ନୀଳଗିରି ତହସିଲଦାର ଓ ବିଧାୟକ ମୁହାଁମୁହିଁ

298 0
ବାଲେଶ୍ୱର, ଅକ୍ଟୋବର ୦୪: ବାଲେଶ୍ୱର ଜିଲ୍ଲା ତହସିଲ କାର୍ଯ୍ୟାଳୟ ପରିସରରେ ମୋହରିର ଚାଳିଆ ଉଚ୍ଛେଦ କାର୍ଯ୍ୟରୁ ତହସିଲଦାର ଓ ବିଧାୟକଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ମୋହରିର ଚାଳିଆ ଭାଙ୍ଗିବାକୁ ବିଧାୟକ ବିରୋଧ କରିଥିଲେ । ଏହାପରେ ତହସିଲଦାରଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ବିଧାୟକ ସୁକାନ୍ତ ନାୟକ ବର୍ତ୍ତମାନ ମଧ୍ୟ ଅନଶନ ଧାରଣାରେ ବସିଥିଲେ । ଏହା ସହ ତହସିଲଦାରଙ୍କୁ ବିଧାୟକ ସୁକାନ୍ତ ନାୟକଙ୍କ ସମର୍ଥକମାନେ ତାଲା ପକାଇଦେଇଥିଲେ । ତହସିଲଦାର ଓ ବିଧାୟକ ପରସ୍ପର ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣି ନୀଳଗିରି ଥାନାରେ ମାମଲା ରୁଜ୍ଜୁ କରିଛନ୍ତି ।

ବତ୍ତର୍ମାନ ନୀଳଗିରି ଥାନାରେ ଉଭୟ ପରସ୍ପର ବିରୋଧରେ ଦୁର୍ବ୍ୟବହାର ଅଭିଯୋଗରେ ମାମଲା ରୁଜ୍ଜୁ କରିଛନ୍ତି । ମାମଲା ନେଇ ବାଲେଶ୍ୱର ଏସପି ବି. ଯୁଗୋଳ କିଶୋର ସୂଚନା ଦେଇଛନ୍ତି । ଘଟଣାକୁ ସମାଧାନ କରିବା ପାଇଁ ନୀଳଗିରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ ବସିଛି । ଏହି ବୈଠକରେ ନୀଳଗିରି ଉପଜିଲ୍ଲାପାଳ ଓ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଉପସ୍ଥିତ ଅଛନ୍ତି ।

Related Post

ଚିକିତ୍ସାରେ ଅବହେଳା, ଡାକ୍ତରଖାନା ପାଇଖାନାରେ ଜନ୍ମହେଲା ନବଜାତ ଶିଶୁ

Posted by - March 20, 2020 842
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଚିକିତ୍ସାରେ ଅବହେଳା । ଡାକ୍ତରଖାନା ପାଇଖାନାରେ ଜନ୍ମହେଲା ନବଜାତ ଶିଶୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ସଦରମହକୁମା ଡାକ୍ତରଖାନାର ଏମସିଏଚ…

ବନ୍ଦ ପରିବର୍ତ୍ତେ ସମ୍ବଲପୁର ଜିଲ୍ଲା କଂଗ୍ରେସ କଲା ଡିଆଇଜି ଅଫିସ ଆଗରେ ବିକ୍ଷୋଭ

Posted by - November 12, 2021 0
(ରମାକାନ୍ତ ବିଶ୍ବାଳ)ଓଡିଶା କଂଗ୍ରେସର ୬ ଘଣ୍ଟିଆ ବନ୍ଦ କୁ ହାଇକୋର୍ଟ ରୋକ ଲଗାଇବା ପରେ ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟି କରିଛି ସମ୍ବଲପୁର ଡିଆଇଜି ଅଫିସ ଆଗରେ…

୭୨ ତମ ସାଧାରଣ ତନ୍ତ୍ର ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

Posted by - January 22, 2021 0
ନୀଳଗିରି: ୨୧/୦୧/୨୦୨୧(ସୌମ୍ୟା ସାଇ ବାରିକ୍)୭୨ ତମ ଉପଖଣ୍ଡ ସ୍ତରୀୟ ସାଧାରଣ ତନ୍ତ୍ର ଦିବସ ପାଳନ ନିମନ୍ତେ, ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ସୂଚନା…

ବାତ୍ୟା ଜୱାଦ ର ପ୍ରଭାବରେ ଯାଜପୁର ଜିଲ୍ଲାରେ ବର୍ଷା

Posted by - December 5, 2021 0
ଭୁବନେଶ୍ବର /ଯାଜପୁର :ସମୁଦ୍ର ଭିତରେ ବାତ୍ୟା ଜୱାଦ ଦୁର୍ବଳ ହୋଇ ଉପକୂଳ ଜିଲ୍ଲାଗୁଡିକରେ ବର୍ଷା କରି ଶେଷରେ ପଶ୍ଚିମବଙ୍ଗ ଆଡକୁ ମୁହାଁଇଗଲା । ସମୁଦ୍ର ଭିତରେ ବାତ୍ୟାର…

ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦ ରେ ଝରିଗାଁ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ

Posted by - June 11, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ) ୧୦୦ ଟଙ୍କା ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଠାରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।…

Leave a comment

Your email address will not be published.