Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ରବି ରୁତୁ ଜଳସେଚନ ବ୍ୟବସ୍ଥା ରେ ଅନିଶ୍ଚିତତା, ସର୍ବନିମ୍ନ ସ୍ତରରେ ଇନ୍ଦ୍ରାବତୀ ଜଳଭଣ୍ଡାର

188 0

କଳାହାଣ୍ଡି :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡିର ଜୀବନ ରେଖା ବୋଲାଉଥିବା ଉପର ଇନ୍ଦ୍ରାବତୀ ଯୋଜନା ଚଳିତ ରବି ଋତୁରେ ଜଳସେଚନ ବ୍ୟବସ୍ଥା କୁ ନେଇ ଅନିଶ୍ଚିତତା ଲାଗି ରହିଛି। ଜାନୁୟାରୀ ୭ ତାରିଖ ରୁ ଜଳସେଚନ ଆରମ୍ବ ହୋଇଥିବା ବେଳେ ଜଳସେଚନ କେବେ ବନ୍ଦ ହେବ ତାର ଉତ୍ତର ବିଭାଗ ପାଖରେ ନାହିଁ। ନିଜସ୍ବ ଜଳସେଚନ ବ୍ୟବସ୍ଥା ରେ ତଳି ପ୍ରସ୍ତୁତ କରିଥିବା ଚାଷିମାନଙ୍କ ଧାନ ଅମଳ ଉପଯୋଗୀ ହୋଇଥିବା ବେଳେ କିଛି ଚାଷିଙ୍କ ପାଇଁ ଆଉ କିଛିଦିନ ପାଣି ର ଆବଶ୍ୟକତା ରହିଛି।

ଜଳଭଣ୍ଡାର ରେ ଜଳ ଅଭାବ ଯୋଗୁଁ ଚଳିତ ରବି ରୁତୁ ରେ ସ୍ଵଳ୍ପ ମିଆଦି ଧାନ ଚାଷ ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଥିଲା ହେଲେ କୃଷି ବିଭାଗ ସ୍ଵଳ୍ପ ମିଆଦି ଧାନ ବିହନ ଯୋଗାଣ ପାଇଁ ଅବହେଳା କରିବାରୁ ଚାଷୀ ମାନେ ବାଧ୍ୟ ହୋଇ ଦିର୍ଘ ମିଆଦି ଧାନ ଚାଷ କରିଛନ୍ତି। ରବି ରୁତୁ ରେ ଜଳଭଣ୍ଡାର ର ଜଳସ୍ତର ୬୩୨.୧୫ ମିଟର ଥିବାବେଲେ ବର୍ତ୍ତମାନ ତାହା ୬୧୯.୫୩ ମିଟର କୁ ପହଁଞ୍ଚିଛି। ପୁନଶ୍ଚ କଳାହାଣ୍ଡି ର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ଜିଲ୍ଲାରେ ଦେଖାଦେଇଥିବା ଜଳାଭାବ ଦୂର ପାଇଁ ଜଳସେଚନ ବନ୍ଦ ରହିଥିବା ଧର୍ମଗଡ଼ ଅଞ୍ଚଳର କେନାଲରେ ପାଣି ଛଡାଯାଇଥିବା ଜଣାପଡିଛି। ତେବେ ଚାଷୀ ମାନଙ୍କ ସମସ୍ୟା କୁ ଦୃଷ୍ଟିରେ ରଖି ବିଭାଗ ପଦକ୍ଷେପ ନେବା ଜରୁରୀ ବୋଲି ଆଲୋଚନା ହେଉଛି।

Related Post

ଟିଟିଲାଗଡ ଲାୟନ୍ସ କ୍ଲବ ତରଫରୁ ରଥଯାତ୍ରା ଉପଲକ୍ଷେ ପିଇବା ପାଣି ଓ ବୁନ୍ଦି ବଣ୍ଟନ

Posted by - July 2, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ଲାୟନ୍ସ କ୍ଲବ ସଦାବେଳେ ସାମାଜିକ କାର୍ଯ୍ୟକ୍ରମ ମାନଙ୍କରେ ଅଗ୍ରଣୀ ଭୂମିକା ତଥା ସେବା ଯୋଗାଇ ଦେବାକୁ ତତ୍ପର ରହି ବିଭିନ୍ନ ପ୍ରୋଜେକ୍ଟ ହାତକୁ…

ନ୍ୟାୟ ଦାବିରେ ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା

Posted by - May 6, 2022 0
କଳାହାଣ୍ଡି :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ବିଭିନ୍ନ ସମୟରେ ଯୁବକ ଯୁବତୀ ମାନେ ଅପରିପକ୍ଵ ନିଷ୍ପତ୍ତି ନେଇ ବହୁ ଅସୁବିଧା ଓ ପ୍ରତାରଣା ର ଶିକାର…

ଟ୍ରେନ ରେ  କଟି ମା ଓ ଝିଅ ମୃତ

Posted by - November 23, 2019 25
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲା ଯାଜପୁର ରୋଡ଼ ରେଳ ଷ୍ଟେସନ ନିକଟରେ ଟ୍ରେନ ରେ  କଟି ମା ଓ ଝିଅ ମୃତ । ମୃତକ ହେଲେ କୋରାଇ…

ବୌଦ୍ଧ ଜିଲା ଯୋଜନା ବୋର୍ଡ ବୈଠକ ଅନୁଷ୍ଠିତ

Posted by - November 30, 2021 0
ବୌଦ୍ଧ( ଚିତ୍ତ ରଂଜନ ସିଂ)ପଞ୍ଚାୟତ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲା ଯୋଜନା ବୋର୍ଡ ବୈଠକ ବିଧାୟକ ମହୀଧର ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ୨୦୨୧-୨୨…

କାଶୀପୁର ବ୍ଲକ ମାଁ ମାଣିକେଶ୍ୱରୀ ଚିତ୍ର କଳାକାର ସଂଘ ପକ୍ଷରୁ ମହାପ୍ରଭୁ ବିଶ୍ଵକର୍ମା ପୂଜା ପାଳିତ

Posted by - September 18, 2022 0
ରାୟଗଡା : (ଅଞ୍ଜନ କୁମାର ନାଏକ) ମହାପ୍ରଭୁ ବିଶ୍ଵକର୍ମା ପୂଜା ଉପଲକ୍ଷେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ର ବିଭିନ୍ନ କାରିଗର,ଚିତ୍ରକାର ଓ କଲକାର ମାନେ ପ୍ରଥମକରି…