Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ଚାଟିକୋଣା ପଞ୍ଚାଯତରେ CWS ତରଫରୁ ସରକାରୀ ସ୍ତରୀୟ କାର୍ମଶାଳା

71 0

ମୁନିଗୁଡା:(ରମାକାନ୍ତ ପଡାଲ)ଚାଟିକୋଣା ପଞ୍ଚଜୟତ ଠାରେ CWS ତରଫରୁ ସରକାରୀ ସ୍ତରୟ ଅଫିସର ଉପସ୍ଥିତ ରେ କୃଷିଅଧିକାରୀ ଶ୍ରୀ ବଲରାମ ପାତ୍ର ଏବଂ ଉଦ୍ୟାନ ବିଭାଗ ଶ୍ରୀ ପୂନ୍ନନନ୍ଦ ହତା ଓ ଶ୍ରୀ ରାଜଶଙ୍କର ସାହୁ ପଶୁ ଵିଭାଗ ଅଧିକାରୀ ଓ ଶୀମତୀକିରଣବାଲାସରପଞ ଉପସ୍ଥିତ ରେ ସରକାରୀ ସ୍ତରୀୟ ଯୋଜନା ଉପରେ ପୁଙ୍କାନୁପୁଙ୍କ ଭାବରେ କୁର୍ଲି ଏବଂ ଚାଟିକୋଣ ପଞ୍ଚାୟତ ର ଚାଷି ମାନଙ୍କୁଯୋଜନା ଗୁଡିକ ରୁସୁବିଧାମିଳୁଛିତାହା ଅବଗତ କରାଇଥିଲେ ଏବଂ ପରିଚାଳନା କରିଥିଲେ ଶ୍ରୀ ଜଗାନନ୍ଦ ଲାଵ୍ଲା ଓ ସହଯୋଗ କରିଥିଲେ ଶ୍ରୀ ସୂଯନରାୟଣପାଢ଼ୀ, ଶ୍ରୀ ବିନୋଦସୁନାମୁଦୀ ଏବଂ ଭାରତୀପ୍ରସ୍କା।

Related Post

ଗଛ ରୁ ଖସି ପଡ଼ି ଯୁବକଙ୍କ ମୃତ୍ୟୁ

Posted by - September 24, 2021 0
ସୋର:(ପ୍ରଭାକର ମଲ୍ଲିକ)ଜିଲ୍ଲା ସୋର ବ୍ଲକ ଅନ୍ତର୍ଗତ ସାହୁଡି ପଞ୍ଚାୟତ ନ ଡି ଆଳ ଗ୍ରାମର ଜଗନ୍ନାଥ ବେହେରାଙ୍କ ପୁତ୍ର ଲମ୍ବୁଧର ବେହେରା ବୟସ 45 ବର୍ଷ ।…

ରଶ୍ମି ରଞ୍ଜନ ଭାଗବତ ଟୁଙ୍ଗିରେ ଭାଗବତ ଜୟନ୍ତୀ ପାଳିତ

Posted by - September 22, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ )ନବରଙ୍ଗପୁର ଜିଲ୍ଲାର  ତାରାଗାଁ ପଞ୍ଚାୟତ ଅନ୍ତର୍ଗତ,ତାରାଗାଁ ବାଇ ପାଶ୍ ରୋଡ ସ୍ଥିତ ରଶ୍ମି ରଞ୍ଜନ ସିଦ୍ଧାଶ୍ରମ ପରିସର ମଧ୍ୟସ୍ଥ ରଶ୍ମି ରଞ୍ଜନ ଭାଗବତ…

ଅଖିଳ ମାରବାଡି ଯୁବାମଞ୍ଚ ଭବନ ପାଇଁ ଭୂମି ପୂଜନ

Posted by - April 25, 2022 0
ଧର୍ମଗଡ଼: ଅଖିଳ ଭାରତୀୟ ମାରବାଡି ଯୁବାମଞ୍ଚ ଭବନ ନିର୍ମାଣ ପାଇଁ ଆଜି ଭୂମି ପୂଜନ ଉତ୍ସବ କୋକସରା ବ୍ଲକ ଲଡୁଗାଁ ଠାରେ ଅନୁଷ୍ଠିତ ହୋଇଯାଇଛି। ଲଡୁଗାଁ ମାରବାଡି…

ମହାମାରୀ ସମୟରେ ରକ୍ତାଭାବ ଦୂର ପାଇଁ ଚେଷ୍ଟା – ୫୬୩ ୟୁନିଟ ରକ୍ତ ସଂଗ୍ରହ.

Posted by - August 25, 2020 0
ଅନୁଗୁଳ:(ମହେଶ ଭୋମରାଜ)  ଅନୁଗୁଳ ଜିଲ୍ଲାରୁ କରୋନା ସ୍ଥିତିରେ ରକ୍ତାଭାବ ଦୂର କରିବା ପାଇଁ ଆଜି, ପବିତ୍ର ଗଣେଷ ପୁଜା ଓ ନୁଆଁଖାଇ ପର୍ବ ଅବସରରେ ଅନୁଗୁଳ ଅମଲାପଡାସ୍ଥିତ…