ଭାରତୀୟ ଜନତା ପାର୍ଟି ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ସ୍ତରୀୟ ନୂଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି

40 0

ଧର୍ମଗଡ଼ :(ହେମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଠାରେ ଭାରତୀୟ ଜନତା ପାର୍ଟି ତରଫରୁ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ର ସମସ୍ତ କାର୍ଯ୍ୟ କର୍ତ୍ତା କୁ ନେଇ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଏକ ନୂଆ ଖାଇ ଭେଟଘାଟ କାର୍ଯ୍ୟ ହେଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଯୋଗ ଦେଇଥିବା ବେଳେ। କର୍ମୀ ମାନଙ୍କ ନୁଆ ଖାଇ ର ଅଭିନନ୍ଦନ ଜଣାଇବା ସଙ୍ଗେ ସଙ୍ଗେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଆଜି ଠାରୁ ନିଜ ନିଜ ବୁଥ ମାନଙ୍କ ରେ ଆମ ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟ କଳାପକୁ ଏବଂ କେନ୍ଦ୍ର ସରକାର ଙ୍କ ଯୋଜନା ଗୁଡିକ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଗୁରୁ ମନ୍ତ୍ର ଦେଇଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟ ରୁ ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି ଜିଲ୍ଲା ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ପାଟ୍ଟଯେଶୀ ଅଜୟ ପାଣିଗ୍ରାହୀ ଜୟ ଶଙ୍କର ନାଏକ ଜିଲ୍ଲା ଉପସଭାପତି କାଳି ରାଏଗୁରୁ ତଥା ବରିଷ୍ଠ କାର୍ଯ୍ୟ କର୍ତ୍ତା ଧନଞ୍ଜୟ ପାତ୍ର ଅନ୍ୟ ମାନଙ୍କ ମଧ୍ୟରେ ଅପ୍ରେସ ସ୍ଵାଇଁ ହିମାଂଶୁ ପଣ୍ଡା ସମେତ ବହୁ କାର୍ଯ୍ୟ କର୍ତ୍ତା ଯୋଗ ଦେଇଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ଘୁମୁରା ଅନ୍ୟାନ୍ୟ କାର୍ଯ୍ୟକ୍ରମ ହେଇଥିଲା।

Related Post

ବରଗଡ଼ ସାମ୍ବାଦିକ ସଂଘ ପକ୍ଷରୁ ସଂଗ୍ରାମୀ ସ୍ମୃତି ବନ ପ୍ରତିଷ୍ଠା ସମାରୋହ କାର୍ଯ୍ୟ କ୍ରମ ଆୟୋଜିତ

Posted by - July 27, 2022 0
ସମ୍ବଲପୁର/ବରଗଡ଼/ ଭଟଲି:ବିଶ୍ଵ କାରଗିଲ ଦିବସ ଅବସରରେ ବରଗଡ଼ ଜିଲ୍ଲା ଘେଁସ, କୁଚିପାଲି ଠାରେ ସ୍ବାଧୀନତା ର ୭୫ ତମ ବର୍ଷ ଅବସରରେ ବରଗଡ଼ ଜିଲ୍ଲା ର ସମସ୍ତ…

ଜଙ୍ଗଲି କୁଟୁରା ମାଂସ ଭାଗ ବଣ୍ଟା ବେଳେ ବନବିଭାଗ ର ଚଢ଼ାଉ,୪ ଜଣ ଅଟକ ପୋଲିଥିନ ରେ ଭରା ମାଂସ ଜବତ

Posted by - March 16, 2022 0
ପାଟଣାଗଡ଼: (ତାପସ ରଞ୍ଜନ ବେହେରା) ପାଟଣାଗଡ ଉପଖଣ୍ଡ ଲାଠୋର ବନବିଭାଗ ପକ୍ଷରୁ ଝଲିଆଲିଟି ଗ୍ରାମରେ ଜଙ୍ଗଲି କୁଟୁରା ମାରି ମାଂସ ଭାଗବଣ୍ଟା କରୁଥିବା ସମୟରେ ଚଢ଼ାଉ କରି…

ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘ ଦ୍ଵାରା ସାଇପ୍ରିୟା ୱେଲଫର ଷ୍ଟ୍ରଟ ପରିସରରେ ବୃକ୍ଷ ଚାରା ରୋପଣ

Posted by - July 9, 2022 0
ରାୟଗଡା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଆଜି ଜଗତର ନାଥ ଜଗନ୍ନାଥଙ୍କ ପବିତ୍ର ବାହୁଡା ଯାତ୍ରା। ଆଜିର ଏହି ପବିତ୍ର ଦିନ ଅବସରରେ ଉତ୍କଳ ମିଡ଼ିଆ…

ଚାରିଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ,ସ୍ୱାମୀ ସ୍ତ୍ରୀ ମୃତ ଓ ୩ ଗୁରୁତର

Posted by - June 9, 2021 0
ହରଭଙ୍ଗା୮/୬(ଚିତ୍ତ ରଞ୍ଜନସିଂ) ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ଝାଡ଼ରାଜିଙ୍ଗ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ସ୍ୱାମୀ ସ୍ତ୍ରୀ ଙ୍କ ମୃତ…

CAA ସପକ୍ଷରେ ବିଜେପିର ଜନଜାଗରଣ ଯାତ୍ରା

Posted by - January 11, 2020 0
ଅନୁଗୋଳ :(ମହେଶ ଭୋମରାଜ) ନାଗରିକତା ସଂଶୋଧନ ଅଧିନିୟମ (ସି ଏ ଏ) ସପକ୍ଷରେ ରାଜ୍ୟବ୍ୟାପି ବ୍ୟାପକ ଜନଜାଗରଣ ନିମନ୍ତେ ଅନୁଗୋଳ ଜିଲ୍ଲାରେ ବିଜେପି ପକ୍ଷରୁ ସଚେତନତା ପଦଯାତ୍ରା…