜି କାଲିର ସମୟରେ ଏକ ସାଧାରଣ ସମସ୍ୟା ହୋଇସାରିଛି , ଅପମିଶ୍ରଣ ଖାଦ୍ୟ ପଦାର୍ଥର ସେବନ କରିବା ଦ୍ୱାରା ପେଟରେ ନାନା ପ୍ରକାରର ବିକାର ଉତ୍ପନ୍ନ…