ଅଶୋକ ଦାସ ପାଂଉଣ୍ଡେସନ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

66 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବ୍ଲକ ଉପର ବରୁଆଁ ପଂଚାୟତରେ ଅଶୋକ ଦାସ ପାଂଉଣ୍ଡେସନ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଯାଜପୁର ବିଧାୟକଙ୍କ ପ୍ରତିନିଧି ଭଵ ପ୍ରସାଦ ଦାସ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସମାଜସେବୀ ରସୁଲ ବକସ,ସ୍ଥାନୀୟ ସରପଞ୍ଚ ଅନହାରା ବାନୋବ୍ରମହାନନ୍ଦ ନାୟକ, ସମାଜସେବୀ ଧର୍ମେନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରେ ପଂଚାୟତବାସୀଙ୍କ ସମେତ ସ୍ଥାନୀୟ ସ୍ୱେଚ୍ଛାସେବୀପାଂଉଣ୍ଡେସନର ସଦସ୍ୟ ମାନେ ଯୋଗ ଦେଇ ରକ୍ତଦାନ କରିଥିଲେ । ଏହି ଶିବିରରେ ମୋଟ ୫୧ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।

Related Post

ଜହ୍ନାପଡାରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ

Posted by - December 1, 2021 0
ବରଗଡ/ଅତାବିରା:ଜିଲ୍ଲାର ବିଭିନ୍ନ ବ୍ଲକରେ ରାଜ୍ୟ ସରକାରଙ୍କ ତରଫରୁ ଜନସାଧାରଣଙ୍କ ହିତରେ ଆଗକୁ ନିର୍ବାଚନ କୁ ଆଖିଆଗରେ ରଖି ଚାଲିଛି ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ।ଉଭୟ…

ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଙ୍କ ଅନୁଗୁଳ ଗସ୍ତ

Posted by - July 28, 2020 0
ଅନୁଗୁଳ:(ମହେଶ ଭୋମରାଜ)ଓଡିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଅନଗୁଳ ଗସ୍ତ କରି ସର୍କିଟ ହାଉସ ଠାରେ କୋଭିଡ ସମ୍ପର୍କରେ ଏକ ରିଭ୍ୟୁ…

ଟିଟିଲାଗଡ଼ ବ୍ରାହ୍ମଣ ସମାଜ ତରଫରୁ ୨୧ ଜଣ ପିଲାଙ୍କ କରାଗଲା ସାମୁହିକ ବ୍ରତୋପନୟନ

Posted by - April 23, 2022 0
ଟିଟିଲାଗଡ଼  : (ସଞ୍ଜୟ କୁମାର ନାୟକ) ପ୍ରତିବର୍ଷ ଟିଟିଲାଗଡ଼ ବ୍ରାହ୍ମଣ ସମାଜ ତରଫରୁ ସାମୂହିକ ବ୍ରତୋପନୟନ କରାଯାଇଥାଏ। ଏହି ବର୍ଷ ମଧ୍ୟ ସମାଜର ସଭାପତି ଶ୍ରୀ ବିଶ୍ଵରାମ…

ତାଲବ ଗ୍ରାମରେ ଐତିହାସିକ ପ୍ରସିଦ୍ଧ ବଏଲ ଯାତ୍ରା ଐଶରିକ ଆଶୀର୍ବାଦର ମହାକୁମ୍ଭ

Posted by - October 20, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲା ତାଲବ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି ପ୍ରସିଦ୍ଧ ବଏଲଯାତ୍ରା। ତାଲବ ଗ୍ରାମର ପ୍ରସିଦ୍ଧ ବଏଲଯାତ୍ରାର ବିଶେଷତ୍ୱ ହେଉଛି ଏଠାରେ ହେଉଥିବା ଯାତ୍ରା ରେ କୋଣସି…

ଆଞ୍ଚଳିକ ଚିତ୍ରକଳା ଗ୍ୟାଲେରୀ ଉଦଘାଟିତ

Posted by - December 30, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଓଡ଼ିଶା ଲଲିତ କଳା ଏକାଡେମୀ ପକ୍ଷରୁ ସମ୍ୱଲପୁର ଠାରେ ଉଦଘାଟିତ ହୋଇଛି ଆଞ୍ଚଳିକ ଚିତ୍ରକଳା ଗ୍ୟାଲେରୀ । ଏହି ଗ୍ୟାଲେରୀ କୁ ସମ୍ୱଲପୁର ଜିଲ୍ଲାପାଳ ଶୁଭମ୍…