ଯାଜପୁର ଜିଲା ରେ ଖୋଲିବ ୩ ଟି ନୂତନ ଥାନା

148 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ରେ ଖୋଲିବ ୩ ଟି ନୂତନ ଥାନା। ଜିଲାର ବ୍ରହ୍ମବରଦାଦଶରଥପୁର ଏବଂ ଅଳକୁଣ୍ଡ ରେ ଖୋଲିବ ଏହି ଥାନା। ଦଶରଥପୁର ଠାରେ ନୂତନ ଥାନା ଖୋଲିବା ନେଇ ଯାଜପୁର ବିଧାୟକ ପ୍ରସ୍ତାବ ଦେଇଥିବା ବେଳେ ଏହାକୁ ମୂଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି। ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସ୍ଥାନୀୟ ବିଧାୟକ ପ୍ରଣବ ପ୍ରକାଶ ଦାଶ ଙ୍କୁ ଅଞ୍ଚଳବାସୀ ଧନ୍ୟବାଦ୍ ଦେଇଛନ୍ତି।

ସ୍ଥାନୀୟ  ରାଧାକୃଷ୍ଣ ମନ୍ଦିର ଓ ସନ୍ତୋଶି ମା ମନ୍ଦିରରେ ସମୂହ ଦୀପଦାନ କରିବା ସହ ମୂଖ୍ୟମନ୍ତ୍ରୀ ଓ ବିଧାୟକଙ୍କର ଉତ୍ତୋରତର କାମନା କରିଥଲେ ଏହି କାର୍ଯ୍ୟକ୍ରମ ରେ ଜିଲା ବିଜେଡ଼ି ସଭାପତି ସରୋଜ ମହାପାତ୍ର ଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଲୋକ ପ୍ରତିନିଧି ମାନେ ମଧ୍ୟ ଉପସ୍ଥିତ ଥିଲେ।

Related Post

ବିନାସୂଚନା ଫଲକରେ ଚାଲିଛି ତୁରେକେଲା ସରକାରୀ ଆୟୁର୍ବେଦିକ ଚିକିତ୍ସା କେନ୍ଦ୍ର

Posted by - April 7, 2022 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଉପାନ୍ତ ଇଲାକା ଜାମଖୁଣ୍ଟା ପଞ୍ଚାୟତ ତୁରେକେଲା ଗାଁ ଠାରେ ଥିବା ସରକାରୀ ଆୟୁର୍ବେଦକ ଚିକିତ୍ସା ପାଇଁ ଆସିଥିବା ଅତିରିକ୍ତ…

ଗଞ୍ଜାମ ରେ ସୁରାଟ ଫେରନ୍ତା ଖାତା ଖୋଲିଲେ ,ରାଜ୍ୟ ରେ ଆକ୍ରାନ୍ତ ଙ୍କ ସଂଖ୍ୟା ପହଞ୍ଚିଲା ୧୬୦ ରେ

Posted by - May 3, 2020 0
ଭୁବନେଶ୍ୱର : ରାଜ୍ୟରେ ପୁଣି ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂପୃକ୍ତ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ଘର ଗଞ୍ଜାମ ଜିଲ୍ଲାରେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ…

ଗାନ୍ଧୀ ଓ ଗାନ୍ଧୀ ବାଦ ଆଜି ମଧ୍ୟ ପ୍ରାସଙ୍ଗିକ କୁଚିଣ୍ଡାରେ ପବିତ୍ର ଗାନ୍ଧୀ ଜୟନ୍ତୀ

Posted by - October 3, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଶତାବ୍ଦୀ ସମାରୋହ ରେ ବିଶିଷ୍ଟ ବକ୍ତା ଙ୍କ ବକ୍ତବ୍ୟ । ଆଜି ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ…

ପ୍ରଶାସନ ଓ ପୋଲିସ ବିରୋଧ ରେ ରାୟଗଡା ଜିଲ୍ଲା ସାମ୍ବାଦିକଙ୍କ ପ୍ରତିବାଦ ସଭା

Posted by - June 1, 2022 0
ରାୟଗଡ଼ା:(ଅଞ୍ଜନ କୁମାର ନାଏକ )ଗୋଟିଏ ଛାତ ତଳେ ଏକାଠିହେଲେ ଜିଲ୍ଲା ଅନ୍ତର୍ଗତ ୧୧ ଟି ବ୍ଲକ ର ଶତାଧିକ ଗଣ ମାଧ୍ୟମ ପ୍ରତିନିଧି । ସାମ୍ବାଦିକଙ୍କ ପ୍ରତି…

ଆସିକା କଂଗ୍ରେସ ପ୍ରାର୍ଥୀ ମନୋଜ ଜେନା ହତ୍ୟାକାଣ୍ଡ ଘଟଣାରେ ଆଉ ୫ ଅଭିଯୁକ୍ତ ଗିରଫ

Posted by - June 5, 2019 68
ବ୍ରହ୍ମପୁର  : ବ୍ରହ୍ମପୁରର କଂଗ୍ରେସ ନେତା ମନୋଜ ଜେନା ହତ୍ୟା ମାମଲାରେ ଧରାପଡ଼ିଲେ ଆଉ ୫ ଜଣ ଅଭିଯୁକ୍ତ। ଏହି ୫ ଜଣଙ୍କୁ ବିଭିନ୍ନ ସ୍ଥାନରୁ ପୁଲିସ…