ଆଇନ ସଚତନତା ଶିବିର

36 0

ସୋନପୁର:(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଦର ବ୍ଲକ ରୁଗୁଡ଼ିପାଲି ପ୍ରାଥମିକ ବିଦ୍ୟାଳୟ ରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉନ୍ନତି ମୂଳକ ଯୋଜନା ଓ ସ୍ଥାୟୀ ଲୋକ ଅଦାଲତ ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଛି l ଏଥିରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ସଦ୍ୟସ୍ନାତା ପତି ଯୋଗ ଦେଇ ଲୋକ ଅଦାଲତ ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ l

ଏଥିରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଗୋପାଲ ବଲ୍ଲଭ ଷଡ଼ଙ୍ଗୀ ଯୋଗ ଦେଇ ଭିନ୍ନକ୍ଷମ ମାନଙ୍କ ପାଇଁ ରହିଥିବା ବିଭିନ୍ନ ସୁବିଧା ସୁଯୋଗ ଉପରେ ଆଲୋକପାତ କରିଥିଲେ l ଆଇନଜୀବୀ ବାବୁଲାଲ ଦାସ, ଏପିଓ ସୋନାଲି ଦାସ, ଓର୍ମାସ ର ନେପୁରା ମହାନନ୍ଦ, ବିଆରସି ବିବେକା ନନ୍ଦ ପଣ୍ଡା, ବ୍ଳକ ସମାଜ କଲ୍ୟାଣ ଅଧିକାରୀ ଯୁଧିଷ୍ଟିର ଭୋଇ, ପାରା ଲିଗାଲ ସ୍ବେଚ୍ଛାସେବୀ ଗୀତାଞ୍ଜଳି ରଣା, ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଲାଲଚାନ୍ଦ ରଣା ପ୍ରମୁଖ ଯୋଗ ଦେଇଥିବା ବେଳେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ବିନ୍ଦୁ ସାର ମହାପାତ୍ର, କେଶବ ଗୁରୁ, ଅନାମ ସାହୁ ଓ ରଞ୍ଜନ କୁମାର ଭୋଇ ସହଯୋଗ କରିଥିଲେ l

 

Related Post

ବୈଷ୍ଣବଦତ୍ତ ହାଇସ୍କୁଲରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୨ତମ ଶ୍ରାଦ୍ଧ ଦିବସ ସ୍ମୃତି ସଭା ଅନୁଷ୍ଠିତ

Posted by - June 21, 2020 0
ଯାଜପୁର :(ଆନନ୍ଦ ଚଦ୍ର ସାହୁ )ଯାଜପୁର ବୈଷ୍ଣବ ଦତ୍ତ ହାଇସ୍କୁଲ ପରିସରରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୨ତମ ଶ୍ରାଦ୍ଧ ଦିବସ ଅବସରରେ ଏକ ସ୍ମୃତି ସଭା ଅନୁଷ୍ଠିତ…

ବରୀରେ ଦୁଇ ସମାଜସେବୀଙ୍କ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ

Posted by - March 30, 2020 24
ବରୀ :(ସ୍ନେହାଂଶୁ ଶେଖର ମହାନ୍ତି) ଯୁବ ସମାଜସେବୀ ତଥା କଂଗ୍ରେସ ନେତା ଉମେଶ ଚନ୍ଦ୍ର ଜେନା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ 50 ହଜାର ଟଙ୍କା ପ୍ରଦାନ କରିଛନ୍ତି…

ରେଲୱେ କଲ୍ୟାଣ ମଣ୍ଡପ ଠାରେ ବଙ୍ଗାଳି ସମାଜସେବା ସଙ୍ଗଠନ ପକ୍ଷରୁ ବଙ୍ଗାଳି ନବ ବର୍ଷ ପାଳିତ

Posted by - April 16, 2022 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ପ୍ରତି ବର୍ଷ ଏପ୍ରିଲ ୧୪/୧୫ ତାରିଖରେ ବଙ୍ଗାଳି ନବ ବର୍ଷ ପାଳନ କରାଯାଇଥାଏ, ଏହି ବର୍ଷ ମଧ୍ୟ ଟିଟିଲାଗଡ଼ ବଙ୍ଗାଳି ସମାଜ ତରଫରୁ ସ୍ଥାନୀୟ…

ସାମାଜିକ ସଂଗଠନ “ମେ ଆଇ ହେଲ୍ପ ୟୁ” ର ବାଲିଆପାଳ ଶାଖା ଗଠିତ

Posted by - November 22, 2021 0
ବାଲିଆପାଳ:(ପ୍ରଭାକର ମଲ୍ଲିକ) ଆଜି ମେ ଆଇ ହେଲ୍ପ ୟୁ ସାମାଜିକ ସଂଗଠନର ଏକ ଶାଖା ବାଲିଆପାଳ ବ୍ଲକର ଲଙ୍ଗଳେଶ୍ୱର ଠାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟନ ହୋଇଥିଲା l…

ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ, ଜଳିଗଲା ୫ବଖରା ଘର

Posted by - December 4, 2019 0
ଯାଜପୁର: ( ଆନନ୍ଦ ଚନ୍ଦ୍ର ସାହୁ)ସର୍ଟ ସର୍କିଟ ଯୋଗୁ ଜଳିଗଲା ୫ବଖରା ଘର। ଫଳରେ ସମସ୍ତ ଆସବାବପତ୍ର ପୋଡି ପାଉଁଶ। ଆଜି ଅପରାହ୍ନରେ ଯାଜପୁର ଜିଲ୍ଲା ବରୀ ବ୍ଲକ…