Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ଖଟିଆରେ ବୁହା ହେଲେ ଗର୍ଭବତୀ ମହିଳା, ଚିକିତ୍ସା ରେ ବିଳମ୍ବ ପାଇଁ ଗର୍ଭବତି ମହିଳା ଙ୍କ ମୄତ୍ୟୁ

35 0

ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲା ଜୁଯୋମୁରା ବ୍ଳକର କେସାପାଲି ପଞ୍ଚାୟତ ମିଦ୍ଧାପଡା ରେ ଖଟିଆ ରେ ବୁହା ହେଲେ ଗର୍ଭବତୀ ମହିଳା, ଚିକିତ୍ସା ରେ ବିଳମ୍ବ ପାଇଁ ଗର୍ଭବତି ମହିଳା ଙ୍କ ମୄତ୍ୟୁ ଅଭିଯୋଗ । ସୁଚନା ଅନୁସାରେ କୋଲଗାଁ ମିଦ୍ଧାପଡାରେ ରହୁଥିବା ଅନିତା ମିଦ୍ଧା ନାମକ ମହିଳା ୮ ମାସର ଗର୍ଭବତୀ ଥିବାବେଳେ ଆଜି ତାଙ୍କର ଦେହ ହଟାତ ଖରାପ ହେବାରୂ ପରିବାର ଲୋକେ ଚିକିତ୍ସା ପାଇଁ ମହିଳା ମେଡିକାଲ ନେବାକୁ ବାହାରିଥିଲେ ।

ତେବେ ଏଥିପାଇଁ ଆମ୍ବୁଲାନ୍ସ କୁ ଯୋଗାଯୋଗ କରାଯାଇଥିଳା । ଅନ୍ୟପଟେ ମିଦ୍ଧାପଡାକୁ ଯିବାକୁ ରାସ୍ତା ନଥିବାରୁ ଦେଡ କିମି ଦୁରତାରେ ଆମ୍ବୁଲାନ୍ସ ଟି ରହିଯାଇଥିଲା । ତେଣେ ପରିବାର ଲୋକେ ଅନ୍ୟ ଉପାୟ ନପାଇ ପାଖାପାଖି ଦେଡ କିମି ପର୍ଯ୍ୟନ୍ତ ୮ ମାସର ଗର୍ଭବତୀ ମହିଳା କୁ ଖଟିଆ ରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ । ଏଥିପାଇଁ ମେଡିକାଲ ପହଞ୍ଚାଇବା ରେ ବିଳମ୍ବ ହେବାରୁ ଗର୍ଭବତୀ ମହିଳା ଙ୍କ ମୄତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

କେସାପାଲି ପଞ୍ଚାୟତର କୋଲଗାଁ ମିଦ୍ଧା ପଡା କୁ ରାସ୍ତା ନିର୍ମାଣ ପାଇଁ ଅଞ୍ଚଳବାସୀ ବାରମ୍ବାର ଦାବି କରୁଥିବା ବେଳେ ରାସ୍ତା ନିର୍ମାଣ ହୋଇପାରୁନାହିଁ । ତେଣେ ରାସ୍ତା ନଥିବାରୁ ଗର୍ଭବତୀ ମହିଳାଙ୍କ ମୄତ୍ୟୁ ହେଉଛି । ଏଥିରେ ସାଧାରଣ ରେ ଜନ ଅସନ୍ତୋଷ ଦେଖାଦେବାସହ ମିଦ୍ଧା ପଡାକୁ ତୁରନ୍ତ ରାସ୍ତା ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ତେବେ ଏନେଇ କେସାପାଲି ସରପଞ୍ଚ ରୀତାଞ୍ଚଳି ନାଏକ କହିଛନ୍ତି ଯେ ଏହି ରାସ୍ତା ନିର୍ମାଣ ପାଇଁ ପଞ୍ଚାୟତ ତରଫରୁ ପଦକ୍ଷେପ ନିଆଯାଇଛି । ତେବେ ଏହି ଦେଡ କିମି ରାସ୍ତ ପାଇଁ ମଝିରେ ରୟତି ଜମି ପଡୁଥିବାରୁ ରାସ୍ତା ନିର୍ମାଣ ହୋଇ ପାରୁନାହିଁ ।

Related Post

ଉପାନ୍ତରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା,୪ ଜଣ ଶିକ୍ଷକ କୁ ନେଇ ଚାଲିଛି ପାଠ ପଢା

Posted by - December 1, 2021 0
ନୂଆପଡା :(ମେଘନାଦ ନାଏକ)ମାଓ ପ୍ରବଣ ଅଞ୍ଚଳରେ ଶିକ୍ଷା କୁ ସୁଦୃଢ଼ କରିବା ପାଇଁ ସରକାର ଅନେକ ଯୋଜନା କରିଛନ୍ତି ।କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ ହେଉଛି…

ନନ୍ଦନକାନନରେ ପାଳିତ ହେଲା ୬୨ ତମ ପ୍ରତିଷ୍ଠା ଦିବସ

Posted by - December 30, 2021 0
ବାରଙ୍ଗ 🙁 ସନ୍ତୋଷ ରାଉତ)କରୋନା କଟକଣା ମଧ୍ୟରେ ଆଜି ନନ୍ଦନକାନନ ଚିଡିଆଖାନାରେ ପାଳିତ ହୋଇଥିଲା ୬୨ ତମ ପ୍ରତିଷ୍ଠା ଦିବସ| ଆଉ ଏହି ପ୍ରତିଷ୍ଠା ଦିନରେ ନନ୍ଦନକାନନରେ…

ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ଫୁ,ସ୍କୁଲ ଫି ଆଦାୟ ପାଇଁ ବେସରକାରୀ ସ୍କୁଲର ଚାପ

Posted by - June 7, 2020 0
ଭୁବନେଶ୍ବର :ଏବେ ଦେଶରେ  କରୋନା ପାଇଁ ଲକ ଡାଉନ ରହିଛି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କରୋନା ପାଇଁ ସମସ୍ତଙ୍କୁ ନିଜର ସାମର୍ଥ୍ୟ ମତେ ପରସ୍ପରକୁ…

କଳାହାଣ୍ଡି ର ଦୁଃଖ :- ଦାଦନ ଶ୍ରମିକ ଜୀବନ ଜୀବିକା ପାଇଁ ଶବ ହୋଇ ଗାଁକୁ ଫେରିଲେ

Posted by - June 9, 2022 0
ଥୁଆମୂଳ ରାମପୁର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ରେ ଦାଦନ ସମସ୍ୟା ଦିନ ପ୍ରତିଦିନ ବୃଦ୍ଧି ପାଇବାରେ ଲାଗିଛି।ନିଜ ଅଞ୍ଚଳରେ କାମଧନ୍ଦା ମିଳୁନଥିବା ବେଳେ…

ନିର୍ବାଚନ ଆଚରଣ ବିଧି ଉଲଂଘନ ଅଭିଯୋଗ; ଜିଲାପାଳ ଙ୍କ କଡା କାର୍ଯ୍ୟାନୁଷ୍ଠାନ,୨ କର୍ମଚାରୀ ନିଲମ୍ବିତ

Posted by - February 16, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ନିର୍ବାଚନ ଆଚରଣ ବିଧି ଉଲଂଘନ ଅଭିଯୋଗ ରେ ଯାଜପୁର ଜିଲାପାଳ ଙ୍କ କଡା କାର୍ଯ୍ୟାନୁଷ୍ଠାନ। ୨ କର୍ମଚାରୀ ଙ୍କୁ ନିଲମ୍ବିତ ସହିତ…