ପ୍ରଥମ କରି ତ୍ରିରଙ୍ଗା ଧରିଲେ ମାଓ ପ୍ରବଣ ନିୟମଗିରି ଅଞ୍ଚଳର ଆଦିବାସୀ : ଶୁଭିଲା ବନ୍ଦେ ମାତରମ ର ନାରା

36 0

ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ସ୍ଵାଧୀନତାର ୭୫ ବର୍ଷ ପୁର୍ତ୍ତି ଅବସରରେ କେଉଁ ଆଦିମ କାଳରୁ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ଅନ୍ତର୍ଗତ ନିୟମଗିରି ଅଞ୍ଚଳ ରେ ବସବାସ କରିଆସୁଥିବା ଡଙ୍ଗରିଆ ଓ ଝରନିଆ ସମ୍ପ୍ରଦାୟର ଆଦିବାସୀ ମାନେ ପ୍ରଥମ କରି ତ୍ରିରଙ୍ଗା ଧରି ବନ୍ଦେ ମାତରମ ର ନାରା ଦେଇଛନ୍ତି l ସ୍ଵାଧୀନତାର ଦୀର୍ଘ ୭୫ ବର୍ଷ ପରେ ଏହି ଅଞ୍ଚଳରେ ନୁତନ ସୁର୍ଯ୍ୟର ଉଦୟ ହୋଇଥିବା ବେଳେ ଆଦିମ ଅଧିବାସୀ ମାନେ ଦେଶପ୍ରେମ ଓ ଜାତିୟତା ଭାବ ଜାଗ୍ରତ ହୋଇଥୁବା ଦୃଶ୍ୟ ଦେଖିବାକୁ ମିଳିଥିଲା l ନିୟମଗିରି ପାଦଦେଶରେ ଥିବା ତ୍ରିଲୋଚନପୁର ପଞ୍ଚାୟତ ମାଓ ପ୍ରବଣ ଇଲାକା ଭାବେ ପରିଚିତ ଥିଲା l କୌଣସି ସରକାରୀ ଅଧିକାରୀ ଏହି ଅଞ୍ଚଳରେ ପାଦ ଦେବା କୁ ସାହସ କରୁ ନ ଥିଲେ l

ତେବେ, ବର୍ତ୍ତମାନ ଲାଞ୍ଜିଗଡ଼ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର ଏହି ଅଞ୍ଚଳର ଆଦିବାସୀ ମାନଙ୍କୁ ଜାତୀୟ ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ସେମାନଙ୍କ ସୁଖ ଦୁଖ ରେ ଭାଗିଦାର ହେବା ପାଇଁ ବ୍ଲକ୍ ସ୍ତରିୟ ସମସ୍ତ ପ୍ରସାଶନିକ ଅଧିକାରୀ ଙ୍କୁ ପ୍ରେରିତ କରିଛନ୍ତି। ବିଡିଓ ଶ୍ରୀ ମିଶ୍ର ଙ୍କ ନେତ୍ରୁତ୍ଵରେ ପ୍ରଶାସନିକ ଅଧିକାରୀ ମାନେ ଏହି ମାଓ ପ୍ରବଣ ଇଲାକାକୁ ଯାଇ ଆଦିବାସୀ ମାନଙ୍କୁ ତ୍ରିରଙ୍ଗା ପତାକା ପ୍ରଦାନ କରିଥିଲେ l ଆଦିବାସୀ ମାନେ ମଧ୍ୟ ଉତ୍ସାହର ସହ ହର ଘର ତ୍ରିରଙ୍ଗା ଓ ବନ୍ଦେ ମାତରମ ର ନାରା ଦେଇ ପ୍ରଥମଥର ପାଇଁ ଜାତୀୟ ପତାକା ଉଦାଇଥିଲେ l ନିଜ ଦେଶ ଓ ମାତୃଭୂମି ସକାଶେ ପ୍ରେମ ଭାବ ଜାଗ୍ରତ ହେବାସହ ଜାତୀୟ ଚେତନା ରେ ଉଦ୍ ବୁଦ୍ଧ ହୋଇପାରିଛନ୍ତି ଏହି ନିୟମଗିରି ଅଞ୍ଚଳର ଡଙ୍ଗରିଆ ଓ ଝରନିଆ ସମ୍ପ୍ରଦାୟର ଆଦିବାସୀ

Related Post

ଅଜଣା ଗାଡି ଧକ୍କାରେ ମୃତ ପରିବାରକୁ ଆର୍ଥିକ ସହାୟତା

Posted by - September 19, 2022 0
ବୌଦ୍ଧ : (ଚିତ୍ତ ରଂଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର ରଙ୍ଗମାଟିଆ ଛକଠାରେ ଗତ ୧୪.୧୦.୨୧ ଦିବା ୧୨…

କୁମ୍ଭ ସଂକ୍ରାନ୍ତିରେ ନୟାଗଡ଼ କ୍ଳବ ତରଫରୁ ଜଳଖିଆ ବିତରଣ

Posted by - February 12, 2021 0
ନୟାଗଡ :- ନୟାଗଡ଼ ସଦରମହକୁମାରେ ଅବସ୍ଥିତ ଆହାର କେନ୍ଦ୍ର ନିକଟରେ ନୟାଗଡ଼ କ୍ଲବ୍ ତରଫରୁ ୨୦୦ ଅଭାବୀ ଗରିବ ଦୁଃସ୍ଥ ଲୋକମାନଙ୍କୁ ଜଳଖିଆ ବିତରଣ କରାଯାଇଛି । ନୟାଗଡ଼…

ହାଇଟେକ୍ ହାଟରେ ପରିଣତ ହେବ ଧର୍ମଶାଳାର ସାପ୍ତାହିକ ହାଟ

Posted by - December 28, 2019 13,029
ଯାଜପୁର;( ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲା ଧର୍ମଶାଳା ହାଟ ହେଉଛି ସର୍ବ ପୁରାତନ । ଏହି ସାପ୍ତାହିକ ହାଟକୁ ଏକ ହାଇଟେକ ହାଟରେ ପରିଣତ କରିବାକୁ ନିଆଯାଉଛି…

ଦୁର୍ନୀତି ନିବାରଣ ସପ୍ତାହ ପାଳନ

Posted by - October 30, 2021 0
ସୋନପୂର୍:( ଅଜିତ କୁମାର ପୁଝାରୀ)ସେଣ୍ଟ୍ରାଲ ଭିଜିଲାନ୍ସ କମିଶନର ଙ୍କ ନିର୍ଦେଶରେ ଦୁର୍ନୀତି ନିବାରଣ ସପ୍ତାହ ଚଳିତ ବର୍ଷ ଅକ୍ଟୋବର 26 ରୁ ନଭେମ୍ବର 1 ତାରିଖ ପର୍ଯ୍ୟନ୍ତ…

ଗୋ ଶ୍ରଦ୍ଧା ବୈଠକ ଆରମ୍ଭ ହେବ ସ୍ୱତନ୍ତ୍ର ଅଭିଯାନ

Posted by - August 12, 2021 0
ସୋନପୁର :(ଅଜିତ କୁମାର ପୁଝାରୀ)ସୋନପୁର ପୌରପରିଷଦ ଅଞ୍ଚଳରେ ରାସ୍ତା, ଛକ, ବଜାର ଇତ୍ୟାଦି ସ୍ଥାନରେ ବୁଲା ଗାଈଗୋରୁଙ୍କ ଅବାଧ ଯାତାୟାତ ଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି…