ଆସନ୍ତା ୧୮ ତାରିଖରେ ହୀରାକୁଦ ନଦୀବନ୍ଧ ରୁ ହେବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଜଳ ନିସ୍କାସନ

71 0

ସମ୍ବଲପୁର :(ରାମାକାନ୍ତ ବିଶ୍ଵାଳ)ହୀରାକୁଦ ବନ୍ଧ ରୁ ପ୍ରଥମ ବନ୍ୟାଜଳ ଆସନ୍ତା ୧୮ ତାରିଖ ଦିନ ୧୧ ଟା ସମୟରେ ନିଷ୍କାସନ କରାଯିବ । ଆଜି ଏନେଇ ହୀରାକୁଦ ନଦୀବନ୍ଧ ମୁଖ୍ୟ ଯନ୍ତ୍ରୀ ସୁଚନା ଦେଇଛନ୍ତି । ଆଜି ସର୍ବସାଧାରଣଙ୍କ ପାଇଁ ସୂଚନା ଯାରି କରାଯାଇଛି । ଗତ କିଛି ଦିନଧରି ହୀରାକୁଦ ଜଳଭଣ୍ଡାର ଉପର ମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି ।

ବର୍ତ୍ତମାନ ଆଜି ହୀରାକୁଦ ଜଳଭଣ୍ଡାର ର ଜଳସ୍ତର ୬୦୭,୯୧ଫୁଟ ରହିଛି । ଏଥିପାଇଁ ହୀରାକୁଦ ବନ୍ଧ କତ୍ତୃପକ୍ଷ ସୁଚନା ଦେଇଛନ୍ତି ଯେ ଆସନ୍ତା ୧୮ ତାରିଖ ଦିନ ୧୧ ଘଣ୍ଟା ସମୟରେ ହୀରାକୁଦ ଜଳଭଣ୍ଡାର ରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ ।

ଏଥିଯୋଗୁଁ ମହାନଦୀ ଓ ତାର ଶାଖା ନଦୀ ଗୁଡିକର ଜଳସ୍ତର ବୃଦ୍ଧି ପାଇବା ସମ୍ବାବନା ଥିବାରୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ପାଇଁ ନଦୀବନ୍ଧ କତ୍ତୃପକ୍ଷ ସତର୍କ ସୁଚନା ଯାରି କରାଯାଇଛି ।

Related Post

କଳାହାଣ୍ଡି ନାବାଳିକା ଗଣ ଦୁଷ୍କର୍ମ ମାମଲା, ୩ ଜଣ ଙ୍କୁ ସାତ ବର୍ଷ କାରାଦଣ୍ଡ ଓ ଦଶ ହଜାର ଟଙ୍କା ଜରିମାନା

Posted by - May 24, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ର ବହୁ ଚର୍ଚ୍ଚିତ ନାବାଳିକା ଗଣଦୁଷ୍କର୍ମ ର ରାୟ ଦେଇଛନ୍ତି ମାନ୍ୟବର ପୋସ୍କୋ ଅଦାଲତ।…

ଆଡ଼ପ ମଣ୍ଡପରେ ଜଗନ୍ନାଥଙ୍କ ମତ୍ସ୍ୟ ଅବତାର ବେଶ

Posted by - July 3, 2022 0
ଭବାନୀପାଟଣା:୨/୭:(ସୂରଜ ପ୍ରକାଶ ଜୈନ) କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସ୍ଥିତ ମୁଖ୍ୟ ଜଗନ୍ନାଥ ମନ୍ଦିରର ରଥ ପରମ୍ପରା ଅନୁଯାୟୀ ସନ୍ଧ୍ୟା ସୁଦ୍ଧା ମାଣିକେଶ୍ୱରୀ ମନ୍ଦିର ନିକଟରେ ପହଂଚିଥଲେ। ରାତି…

ସତ୍ୟ ର ହେଲା ଜୟ, ଡିଏଭି ମହାବିଦ୍ୟାଳୟ ପରିସରରେ ବିନା ଅନୁମତିରେ ଶାଗୁଆନ ଗଛ କଟା ଘଟଣା, ଅଧ୍ୟକ୍ଷ ଗଣିଲେ ୬୦,୦୦୦ ଟଙ୍କା ଜୋରିମାନା

Posted by - May 24, 2022 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) ଡିଏଭି ମହାବିଦ୍ୟାଳୟ ପରିସରରେ ଟାଉନ ହଲ ନିର୍ମାଣ ତଥା ବୋଏଜ ହଷ୍ଟେଲ ଏବଂ ଏକାଡେମୀକ ବିଲ୍ଡିଙ୍ଗ ନିର୍ମାଣ କାମ ଆରମ୍ଭ ହୋଇଯାଇଛି।…

ଯାଜପୁର ରେ ସରକାରୀ ଜମିରେ ଚାଲିଛି ଇଟାଭାଟି,ବେପାରୀଙ୍କ କବଜାରେ ରହିଛି ଶହ ଶହ ଏକର ଜମି ଓ ନଦୀପଠା

Posted by - December 17, 2018 0
ଯାଜପୁର ତହସିଲ ଅଧୀନ ମାଧପୁର ଆରଆଇ ସର୍କଲର ସଠିପୁର, ବ୍ରଜନଗର, ରୁଢିଆ, ମାଧପୁର, ବାଲିପସି, ବ୍ୟାସନଗର ତହସିଲ ଅନ୍ତର୍ଗତ ପାଣିକୋଇଲି ଆରଆଇ ସର୍କଲର ନୁରୁଗାଁ, ପଥରପଦା, କାଜିପାଟଣା,…

ରାହୁଲଙ୍କ ଚେତାବନୀ, ବିଶୃଙ୍ଖଳା କୁ ବରଦାସ୍ତ କରାଯିବ ନାହିଁ, କଂଗ୍ରେସ ଦଳରେ ଚାପ। ଗୁଞ୍ଜରଣ

Posted by - May 11, 2022 0
ଭୁବନେଶ୍ବର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଓଡିଶାରେ ବିଜୁ ଜନତା ଦଳ ର ମୂଳଦୁଆ ଏତେ ମଜଭୁତ ହୋଇଯାଇଛି ଯେ ବିରୋଧୀ ମାନଙ୍କ ରାଜନୈତିକ ଗୋଟି…