Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଖପ୍ରାଖୋଲ ବ୍ଲକ ନୂତନ ଏପିଓ ଙ୍କୁ ସ୍ୱାଗତ

56 0

ଖପ୍ରାଖୋଲ :(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ର ନୂତନ ଏପିଓ ପ୍ରଶାନ୍ତ କୁମାର ସାହୁଙ୍କୁ ଜିଆରଏସ ସଙ୍ଘ ଏବଂ ଗାଁ ସାଥି ସଙ୍ଘ ତରଫରୁ ସ୍ୱାଗତ କରା ଯାଇଛି l ଏଇ ଅବସରରେ ଜିଆରଏସ ସଙ୍ଘ ସଭାପତି ମୃତ୍ୟୁଞ୍ଜୟ ନନ୍ଦ, ସମ୍ପାଦକ ପବିତ୍ର କାଲସାଏ ସମେତ ଅନ୍ୟ ଜିଆରଏସ ମାନେ ଉପସ୍ଥିତ ଥିଲେ l ସେହିପରି ଗାଁ ସାଥି ସଙ୍ଘ ତରଫରୁ ସଭାପତି ତପୀନ୍ଦ୍ର ସୁନା, ସହ ସମ୍ପାଦକ ସରୋଜ ସାହୁ ନୂତନ ଏପିଓ ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ l ସୂଚନା ଯୋଗ୍ୟ ନୂତନ ଏପିଓ ସାହୁ ପୂର୍ବରୁ ଦେଓଗାଁ ବ୍ଲକ ରେ କାର୍ଯ୍ୟରତ ଥିବାବେଳେ ତାଙ୍କୁ ଖପ୍ରାଖୋଲ ବ୍ଲକ କୁ ବଦଳି ହୋଇଛି l

Related Post

ଭରଷା ପରିବାର ଓ ଭିମସାର ବୁର୍ଲା ରକ୍ତ ଭଣ୍ଡାର ଆନୁକୁଲ୍ୟରେ ପାପି ଠାରେ ସ୍ୱେଛ୍ଛାକୃତ ରକ୍ତଦାନ ଶିବିର

Posted by - January 9, 2022 0
ବରଗଡ/ଅତାବିରା:ସୋନପୁର ଜିଲ୍ଲା ପାପି ଠାରେ ଏକ ସ୍ୱେଛ୍ଛାକୃତ ରକ୍ତ ଦାନ ଶିବିର ଭରଷା ପରିବାର ର ମୁଖ୍ୟ କାର୍ଯ୍ୟକାରି ସଦସ୍ୟ ବିନାୟକ ଦୁଆରିଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି…

କାଳନ୍ଦା ହନୁମାନ ଙ୍କ ଜୟନ୍ତୀରେ ମନ୍ଦିର ପ୍ରତିଷ୍ଠା ପାଇଁ ବିଶାଳ କଳସୀ ଶୋଭାଯାତ୍ରା

Posted by - April 16, 2022 0
ବାଲେଶ୍ଵର:ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ବଳ ରାମପୁର ଗ୍ରାମ ପଞ୍ଚାୟତ କାଳନ୍ଦା ଗ୍ରାମରେ ହନୁମାନ ଜୟନ୍ତୀ ଉପଲକ୍ଷେ ହନୁମାନ ମନ୍ଦିର ପ୍ରତିଷ୍ଠା ହୋଇଯାଇଛି l କାଳନ୍ଦା…

ପ୍ରଥମ ଏଜୁକେସନ ଫାଉଣ୍ଡେସନ ତରଫରୁ ଗ୍ରୀଷ୍ମ କାଳୀନ ଶିକ୍ଷା ଶିବିର

Posted by - May 14, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ)ପ୍ରଥମ ଏଜୁକେସନ ଫାଉଣ୍ଡେସନ ବୌଦ୍ଧ ଜିଲ୍ଲା ହରଭଙ୍ଗl ବ୍ଲକ ଆନୁକୂଲ୍ୟରେ ରାଜ୍ୟ ସଂଯୋଜକ ହିମାଂଶୁ ପତି, ଜିଲ୍ଲା ସଂଯୋଜିକା ଦିପ୍ତିମୟୀ ଦାସଙ୍କ ତତ୍ୱାବଧାନରେ ସ୍ଥାନୀୟ ଭୈରବୀ…

ଅଜଣା ଗାଡି ଧକ୍କାରେ ଯୁବକର ମୃତ୍ୟୁ

Posted by - July 29, 2021 0
ବେଲଗୁଣ୍ଠା;(ସୁଶାନ୍ତ କୁମାର ବେହେରା )ବେଲଗୁଣ୍ଠା ଥାନା ଅଧିନ ଉଡ଼ୁରା ଛକ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କୁ ମୃତ୍ୟୁ ଘଟିଛି। ମୃତକ ହେଲେ ତାରସିଂ…

ଭାରତ ବିକାଶ ପରିଷଦ ଟିଟିଲାଗଡ଼ ଶାଖାର ସାଧାରଣ ପରିଷଦ ବୈଠକ

Posted by - March 15, 2022 0
ଟିଟିଲାଗଡ;(ସଞ୍ଜୟ କୁମାର ନାୟକ) ଭାରତ ବିକାଶ ପରିଷଦ ଟିଟିଲାଗଡ ଶାଖାର ସାଧାରଣ ପରିଷଦ ବୈଠକ ସ୍ଥାନୀୟ ଦାଦିଜୀ ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲ ପରିସରରେ ଅନୁଷ୍ଠିତ…