ଯେତେ ଗୁହାରିକଲେ ବି କେହି ଶୁଣିଲେ ନାଇଁ ରାସନ କାର୍ଡ ନାହିଁ ଆବାସ ନାହିଁ

30 0

ବୌଦ୍ଧ : (ଚିତ ରଞ୍ଜନ ସିଂ ) ସରକାର ଗରିବ ଜନସାଧାରଣ ଙ୍କ ପାଇଁ  ଯୋଜନା ଉପରେ ଯୋଜନା ତିଆରି ଚାଲିଛନ୍ତି l ଏପରିକି ତୃଣ ମୂଳ ସ୍ତରରେ ତାହା ଠିକ ରେ ଲୋକଙ୍କ ପାଖରେ ପହଂଚାଇବା ଏବଂ ଏହି ସଫଳ ଯୋଜନା ର ସମ୍ପୂର୍ଣ ତଦାରଖ ପାଇଁ ବିଭିନ୍ନ ଅଧିକାରୀଙ୍କ ଦାୟିତ୍ୱ ବଣ୍ଟନ କରିଛନ୍ତି l କିନ୍ତୁ ଲୋକ ପ୍ରତିନିଧି ହୁଅନ୍ତୁ କିମ୍ବା ସରକାରୀ କର୍ମଚାରୀ ହୁଅନ୍ତୁ ଆନ୍ତରିକତା ମନଭାବ ଦୁର୍ବଳ ହେତୁ ସରକାର ଙ୍କ ଏଭଳି ମହତ ଯୋଜନା ରୁ ପ୍ରକୃତ ହିତାଧିକାରୀ ବାଦ ପଡିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି  ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିଳେଶ୍ୱର ପଞ୍ଚାୟତ ଖଣ୍ଡହତା ଗ୍ରାମ ର ୬୨ ବର୍ଷ ବିଧବା ବୃଦ୍ଧା ଦୁର୍ଲଭା ବଘାର ଙ୍କ ନିକଟରେ l

ହିତାଧିକାରୀ ଙ୍କ କହିବାନୁଯାଇ ତାଙ୍କର କୌଣସି ପୁଅ ଝିଅ ନଥିବା ବେଳେ ସ୍ୱାମୀ ସଦା ବେହେରା ଙ୍କ ୭ ବର୍ଷ ତଳେ ମୃତ୍ୟୁହୋଇଗଲା l ସେଇ ଦିନଠୁ ଦୁର୍ଲଭା ଏକାକୀ ଦୁଃଖ ମୁଲ କରିଚଳି ଆସୁଥିବା ବେଳେ ରହିବା ପାଇଁ ଘରଖଣ୍ଡିଏ ଓ ଖାଇବା ପାଇଁ ରାସନ କାର୍ଡ ପାଇଁ ସରକାରୀ ବାବୁ ଙ୍କୁ ହାରିଗୁହାରିକରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଦୁଲଭା ଙ୍କୁ ସରକାର ଙ୍କ କୌଣସି ଯୋଜନା ମିଳି ପାରିଲା ନାଇଁ l କେବଳ ମାସିକ ଭତା ଟଙ୍କାରେ ଦୁଃଖକଷ୍ଟେ ମାଗିଯାଚି କରି ପର ପିଣ୍ଡା ରେ ଦିନ କାଟୁଥିବା କହନ୍ତି l ଏପରିକି ସରକାର ଙ୍କ ଏଭଳି ମହତ ଯୋଜନା ଟି କାହାପାଇଁ ବୋଲି ଅଭିମାନକରୁଥିବା ବେଳେ ତୁରନ୍ତ ଅସହାୟ ବୃଦ୍ଧା ଙ୍କୁ ଆବାସ ଗୃହ ସହ ଏକ ରେସନ କାର୍ଡ ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ନିକଟରେ ଗୁହାରି କରିଛନ୍ତି l

Related Post

ଓଡ଼ିଆ ଭାଷାର ବିକାଶ ହେଲେ ଶିକ୍ଷାର ମାନ ବୃଦ୍ଧି ପାଇବ  

Posted by - March 4, 2022 0
ମାଲକାନଗିରି : (ଅବଦୁଲ ଗନି)ମାଲକାନଗିରି ଜିଲ୍ଲାର ପେଡାକୋଣ୍ଡା ୟୁଜି ଉଚ୍ଚ ବିଦ୍ୟାଳୟ ସଭାଗୃହ ଠାରେ ମାଟିଲଗ୍ନା ସାହିତ୍ୟ ସଂସଦ ତରଫରୁ ଆୟୋଜିତ ରାଜ୍ୟ ସ୍ତରୀୟ ଛାତ୍ର ମେଧା…

ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

Posted by - October 12, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବ୍ଲକ ସାନ କୁଝାଲା ଗାଁ ରେ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ…

ବହୁମୁଖୀ ମହିଳା ଓ ପୁରୁଷ ମିଳିତ ସ୍ୱାସ୍ଥ୍ୟ କର୍ମୀ ସଙ୍ଘ ପକ୍ଷରୁ ଏକ ସଭା ଅନୁଷ୍ଠିତ 

Posted by - May 23, 2022 0
ଯାଜପୁର :(ଅନନ୍ଦ ଚାନ୍ଦ୍ର ଶହୁ )ଯାଜପୁର ଜ଼ିଲ୍ଲା ମା ମଣ୍ଡପରେ ବହୁମୁଖୀ ମହିଳା ଓ ପୁରୁଷ ମିଳିତ ସ୍ୱାସ୍ଥ୍ୟ କର୍ମୀ ସଙ୍ଘ ପକ୍ଷରୁ ଏକ ସଭା ଅନୁଷ୍ଠିତ…

ବସ୍ତା ବ୍ଲକର ଅମର୍ଦ୍ଦାରୋଡ ନଟାକଟା ପଞ୍ଚାୟତରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ

Posted by - December 1, 2021 0
ବାଲେଶ୍ଵର/ବସ୍ତା :ବାଲେଶ୍ଵର ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ପ୍ରଦାନ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଗତ ୨୬ ତାରିଖ ରେ ଶୁଭାରମ୍ଭ କରିବା ପରେ ବାଲେଶ୍ଵର…

ବ୍ଲକ ସ୍ତରୀୟ ‘ପଢନା ଲିଖନା ଅଭିଯାନ’ ସଚେତନତା କାର୍ଯ୍ୟକ୍ରମ

Posted by - March 15, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଶିକ୍ଷା ପ୍ରତ୍ୟେକ ମଣିଷର ଜନ୍ମଗତ ଅଧିକାର।ବର୍ତ୍ତମାନ ସମୟରେ ଶିକ୍ଷାର ଆବଶ୍ୟକତା ଜୀବନ କ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପାର୍ଶ୍ୱ। ବିନା ଶିକ୍ଷାରେ…