ବିଜେଡି ପକ୍ଷରୁ ତ୍ରିସ୍ତରୀୟ ପଞ୍ଚାୟତ ଉପରେ ଆତ୍ମ ସମୀକ୍ଷା ବୈଠକ

127 0

ବଙ୍ଗୋମୁଣ୍ଡା: (ଅଭିମନ୍ୟୁ ବହିଦାର ) ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ସାପ୍ତାହିକ ସୋମବାର ବଜାର ଠାରେ ସନ୍ଧ୍ୟା ବେଳେବିଜେଡି ପକ୍ଷରୁ ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପରାଜୟ ଉପରେ ଆତ୍ମ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

କଣ୍ଟାବାଞ୍ଜି ବିଜେଡି ବିଧାୟକ ପ୍ରାର୍ଥୀ ଅଜୟ ଦାସ ଙ୍କ ନେତୃତ୍ୱରେ ଶତାଧିକ କର୍ମୀ ସିନ୍ଧେକେଲା ଅଞ୍ଚଳରେ ବିଭିନ୍ନ ପଞ୍ଚାୟତ ମାନଙ୍କର, ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ଚିରଞ୍ଜିବି ଜାଲ, ପ୍ରଦୀପ ସାହୁ,ବରିଷ୍ଠ ସାମ୍ବାଦିକ ଜଗଦୀଶ ସୁନା, ବିରଞ୍ଚି ଜାଲ,ଜନ୍ମେଜୟ ରଣା, ବିଜେଡି ଜିଲ୍ଲା ଉପସଭାପତି ସୁଦ୍ଧାନସୁ ସିଂ ଦେଓ, ଅମୂଲ୍ୟ ସିଂ ଦେଓ,ଶ୍ୟାମ ବଗତ୍ତି,ସୁଶୀଲ ଶତପଥୀ,ହରିବନ୍ଧୁ ଶିକା, ବିଷ୍ଣୁପ୍ରସାଦ ବେହେରା, ଚନ୍ଦନ ମହାନନ୍ଦ ,ସୁମିତ ଜୈନ, ପ୍ରମୁଖ ଉପସ୍ଥିତ ରେ ବିଭିନ୍ନ ସମସ୍ୟା ଉପରେ ସମୀକ୍ଷା ହୋଇଥିଲା।

ଏଠାରେ ଭିଡିଓ ଦେଖନ୍ତୁ 

 

Related Post

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କୁ ଦୃଷ୍ଟି ରେ ରଖି କଂଗ୍ରେସ ପାର୍ଟି ପକ୍ଷରୁ ସରଗରମପ୍ରଚାର

Posted by - December 2, 2021 0
ବଙ୍ଗୋମୁଣ୍ଡାତା:(ଅଭିମନ୍ୟୁ ବହିଦାର) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତର ବିଭିନ୍ନ ଗାଁ ମାନଙ୍କ ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କୁ ଦୃଷ୍ଟି ରଖି କଂଗ୍ରେସ…

ପାଇକମାଳ ବିଜେପି କୃଷକ ମୋର୍ଚ୍ଚା ତରଫରୁ ପାଇକମାଲ ସେବା ସମବାୟ ସମିତି ଅଫିସକୁ ଘେରାଉ

Posted by - September 9, 2021 0
ବରଗଡ :ପଦ୍ମପୁର ବିଜେପି କୃଷକ ମୋର୍ଚ୍ଚା ଜିଲ୍ଲା ସଂଯୋଜକ ଯୋଗେନ୍ଦ୍ର ଭୋଇଙ୍କ ନେତୃତ୍ୱରେ ଆଜି ଶତାଧିକ ଚାଷୀ ଓ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଗହଣରେ ପାଇକମାଲ ସେବା ସମବାୟ…

ଯାଜପୁର ଜିଲା କଂଗ୍ରେସ ପକ୍ଷରୁ ପ୍ରତିବାଦ

Posted by - July 24, 2022 0
ଯାଜପୁର:ଏଆଇସିସି ଅଧ୍ୟକ୍ଷା ସୋନିଆ  ଗାନ୍ଧୀଙ୍କୁ ଇଡିର ନୋଟିସ ପ୍ରତିବାଦରେ ଯାଜପୁର ରେ ଜିଲା କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଛିIଜିଲା କଂଗ୍ରେସ ସଭାପତି ମନୋଜ ରାଉତଙ୍କ ନେତୃତ୍ୱରେଅନୁଷ୍ଠିତ Iଏହି ପ୍ରତିବାଦରେ ଜିଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀର ନେତୃବର୍ଗ ଯୋଗ ଦେଇ କେନ୍ଦ୍ରର ମୋଦି ସରକାରଙ୍କ ବିରୋଧରେ ବର୍ଷିଥିଲେ I ମୋଦି ସରକାରଙ୍କ ବିପଂଳତାକୁ କଂଗ୍ରେସ ପ୍ରସଙ୍ଗ କରୁଥିବାରୁ ଏଥିରେ ଇଶ୍ୱର୍ାନ୍ୱିତ ହୋଇ ବିଜେପି ଜାଣିଶୁଣି ଇଡିର ବ୍ୟବହାର କରୁଛି ବୋଲି ଅଭିଯୋଗ କରିଥିଲେ । ସହରର ଗାନ୍ଧୀଛକରେ କଂଗ୍ରେସ କର୍ମୀ ମାନେ ଏକତ୍ରିତ ହୋଇ ମୋଦି ସରକାର ବିରୋଧରେ ନାରାବାଜି କରିବା ପରେ ଏକ ଶୋଭାଯାତ୍ରାରେ ପୋଷ୍ଟ ଅପିଂସ ସାମ୍ନାକୁ ଆସି ପ୍ରତିବାଦ କରିଥିଲେ । ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା,ଯାଜପୁର ବିଧାୟକ ପ୍ରାର୍ଥୀ ସନ୍ତୋଷ ନନ୍ଦ ଙ୍କ ସମେତ ବିଭିନ୍ନ ନିର୍ବାଚନ ମଣ୍ଡଳୀର ନେତୃବର୍ଗ ସାମିଲ ହୋଇଥିଲେ ।

ମହିଳା ବିଜେପିର ଆନ୍ଦୋଳନ

Posted by - December 25, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ )ରାଜ୍ୟର ମହିଳା ଓ ଶିଶୁ ଅପରାଧ ନିୟନ୍ତ୍ରଣ ପ୍ରକୋଷ୍ଠ ର ନିଷ୍କ୍ରିୟତା ଫଳରେ ରାଜ୍ୟର ଦୈନନ୍ଦିନ ଶିଶୁ ଓ ମହିଳା ଙ୍କ ଉପରେ ଘଟୁଛି…