Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ବନବିଭାଗର ଚଢ଼ାଉ, ଖଇର କାଠ ବୋଝଇ ମିନିଟ୍ରକ ଜବତ, ଡ୍ରାଇଭର ଫେରାର

35 0

ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଳକ ହରିଶଙ୍କର ବନବିଭାଗ ବାନାଞ୍ଚଳ ଧଣ୍ଡାମୁଣ୍ଡା ସେକ୍ସନ ବଡ଼ଉଡେନ ଦମେଇପାଳି ରାସ୍ତା ବଡ଼ଉଡେନ ଗାଁ ନିକଟରେ ବନବିଭାଗ ଚଢାଉକରି ଗୁରୁବାର ବିଲମ୍ବିତ ରାତିରେ ଖଇର କାଠ ବୋଝେଇ ଏକ ମିନିଟ୍ରକ ଜବତ କରିଥିବା ଜଣାଯାଇଛି । ସୁଚନା ଅନୁସାରେ ହରିଶଙ୍କର ବନବିଭାଗଏବଂ ପାଟଣାଗଡ ବନବିଭାଗ ମିଳିତ ପେଟ୍ରୋଲିଂ ବେଲେ ବଡ଼ଉଡେନ ଗାଁ ନିକଟ ରେ ଏକ ଖଇର କାଠ ବୋଝେଇ ମିନିଟ୍ରକ ଛାଡ଼ି ଅଭିଯୁକ୍ତ ମାନେ ଫେରାର ମାରିଥିଲେ। ଖଇର କାଠ ବୋଝେଇ ଟ୍ରକ କୁ ଜବତ କରି ବନବିଭାଗ ଖପ୍ରାଖୋଲ ବନବିଭାଗ କାର୍ଯ୍ୟାଳୟ କୁ ଆଣିଥିଲେ।

ଚଢାଉ ବେଲେ ହରିଶଙ୍କର ବନାଞ୍ଚଳ ଆଧିକାରୀ ଗିରିଧାରି ନାଗ ,ପାଟଣାଗଡ ବନାଞ୍ଚଳ ଅଧିକାରୀ ଆନନ୍ଦଚନ୍ଦ୍ର ବିଶି, ହରିଶଙ୍କର ବାନପାଳ ଅରବିନ୍ଦ ଧାରୁଆ ,ଖପ୍ରାଖୋଲ ବନପାଳ ସୁଧିର ଜେନା ସମେତ ବନକର୍ମଚାରି ଉପସ୍ଥିତ ଥିଲେ।ଏ ନେଇ ହରିଶଙ୍କର ବନାଞ୍ଚଳ ୟୁ ଡି କେସ ନମ୍ବର ୩/୨୨ରେ ଏକ ମାମାଲା ରୁଜୁ କରି ହାରାହାରି ତିନି ଟନ ଖଇର କାଠ ସହ ମିନିଟ୍ରକ ନମ୍ବର ଓଆର ୧୭ଡି ୧୪୭୩ ଗାଡି ଜବତ ହୋଇଥିବା ହରିଶଙ୍କର ବାନାଞ୍ଚଲ ଅଧିକାରୀ ଗିରିଧାରୀ ନାଗ ସୂଚନା ଦେଇଛନ୍ତି।

Related Post

ହରଭଙ୍ଗା ବ୍ଲକ ରେ ୧୨୨ ବରିଷ୍ଠ ଶିକ୍ଷକଙ୍କୁ କାଉନସେଲିଂ ମାଧ୍ୟମରେ ପଦୋନ୍ନତି

Posted by - November 16, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରେ ଆଜି ୧୨୨ ଜଣ ବରିଷ୍ଠ ଶିକ୍ଷକଙ୍କୁ ପ୍ରଧାନ ଶିକ୍ଷକ ପଦବୀକୁ କାଉନସେଲିଂ କରାଯାଇ ପ୍ରଦାନ କରାଯାଇ ନିଯୁକ୍ତିପତ୍ର…

JSW -BPSL ପ୍ରେସମିଟ

Posted by - July 9, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ) ସ୍ବାଧୀନତାର ୭୫ବର୍ଷ ପାଳନ ଉପଲକ୍ଷେ JSW -BPSL ପକ୍ଷରୁ ଆସନ୍ତା ୧୦ ତାରିଖରେ ସମ୍ବଲପୁର ସହରରେ ଏକ walk – A- Thon…

କୃଷକ ସଂଗଠିତ ହେଲେ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ପାଇପାରିବେ

Posted by - February 26, 2022 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା ) କୃଷକ କଠିନ ପରିଶ୍ରମ କରି ଫସଲ ଉତ୍ପାଦନ କରୁଥିବା ବେଳେ ଅନେକ ସମୟରେ କମ ଦରରେ ବିକ୍ରୀ କରିବାକୁ ବାଧ୍ୟ ହୋଇଥାଏ…

ଅଜଣା ଗାଡି ଧକ୍କାରେ ଯୁବକର ମୃତ୍ୟୁ

Posted by - July 29, 2021 0
ବେଲଗୁଣ୍ଠା;(ସୁଶାନ୍ତ କୁମାର ବେହେରା )ବେଲଗୁଣ୍ଠା ଥାନା ଅଧିନ ଉଡ଼ୁରା ଛକ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କୁ ମୃତ୍ୟୁ ଘଟିଛି। ମୃତକ ହେଲେ ତାରସିଂ…

ଜୟପାଟଣା ଆଂଚଳିକ କରଣ ସମାଜ ର ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ପୂଜା ସମାପିତ

Posted by - November 8, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଜୟପାଟଣା ଆଂଚଳିକ କରଣ ସମାଜ ପକ୍ଷରୁ ଆୟୋଜିତ ତ୍ରି ଦିନାତ୍ମକ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ପୂଜା କରୋନା କଟକଣା ମଧ୍ୟରେ ଅତି…