ରେଙ୍ଗାଲି ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ତ୍ରିରଙ୍ଗା ଶୋଭା ଯାତ୍ରା

26 0

ସମ୍ବଲପୁର/ରେଙ୍ଗାଲି ୧୪/୦୮(ରମାକାନ୍ତ ବିଶ୍ବାଳ)ସ୍ୱାଧୀନତା ର ୭୫ତମ ପୂର୍ତ୍ତି ତଥା ଅଜାଦି କା ଅମୃତ ମହୋତ୍ସବ ଅବସର ରେ ବରିଷ୍ଠ ନାଗରିକ ପରିଷଦ ସଭାପତି ଶ୍ରୀ ବସନ୍ତ କୁମାର ନାୟକ ନେତୃତ୍ୱ ରେ ଏକ ତ୍ରିରଙ୍ଗା ଶୋଭା ଯାତ୍ରା ଅନୁଷ୍ଠିତ ହୋଇଥିଲା l ରେଙ୍ଗାଲି ଅଞ୍ଚଳ ପ୍ରତି ଘରେ ଘରେ ତ୍ରିରଙ୍ଗା ପତାକା ଉଡାଇବା ପାଇଁ ହସ୍ପିଟାଲ ଛକ ଦୈନିକ ବଜାର ବସଷ୍ଟାଣ୍ଡ ଅଞ୍ଚଳ ର ସଚେତନ କରାଯାଇଛି l

ଶେଷରେ ପରିଷଦ କାର୍ଯ୍ୟାଳୟ ରେ ଅମୃତ ମହୋତ୍ସବ ର ଆୟୋଜନ କରାଯାଇଥିଲା ଏଥିରେ ପରିଷଦ ର ସମ୍ପାଦକ ଅନ୍ତର୍ଯ୍ୟାମୀ ପାଣି ପରିଚାଳନା କରିଥିଲେ l ଏଥିରେ ପୂର୍ବତନ ବିଧାୟକ ଦୁର୍ୟୋଧନ ଗର୍ଡିଆ, ଡ଼ା. ଅର୍ଜୁନ ନାୟକ, ଉଦୟ ସାହୁ, କିଶୋର ସାହୁ, ସୁବାସ ସିଂ, ବିହାରୀ କୁମରା, ରମେଶ ଚନ୍ଦ୍ର ବାରିକ, ସାଲେଗ୍ରାମ ସାହୁ, ରାଜାରାମ ମହାଣା, ବୃନ୍ଦାବନ ସାହୁ, ଶରତ ସାହୁ, ବିନୋଦ ନନ୍ଦ, ପିତବାସି ତଣ୍ଡକାର, ସୁବନଚାନ୍ଦ ସାହୁ, ରାଜେଶ ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ l

Related Post

ଓଡିଶା ଡ୍ରାଇଭର ମହାସଂଘର ସଭା

Posted by - November 25, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଓଡିଶା ଡ୍ରାଇଭର ମହାସଂଘର ଷ୍ଠିୟରିଙ୍ଗ ଛାଡ ଆନ୍ଦୋଳନ ପାଇଁ ଦେଲେ ବଡ ଚେତାବନୀ । ସମ୍ବଲପୁର ଜିଲ୍ଲା ଖଲିଆପାଲି ଠାରେ ଏନେଇ ମହାସଂଘର ଏକ ଜରୁରୀ…

ଅନୁଗୁଳ ଲାୟନ୍ସ କ୍ଲବ ପକ୍ଷରୁ ୭୪ତମ ସ୍ୱାଧୀନତା ଦିବସ ପାଳିତ

Posted by - August 18, 2020 0
ଅନୁଗୁଳ: (ମହେଶ ଭୋମରାଜ)ଅନୁଗୋଳ ଲାୟନ୍ସ କ୍ଲବ ପକ୍ଷରୁ ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ଲାୟନ୍ସଚକ୍ଷୁ ଚିକିତ୍ସାଳୟ ଆଲୋକ ପରିସରରେ ଅନୁଗୋଳ…

ଓଡ଼ିଆ ଭାଷାର ବିକାଶ ହେଲେ ଶିକ୍ଷାର ମାନ ବୃଦ୍ଧି ପାଇବ

Posted by - March 17, 2022 0
ମାଲକାନଗିରି : ଆଜି ମାଲକାନଗିରି ଜିଲ୍ଲାର କୋରୁକୋଣ୍ଡା ଉଚ୍ଚ ବିଦ୍ୟାଳୟ ସଭାଗୃହ ଠାରେ ମାଟିଲଗ୍ନା ସାହିତ୍ୟ ସଂସଦ ତରଫରୁ ଆୟୋଜିତ ରାଜ୍ୟ ସ୍ତରୀୟ ଛାତ୍ର ମେଧା ସମ୍ମାନ…

ସୁକିନ୍ଦା ବର୍ତଣ୍ଡା ପଂଚାୟତ ମହିଳା ମହାସଂଘରେ ବ୍ୟାପକ ଅର୍ଥ ହେରଫେର ହୋଇଥିବା ଅଭିଯୋଗ

Posted by - May 28, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ ) ଯାଜପୁର ଜିଲ୍ଲା ସୁକିନ୍ଦା ବର୍ତଣ୍ଡା ପଂଚାୟତ ମହିଳା ମହାସଂଘ ରେ ବ୍ୟାପକ ଅର୍ଥ ହେରଫେର ହୋଇଥିବା ଅଭିଯୋଗ ହୋଇଛି। ଏ…

ଖମ୍ବେଶ୍ୱରୀପାଲି ବିଶିମୁଣ୍ଡା ରାସ୍ତାର ଶିଳାନ୍ୟାସ

Posted by - January 8, 2022 0
ସୋନପୁର:(ଅଜିତ କୁମାର ପୁଝାରୀ)ସୋନପୁର ସଦର ବ୍ଲକ ବିଶିମୁଣ୍ଡା ପଂଚାୟତର ସୋନପୁର-ବଲାଙ୍ଗୀର ଜାତୀୟ ୫୭ ନମ୍ବର ଜାତୀୟ ରାଜପଥ ଖମ୍ବେଶ୍ୱରୀପାଲି କଲେଜ ରୋଡ଼ ଠାରୁ ବିଶିମୁଣ୍ଡା ରାସ୍ତାର ଉନ୍ନତି…