ଲଗାଣ ବର୍ଷା ଯୋଗୁଁ ଭୁଶୁଡିଲା ପୋଲ, ବିଭିନ୍ନ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ,

1016 0

କେନ୍ଦୁଝର,୮/୯କେନ୍ଦୁଝର ଜିଲ୍ଲା ସରେଇ ଗାଁରୁ ଆନନ୍ଦପୁରକୁ ଯୋଗାଯୋଗ କରୁଥିବା ପୁର୍ତ୍ତ ବିଭାଗ ରାସ୍ତାର ଫାପୁଡ଼ିଆ ନାଳ ଉପରେ ଥିବା ପୋଲଟି ଭୁଶୁଡି ପଡିଛି। ଗତ ୬ ତାରିଖ ରାତିରେ ଲଗାଣ ବର୍ଷା ଯୋଗୁଁ ନାଳରେ ଅଧିକ ଜଳ ପ୍ରବାହିତ ହୋଇଥିଲା । ଫଳରେ ପୋଲଟି ଭୁଶୁଡି ପଡିଥିବାର ଜଣାଯାଇଛି।ଫଳରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ପ୍ରାୟ ୭ ରୁ ୮ଟି ଗାଁ ଲୋକଙ୍କ ଯାତାୟାତ ପାଇଁ ସମସ୍ୟା ସୃଷ୍ଟି ହୋଇଛି। ଗତରାତିରୁ ପୋଲ ଭୁଶୁଡି ଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ବିଭାଗୀୟ ଅଧିକାରୀ ପହଞ୍ଚି ନଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।

Related Post

ପିଡ଼ିଏସ ଚାଉଳ ବୋଝେଇ ପିକଅପ ଦୁର୍ଘଟଣା ଗ୍ରସ୍ତ ୨ ମୃତ , ୮ ଗୁରୁତର

Posted by - May 17, 2022 0
ଭବାନୀପାଟଣା ;(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଥୁଅlମୂଳ ରାମପୁର ସିନ୍ଧିପଦର ପଞ୍ଚାୟତରୁ ଏକ ପିକଅପ ନ OD08 Q 8364 ଯୋଗେ ପିଡ଼ିଏସ…

ସିଏଏକୁ ସମର୍ଥନ ରେ ଯାଜପୁର ନଗର ବଜରଙ୍ଗ ଦଳ ର ବିଶାଳ ମଟର ସାଇକେଲ ଶୋଭାଯାତ୍ରା 

Posted by - February 1, 2020 953
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ସିଏଏକୁ ସମର୍ଥନ କରି  ଯାଜପୁର ନଗର ବଜରଙ୍ଗ ଦଳ ପକ୍ଷରୁ ଏକ ବିଶାଳ ମଟର ସାଇକେଲ ଶୋଭାଯାତ୍ରା  ଅନୁଷ୍ଠିତ ହୋଇଯାଇଛି ।  ଭାରତୀୟ ସଂସଦ…

ଚାକିରି କାଳର ହକ୍ ପାଇଁ ୨୭ ଦିନରୁ କଳା ବ୍ୟାଚ ପରିଧାନ କରି ଆନ୍ଦୋଳନ

Posted by - July 8, 2021 0
କୋଷାଗୁମୁଡ଼ା: ୬/୭(ଗୋପାଳ ରାଓ ) :ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ରେ ଅବସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ଉପ ସ୍ଵାସ୍ଥ୍ୟ କେନ୍ଦ୍ର ମାନଙ୍କରେ କାର୍ଯ୍ୟରତ ଫର୍ମାସିଷ୍ଟ…

Leave a comment

Your email address will not be published.