ସ୍କୁଲରେ ଅଲିମ୍ପିକ ଶିକ୍ଷା ପ୍ରଦାନ ବ୍ୟବସ୍ଥା, ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

144 0

ଭୁବନେଶ୍ବର (ବ୍ୟୁରେ।) :ଆଗାମୀ ଦିନରେ ସ୍କୁଲ ସ୍ତରରୁ ଅଲିମ୍ପିକ କ୍ରିଡ଼ା ପାଇଁ ପ୍ରସ୍ତୁତ ହେବେ ଛାତ୍ରଛାତ୍ରୀ। ଏଥିପାଇଁ ସ୍କୁଲ ରେ ଅଲିମ୍ପିକ ଶିକ୍ଷାଦାନ ବ୍ୟବସ୍ଥା ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ। ପ୍ରାଥମିକ ପର୍ଯ୍ୟାୟରେ ଦୁଇ ସ୍ମାର୍ଟ ସିଟି ର ୯୦ ଗୋଟି ସ୍କୁଲ ରେ ଅଲିମ୍ପିକ ଶିକ୍ଷାଦାନ ବ୍ୟବସ୍ଥା ହେବ।ରାଉରକେଲା ରେ ୨୭ ଓ ଭୁବନେଶ୍ଵର ରେ ୬୩ ଟି ସ୍କୁଲ ରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ। ଚୀନ ଓ ଜାପାନ ଭଲି କ୍ରୀଡାବିତ୍ ସୃଷ୍ଟି ପାଇଁ ସରକାର ଙ୍କ ଯୋଜନା ରହିଛି। ସମଗ୍ର ଦେଶରେ ଓଡିଶା ପ୍ରଥମ ରାଜ୍ୟ ଭାବେ ଏଭଳି ଯୋଜନା ଆରମ୍ଭ କରିଛି।

Related Post

ମାଲକାନଗିରି ରୁରାଲ ୱାର୍କସ ର ଅଧିକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ ,ସମ୍ପତି ପରିମାଣ ଇତିହାସରେ ପ୍ରଥମ

Posted by - March 28, 2022 0
ବାରଙ୍ଗ::(ସନ୍ତୋଷ ରାଉତ)ମାଲକାନଗିରି ରୁରାଲ ୱାର୍କସ ର ଅଧିକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସ ଙ୍କ ର ଆୟୂର୍ବହିର୍ଭୂତ ।କଟକ ବାରଂଗ ତ୍ରିଶୁଳିଆ ବେଲଗଛିଆ ଶାନ୍ତିବନ୍ ଆପାର୍ଟମେଣ୍ଟର ଏକ…

କାର୍ଯ୍ୟରତ ରାଜସ୍ୱ ଅମଲାଙ୍କ ପ୍ରତି ପ୍ରକଳ୍ପ ନିର୍ଦେଶକଙ୍କ ଦୁର୍ବ୍ୟବହାରକୁ ନେଇ ଜିଲ୍ଲାପାଳଙ୍କୁ ଦାବି ପତ୍ର

Posted by - July 9, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ନବରଙ୍ଗପୁର ରେ କାର୍ଯ୍ୟରତ ରାଜସ୍ୱ ଅମଲା ଙ୍କ ପ୍ରତି ପ୍ରକଳ୍ପ ନିର୍ଦେଶକ ରମାକାନ୍ତ ନାୟକ ଙ୍କ ଅଭ୍ୟାସ ଗତ…

ଟୀକା ନେବା ପାଇଁ ନୁହେଁ କରୋନା ନେବା ପାଇଁ ଆସୁଛନ୍ତି ଲୋକେ

Posted by - June 26, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)କରୋନା ଟୀକା କେନ୍ଦ୍ରରେ ନାହିଁ ନଥିବା ଭିଡ । ସତେ ଯେମିତି ଏଠାକୁ ଟୀକା ନେବା ପାଇଁ ନୁହେଁ କରୋନା ନେବା ପାଇଁ ଆସିଛନ୍ତି…

ରାୟଗଡ ଜିଲ୍ଲାପାଳଙ୍କ ଟିକିରି ଡାଇରିଆ ପ୍ରଭାବିତ ଅଞ୍ଚଳ ଗସ୍ତ

Posted by - July 18, 2022 0
“ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଅନୁଧ୍ୟାନ କଲେ, ଜଳ ଉତ୍ସବୁଲି ଦେଖିଲେ, ସଂକ୍ରମିତ ଗ୍ରାମ ଗୁଡିକରେ ତୁରନ୍ତ ବିଶୋଧନ କରିବାକୁ ନିର୍ଦ୍ଧେଶ ଦେଲେ” । ରାୟଗଡ :(ରମାକାନ୍ତ ପୋଢଳ)ରାୟଗଡ…

କୋରନା ନକଟକଣା ଭିତରେ ଖୋଲିଲା ନନ୍ଦନକାନନ,ଡେରାସ ଡ୍ୟାମ ଓ ଡମପଡା ଅଭୟାରଣ୍ୟ।

Posted by - August 4, 2021 0
ଉତ୍ତର ଭୁବନେଶ୍ୱର:(ସନ୍ତୋଷ ରାଉତ)କୋରନା କଟକଣା ଭିତରେ ଆଜିଠୁ ପଯ୍ୟଟକଙ୍କ ଲାଗି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ ଖୋଲିଛି ।ପଯ୍ୟଟକ ଓ କର୍ମଚାରୀ ସମସ୍ତଙ୍କ…