କୋଇଲିସୂତା ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ “ଫୁଲଝରି “କାର୍ଯ୍ୟକ୍ରମ

22 0

ହରଭଙ୍ଗା : (ଚିତ୍ତ ରଂଜନ ସିଂ) ସ୍ୱତନ୍ତ୍ର କାର୍ଯ୍ୟକ୍ରମ “ଫୁଲଝରି “ଏକ ଅନ୍ତଃ ପ୍ରତିଭାର ସ୍ୱର କୁନି ଛାତ୍ର ଛାତ୍ରୀଙ୍କ ଭିତରେ ଥିବା ପ୍ରତିଭା କୁ ବିକଶିତ କରିବା ପାଇଁ ହରଭଙ୍ଗା ବ୍ଲକ ରାମଗଡ ପଂଚାୟତ ଆଞ୍ଚଳିକ ସାଧନା କେନ୍ଦ୍ର ରାମଗଡ ର ସଂଯୋଜକ (CRCC) ସୁବାଷ ଚନ୍ଦ୍ର ବିଶି ଙ୍କ ତତ୍ଵାବଧାନରେ ଆଜି ରାମଗଡ ପଂଚାୟତ କୋଇଲିସୂତା ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଆୟୋଜିତ ହୋଇଥିଲା!ସ୍କୁଲ ର କୁନିକୁନି ଛାତ୍ର ଛାତ୍ରୀ ମାନେ ନାଚ, ଗୀତ ମାଧ୍ୟମରେ ନିଜ ନିଜର ଅନ୍ତଃ ନିହିତ ପ୍ରତିଭାକୁ ଏହି କାର୍ଯ୍ୟକ୍ରମ ଦେଖାଇଥିଲେ!ସମସ୍ତକଙ୍କ ଉପସ୍ଥିତ ରେ ପ୍ରତିଭା ବାନ ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଦେଇ ସମ୍ନାନିତ କରାଯାଇଥିଲା!କାର୍ଯ୍ୟକ୍ରମ ରେ ପ୍ରଧାନ ଶିକ୍ଷକ ରାଘବ ବେହେରା, ସହକାରୀ ଶିକ୍ଷକ, ସ୍କୁଲ ଅଭିଭାବକ କମିଟି ସଭାପତି ଓ ସଭ୍ୟ ସଭ୍ୟା ମାନେ ଉପସ୍ଥିତ ରହିଥିଲେ!

Related Post

ସାବିତ୍ରୀ ଭାର ନେଇ ଯାଉଥିବା ବେଳେ ଦୁର୍ଘଟଣା; ୨ଗୁରୁତର

Posted by - June 7, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ପାଖେଇ ଆସୁଛି ସାବିତ୍ରୀ ଅମାବାସ୍ୟା।ତେଣୁ ଏହାର ପ୍ରସ୍ତୁତି କୁ ନେଇ ଚଳ ଚଞ୍ଚଳ ହୋଇ ଉଠିଛି ଗାଁ ଠାରୁ ସହର।ଏଭଳି ସମୟରେ ସୋମବାର ତାରସିଙ୍ଗି…

ବହୁ ଚଂର୍ଚିତ କଳ୍ପନା ଦାଶ ଏବଂ ବବଳୀ ହତ୍ୟାକାଣ୍ଡରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋକୁ ଜାମିନ

Posted by - October 8, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ବହୁ ଚଂର୍ଚିତ କଳ୍ପନା ଦାଶ ଏବଂ ବବଳୀ ହତ୍ୟାକାଣ୍ଡରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋକୁ ଜାମିନ । ଛତିଶଗଡ଼ ରାୟଗଡ଼…

ଠକପାଲି ରାସ୍ତାରେ ଥିବା ନିବୃତି ପୋଲ ତଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତ ଦେହ ଉଦ୍ଧାର

Posted by - May 28, 2022 0
ସୋନପୁର:(ଅଜିତ କୁମାର ପୁଜାହାରୀ)ପୋଲ ତଳେ ଦେଖିବାକୁ ମିଳିଥିଲା ରକ୍ତ ଜୁଡୁବୁଡୁ ମୃତ ଦେହ । ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ୫୭ ନଂ ଜାତୀୟ ରାଜପଥ ଠାରୁ…

ଟିଟିଲାଗଡ଼ ବ୍ରାହ୍ମଣ ସମାଜ ତରଫରୁ ୨୧ ଜଣ ପିଲାଙ୍କ କରାଗଲା ସାମୁହିକ ବ୍ରତୋପନୟନ

Posted by - April 23, 2022 0
ଟିଟିଲାଗଡ଼  : (ସଞ୍ଜୟ କୁମାର ନାୟକ) ପ୍ରତିବର୍ଷ ଟିଟିଲାଗଡ଼ ବ୍ରାହ୍ମଣ ସମାଜ ତରଫରୁ ସାମୂହିକ ବ୍ରତୋପନୟନ କରାଯାଇଥାଏ। ଏହି ବର୍ଷ ମଧ୍ୟ ସମାଜର ସଭାପତି ଶ୍ରୀ ବିଶ୍ଵରାମ…