ଟିଟିଲାଗଡ଼ ବରିଷ୍ଠ ନାଗରିକ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ, ସଭାପତି ହେଲେ ସେବକ ଚରଣ ଦାସ।

29 0

ଟିଟିଲାଗଡ଼:( ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ ବରିଷ୍ଠ ନାଗରିକ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳାରେ ଅନୁଷ୍ଠିତ ହୋଇଯାଇଛି। ଏହି ବର୍ଷ ପାଇଁ ସଭାପତି ଭାବେ ସେବକ ଚରଣ ଦାଶ, ଉପ ସଭାପତି ଭାବେ ବୈରିଗଞ୍ଜନ ମିଶ୍ର ଏବଂ ଘିନୁ ଆଡଯୁଆଡ, ସଂପାଦକ ଭିକାରୀ ଚରଣ ମିଶ୍ର, ସହ ସଂପାଦକ ବନମାଳୀ ଦାଶ ଏବଂ ଅକ୍ଷୟ କୁମାର ବେହେରା ,କୋଷାଧ୍ୟକ୍ଷ ବୃନ୍ଦାବନ ଷଡଙ୍ଗୀ ହୋଇଥିବା ବେଳେ କାର୍ଯ୍ଯକାରୀ ସଭ୍ଯ ଭାବେ ଲକ୍ଷ୍ମୀ ନୃସିଂହ ଚୌଧୁରୀ,ଅନ୍ତର୍ଯ୍ୟାମୀ ସାହୁ, ଗୋକୁଳ ଚନ୍ଦ ଅଗ୍ରଵାଲ,ଗୌରହରି ବେହେରା,କୈଳାସ କୁମାର ବେହେରା ହୋଇଥିବା ବେଳେ ଉପଦେଷ୍ଟା ବିଶ୍ବରାମ ଠାକୁର,ବିନୋଦ ବିହାରୀ ଜାଲ,ଯୁଗଳ କିଶୋର ଷଡଙ୍ଗୀ, ଜଗନ୍ନାଥ ପଣ୍ଡା,ରାଜୀବ ଲୋଚନ ପାଢ଼ୀ,ଅଭିନ କିଶୋର ରଥ, ଡ:ଘନଶ୍ଯାମ ଜୈନ,ରତ୍ନାକର ସାହୁ ଅଛନ୍ତି । ସଂଘର ଆଇନ ପରାମର୍ଶଦାତା ହେଲେ ଅରବିନ୍ଦ ମେହେଟୋ (ଓକିଲ) ଏବଂ ଲକ୍ଷ୍ମୀକାନ୍ତ ମହାପାତ୍ର (ଓକିଲ)।

 

Related Post

ଶ୍ରେଷ୍ଠ ସମ୍ବଲପୁରୀ ପ୍ରସାରକ ସମ୍ମାନରେ ସମ୍ମାନିତ ହେଲେ ସମ୍ବଲପୁର ଆଇ ଆଇ ଏମ ର ନିର୍ଦ୍ଦେଶ

Posted by - October 8, 2021 0
ସମ୍ବଲପୁର:( ରମାକାନ୍ତ ବିଶ୍ବାଳ ) ସମ୍ବଲପୁର ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା ର ଅଧିକ ରୁ ଅଧିକ ପ୍ରଚାର ପ୍ରସାର ପାଇଁ ସଦା ସର୍ବଦା ତତ୍ପରତା ସହକାରେ…

ଦୁର୍ଘଟଣା ଗ୍ରସ୍ତ ଭିନ୍ନକ୍ଷମ ଙ୍କୁ ଆର୍ଥିକ ସହାୟତା ପ୍ରଦାନ

Posted by - December 5, 2021 0
ବୌଦ୍ଧ :(ଚିତ୍ତରଂଜନସିଂ)”କଥାରେ ଅଛି ମାନବ ସେବା ହିଁ ମାଧବ ସେବା “ଏହି ଲୋକ ବାଣୀକୁ ଆଜି କଥାରେ ନୁହେଁ କାମରେ କରି ଦେଖାଇଛି ପାଣ -ଗଣ୍ଡା ସମାଜ…

ଟିଟିଲାଗଡ ଶ୍ରୀ ସତ୍ୟସାଇ ସେବା ସମିତି ତରଫରୁ ସତ୍ୟ ସାଇ ବାବାଙ୍କ ୯୬ ତମ ଜନ୍ମମହୋତ୍ସବ

Posted by - November 24, 2021 0
ଟିଟିଲାଗଡ:( ସଞ୍ଜୟ କୁମାର ନାୟକ) ଶ୍ରୀ ସତ୍ୟ ସାଇ ସେବା ସମିତି ତରଫରୁ ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳା ଠାରେ ଶ୍ରୀ ସତ୍ୟସାଇ ବାବାଙ୍କ ୯୬ ତମ…

ଆରଏମସି ମାର୍କେଟରେ ଥିବା ପରିବା ବ୍ୟବସାୟୀ ସଂଘ ପକ୍ଷରୁ ରନ୍ଧା ଖାଦ୍ୟ ବିତରଣ

Posted by - March 31, 2020 3
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର କିଆନାଳିଛକସ୍ଥିତ ଆରଏମସି ମାର୍କେଟରେ ଥିବା ପରିବା ବ୍ୟବସାୟୀ ସଂଘ ପକ୍ଷରୁ କୋରୋନା ପାଇଁ ରନ୍ଧାଖାଦ୍ୟ ବିତରଣ କରାଯାଉଛି । ସତ୍ୟାନନ୍ଦ ମିଶ୍ରଙ୍କ ନେତୃତ୍ୱରେ…

ଗୁରୁ ଭାଗବତ ପ୍ରଧାନ ଏବଂ ଗୁରୁ ଗଦାଧର ବରିହା ହେବେ ସମ୍ମାନିତ

Posted by - July 14, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଆସନ୍ତା ଅଗଷ୍ଟ ୧ ତାରିଖ ସୋମବାର ଦିନ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ “ସମ୍ବଲପୁରୀ ଦିନ ” ଅବସରରେ ସମ୍ବଲପୁର ଠାରେ ୧୯୪୯ ରେ ଗୁରୁ…