Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ରାଜ୍ୟସଭା ସାଂସଦ ଭାବେ ଓଡିଆ ରେ ଶପଥ ଗ୍ରହଣ କଲେ ସୁଲତା ଦେଓ ଓ ମାନସ ମଙ୍ଗରାଜ

109 0

ଭୁବନେଶ୍ଵର :- ରାଜ୍ୟସଭା ସାଂସଦ ଭାବେ ଓଡିଆ ରେ ଶପଥ ଗ୍ରହଣ କଲେ ବିଜୁ ଜନତା ଦଳ ରୁ ରାଜ୍ୟସଭା କୁ ନିର୍ବାଚିତ ହୋଇଥିବା ଦୁଇ ନୂଆ ସାଂସଦ ସୁଲତା ଦେଓ ଏବଂ ମାନସ ମଙ୍ଗରାଜ l ଶୁକ୍ରବାର ଜୁଲାଇ ୮ ତାରିଖ ଦିନ ୧୧ ଟାରେ ଏହି ଶପଥ ଗ୍ରହଣ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା l ରାଜ୍ୟ ମାନଙ୍କର ଆଲ୍ଫାବେଟିକାଲ ଅର୍ଡର ଅନୁସାରେ ସଂସଦ ରେ ନବ ନିର୍ବାଚିତ ସାଂସଦ ମାନେ ପଦ ଗୋପନିୟତାର ଶପଥ ଗ୍ରହଣ କରିଥିଲେ l ସୁଚନା ଯୋଗ୍ୟଯେ ନିଜ ନିଜ ପରିବାର ସହ ଦୁଇ ସାଂସଦ ଶପଥ ଗ୍ରହଣ ସମାରୋହ ରେ ସାମିଲ୍ ହୋଇଥିଲେ l

Related Post

ତାସ୍ ଖେଳ ହେଲା କାଳ: ଗାଁ ଦାଣ୍ଡରେ ସାଙ୍ଗ, ସାଙ୍ଗ କୁ ଗୋଡାଇ ଗୋଡାଇ ଭୁଜାଲି ରେ ହତ୍ୟା କଲା

Posted by - January 9, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ)ତାସ୍ ଖେଲରୁ ମହାଭାରତ। ଖେଳ ରେ ହାରି ଯିବାରୁ ମନରେ ରହିଲା ରାଗ। ଆଉ ରାଗ ସୁଝେଇବାକୁ ଯାଇ, ସାଙ୍ଗକୁ ଗୋଡାଇ ଗୋଡାଇ ଧାରୁଆ ଅସ୍ତ୍ରରେ…

ଅଲ ଓଡିଶା ଅଙ୍ଗନଓ୍ବାଡି ଲେଡିଜ୍ ଓ୍ବାର୍କରସ ଏସୋସିଏସନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

Posted by - April 7, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ଭାରତୀୟ ମଜଦୁର ସଂଘ ଦ୍ବାରା ପରିଚାଳିତ ଅଲ ଓଡିଶା ଅଙ୍ଗନଓ୍ବାଡି ଲେଡିଜ୍ ଓ୍ବାର୍କରସ ଏସୋସିଏସନ ପକ୍ଷରୁ ଅଙ୍ଗନଓ୍ବାଡି କର୍ମଚାରୀମାନଙ୍କ ବିଭିନ୍ନ ଦାବି ନେଇ ସୁବର୍ଣ୍ନପୁର…

ଖରଭୁଇଁ କ୍ରସର ଆନ୍ଦୋଳନ ତେଜିଲା, ଆର ଆଇ ଅଫିସ ଘେରିଲେ ଆନ୍ଦୋଳନ କାରୀ

Posted by - September 9, 2021 0
ବୌଦ୍ଧ ୮/୯ ( ଚିତ ରଂଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଖରଭୂଇଁ ଅଞ୍ଚଳରେ ଥିବା କ୍ରସର ମାଲିକ ପ୍ରଶାସନ ସହାୟତାରେ କିଛି ଭଡାଟିଆ ଲୋକଙ୍କୁ…

ନଗଦ ଟଙ୍କା ଆକାର ରେ ଭତ୍ତା ପ୍ରଦାନ ଦାବୀ

Posted by - September 22, 2021 0
ସୋନପୁର:(ଅଜିତ୍ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ଗ୍ରାମାଞ୍ଚଳରେ ଥିବା ବିଭିନ୍ନ ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀ ମାନେ ନଗଦ ଭତ୍ତା ଟଙ୍କା ପଞ୍ଚାୟତ କାର୍ଯ୍ୟାଳୟରେ ପାଇବା…