ବିଜୁ ଏକ୍ସପ୍ରେସ ୱେରେ ଦୁର୍ଘଟଣା ୫ମୃତ ୧୬ରୁ ଉଦ୍ଧ୍ବ ଗୁରୁତର ,୮ ଗୁରୁତରଙ୍କୁ ଭିମସାର ସ୍ଥାନାନ୍ତର

34 0

ସମ୍ବଲପୁର (ରମାକାନ୍ତ ବିଶ୍ବାଳ) ସମ୍ବଲପୁର – ରାଉରକେଲା ବିଜୁ ଏକ୍ସପ୍ରେସ ୱେର ଝାରସୁଗୁଡା ନିଖିଳ ଢ଼ାବା ପାଖରେ ରେ ବସ କୁ ପିଟିଲା ଟ୍ରେଲର ଫଳରେ ଘଟଣା ସ୍ଥଳରେ ଏବଂ ଡାକ୍ତରଖାନାକୁ ନେଉଥିବା ସମୟରେ ୫ଜଣଙ୍କର ମୃତ୍ଯୁ ହୋଇଥିବା ବେଲେ ୧୬ରୁ ଉଦ୍ଧ୍ବ ଗୁରୁତର ଆହତ ହୋଇଛନ୍ତି। ଏମାନଙ୍କ ମଧ୍ଯରୁ ୮ଜଣ ଗୁରୁତରଙ୍କୁ ବୁର୍ଲା ଭିମସାକୁ ସ୍ଥାନାନ୍ତର କରାଯାଇଛି। ଅନ୍ଯ ଆହତ ମାନେ ଝାରସୁଗୁଡାର ଏକ ଘରୋଇ ନସିଂହୋମରେ ଚିକିତ୍ସାଧିନ ଥିବା ବେଲେ ୨ଜଣ ଝାରସୁଗୁଡା ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ମୃତ ୫ଜଣ ଜେଏସଡ୍ବ୍ଲ/ଭୁଷଣ କମ୍ପାନୀର କର୍ମଚାରୀ ଥିବା ଜଣା ପଡିଛି। ତେବେ ସୂଚନା ଅନୁଶାରେ ସମ୍ବଲପୁର ଜିଲ୍ଲା ଠେଲକୋଲେଇ ରୁ ଶ୍ରମିକମାନଙ୍କୁ ନେଇ ଝାରସୁଗୁଡା ଯାଉଥିବା ଜେଏସଡ୍ବ୍ଲ/ ଭୁଷଣର ୧୫ ନମ୍ବର ବସ ଝାରସୁଗୁଡା ନିଖିଲ ଢାବା ପାଖରେ ଏକ ଟ୍ରେଲର ସହ ଧକ୍କା ହେବାରୁ ଦୁର୍ଘଟଣା ଘଟିଥିଲା। ଝାରସୁଗୁଡ଼ା ଡାକ୍ତରଖାନାକୁ ଝାରସୁଗୁଡ଼ା ଜିଲ୍ଲାପାଳ ପହଂଚି ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ବୁଝାସୁଝା କରି ନିଜ ପ୍ରତିକ୍ରିୟାରେ କହିଛନ୍ତି ଆହତ ମାନଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ପ୍ରଶାସନ ବହନ କରିବ ।

Related Post

କାର୍ଯ୍ୟସ୍ଥଳୀରେ ମହିଳାଙ୍କୁ ଯୌନ ନିର୍ଯାତନା ପ୍ରତିରୋଧ, ନିବାରଣ ଆଇନ ତାଲିମ

Posted by - March 25, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ଜିଲ୍ଲାପ୍ରଶାସନ ଓ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ମିଳିତ ଆନୁକୂଲ୍ୟରେ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ କାର୍ଯ୍ୟସ୍ଥଳୀରେ ରେ ମହିଳାଙ୍କୁ ଯୌନ ନିର୍ଯାତନା ର ପ୍ରତିରୋଧ,…

୧୦ କରୋନା ପଜିଟିଭ ଚିହ୍ନଟ,ଆକ୍ରାନ୍ତଙ୍କ ମଧ୍ୟରେ ଭଦ୍ରକରୁ ୬ ଜଣ ଓ ଯାଜପୁରରୁ ୪ ଜଣ

Posted by - May 10, 2020 24
ଭୁବନେଶ୍ବର :ଆଜି ଦିନକରେ ୬୮ଟି ପଜିଟିଭ ଚିହ୍ନଟ ହେଲେଣି, ଯାହା ରାଜ୍ୟ ପାଇଁ ଚିନ୍ତାଜନକ। ଯାଜପୁରରେ ମାତ୍ର ସୁସ୍ଥ ହୋଇଥିବାବେଳେ ୫୭ଟି ଆକ୍ଟିଭ କେଶ ରହିଛି। ସେହିପରି…

ଲିଙ୍ଗରାଜ ମନ୍ଦିର ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ:କହିଲେ ମୋ ସ୍ୱାସ୍ଥ୍ୟବସ୍ଥା ଠିକ୍ ଅଛି

Posted by - February 18, 2022 0
ଭୁବନେଶ୍ବର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିବା ସହ ଏକାମ୍ର ପ୍ରକଳ୍ପ କାର୍ଯ୍ୟକ୍ରମ ଅନୁଯାୟୀ ମନ୍ଦିରର…

ପୁଣି ଖରଭୁଇଁ ରେ ରାସ୍ତା ରୋକ, ସାତଦିନ ମଧ୍ୟରେ ଅସମୀକୁ ଗିରଫ ନ କଲେ ,ଏସପି ଅଫିସରେ ଧାରଣା

Posted by - April 5, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ)ଖରଭୂଇଁ ଗ୍ରାମରେ ଜମିଜମା ମକଦ୍ଦମାକୁ ନେଇ ଗତ ୨୪ମାର୍ଚ୍ଚ ଅପରାହ୍ନରେ ୫୪ ବର୍ଷିୟ ବିଷ୍ଣୁ ରଣାଙ୍କୁ ଟାଙ୍ଗିଆରେ ହାଣି ଗୁରୁତର କରିଥିଲେ ବିସୁଦ୍ଧା ଆଜିପର୍ଯ୍ୟନ୍ତ ଆସାମୀକୁ…