ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ କୋଭିଡ୍ ଟିକାକରଣ

100 0

ନବରଙ୍ଗପୁର୍:(ବେଣୁ ଗୋପାଳ ରାଓ)ନବରଙ୍ଗପୁର ଜିଲ୍ଲା ମହିଳା ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ ତରଫରୁ ଆଜି ତା୨୩ ତାରିଖରେ କୋଭିଡ୍ ଟିକାକରଣ କାର୍ଜ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି।ଉକ୍ତ କାର୍ଜ୍ୟକ୍ରମକୁ ଜିଲ୍ଲା ଚିକିତ୍ସାଳୟ ତରଫରୁ ଏ ଏନ୍ ଏମ୍ ଶ୍ରୀମତୀ ମନସ୍ଵନୀ ଗଉଡ ଓ ଡିଇଓ ଏନ୍ ଜ୍ୟୋତି ଆୟୋଜନ କରିଥିଲେ।

ଟିକାକରଣ ପୁର୍ବରୁ ଏକ ସଚେତନ ସଭା ଅଧକ୍ଷା ଶ୍ରୀମତୀ ମାଲେସ୍ଵରୀ ସାହୁ ଙ୍କ ପୈ।ରୋହିତ୍ୟରେ ଅନୁଷ୍ଠିତ ହୋଇ ଥିବା ବେଳେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ଟୀକାକରଣ ଉପକାରୀତା ଉପରେ ବ୍ୟାପକ ବୁଝାଇ ସାରିବା ପରେ ଟିକାକରଣ କାର୍ଜ୍ୟକ୍ରମ ରେ ସହଯୋଗ କରି ମହାବିଦ୍ୟଳୟର ଅନ୍ୟୁନ୍ନ ୫୦ ରୁ ଉର୍ଦ୍ଧ୍ବ ଛାତ୍ରୀ ମାନଙ୍କୁ ଶାନ୍ତି ଶ୍ରୁଙ୍ଖଳାରେ ଟିକାକରଣ କରାଯାଇଥିଲା।

Related Post

ବାପା,ମାଁ ଛେଉଣ୍ଡ ଥିବା ୫ଜଣ ଶିଶୁଙ୍କ ଦାୟିତ୍ବ ନେଲା ଶିଶୁ ମଙ୍ଗଳ ସମିତି

Posted by - July 4, 2021 0
ବୌଦ୍ଧ:(ଚିତ୍ତରଂଜନ ସିଂ) ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଲୁଣିବାହାଲ ପଂଚାୟତ ଠୁକାସାହିରେ ରହୁଥିବା ଅଚ୍ୟୁତ ବେହେରାଙ୍କ ୩ଝିଅ, ୨ପୁଅ ଙ୍କ ପାଖରେ ପହଂଚିଲା ବୌଦ୍ଧଜିଲ୍ଲା ଶିଶୁମଙ୍ଗଳ ସମିତି । ସୁଚନାଥାଉକି…

ପଲିଥିନ ତଳେ ବିତୁଛି ବାପା ଝିଅ ର ଜୀବନ,ଆବାସ ଘର ଗୁହାରି ଶୁଣୁନାହାନ୍ତି ଅଧିକାରୀ

Posted by - September 17, 2021 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ) ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ସଦର ମହକୁମା ଗ୍ରାମ ପଞ୍ଚାୟତ ର ୫ ନଂ ୱାର୍ଡ ର ଦେଖିବାକୁ ମିଳୁଛି କରୁଣ…

ବ୍ୟାଙ୍କ ସିକୁରିଟି ଗାର୍ଡ ଙ୍କ ଆକ୍ରମଣ ରେ ଚାଷୀ ଆହତ

Posted by - July 30, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ବ୍ୟାଙ୍କ ସିକୁରିଟି ଗାର୍ଡ ଙ୍କ ଆକ୍ରମଣ ରେ ଚାଷୀ ଆହତ ହୋଇଥିବା ଅଭିଯୋଗ । ଏଭଳି ଅଭିଯୋଗ ଆସିଛି ଯାଜପୁର କଟକ କେନ୍ଦ୍ର…

ଅପହଞ୍ଚ ଇଲାକାର କରୁଣ କାହାଣୀ : ପୁଣି ଖଟିଆରେ ବୁହା ହେଲେ ଗର୍ଭବତି ମହିଳା

Posted by - July 12, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲାର ବଣ ପାହାଡ଼ ଘେରା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକ୍ରେ ଏବେ ବି ବିକାଶ…