ଭାଲୁମୁଣ୍ଡା ରେ ଷୋହଲ ପହରୀ ନାମଯଜ୍ଞ ଅନୁଷ୍ଠିତ

113 0

ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର )) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା କୋଲନିପଡା ଠାରେ ୧୬ ପହରୀ। ନାମ ଯଜ୍ଞ ଯୋଗେନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ନାମଯଜ୍ଞରେ ବୈଷ୍ଣବ ହଂସ ଧର୍ମପତ୍ନୀ ଜ୍ଞାନେଶ୍ବରୀ ସାଗରିଆ କର୍ତ୍ତା ଭାବେ ଥିବା ବେଳେ ପୂଜକ ରାଜକିଶୋର ଦାଶ ଜପକ ଭାବରେ ଦୁଇ ଜଣ ସହଯୋଗ କରିଥିଲେ। ଏହି ନାମ କୀର୍ତ୍ତନ ରେ ଆଠ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ ।

ଯଜ୍ଞକୁ ଭାଲୁମୁଣ୍ଡା ପହରୀ କମିଟିର ସଭାପତି ତ୍ରିନାଥ ମେହେର, ସଂପାଦକ ଅମୁଲ୍ୟ ସାହୁ, ବେଳୁନ ବାଛ,ବିଦ୍ୟାମେହେର,ମାଲଖମ ମେହେର, ଭାଲୁମୁଣ୍ଡା ମା ସମଲେଶ୍ୱରୀ ଡ୍ରାଇବାର ସଂଘ ର ସମସ୍ତ ସଦସ୍ୟ ,କୋଲାନିପଡା ସମସ୍ତ ମହିଳା ଗୋଷ୍ଠୀ, ତଥା ଭାଲୁମୁଣ୍ଡା ଗ୍ରାମ ବସି ସାହାଯ୍ୟ କରିଥିଲେ । ଏହି ପହରିରେ ମିନାବଜାର ସହିତ ବହୁତ ଆକର୍ଷଣ ଦେଖିବା ଜିନିଷପତ୍ର ଏବଂ ଗ୍ରାମକୁ ସୁସଜ୍ଜିତ କରାଯାଇଥିଲା । ଏହି ଯାତ୍ରା ତିନି ଦିନ ଧରି ଚାଲିବ ବୋଲି କମିଟିର ସଭାପତି ତ୍ରିନାଥ ମେହେର ସୂଚନା ଦେଇଛନ୍ତି।

ଏଠାରେ ଭିଡିଓ ଦେଖନ୍ତୁ 

 

Related Post

କୋଇଲିସୂତା ମହିମା ଆଶ୍ରମରେ କାର୍ତ୍ତିକ ଚତୁର୍ଦ୍ଧଶୀ ଅବସରରେ ଅଖଣ୍ଡ ମହାମନ୍ତ୍ର ଯଜ୍ଞ ଅନୁଷ୍ଠିତ

Posted by - November 19, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)କାର୍ତ୍ତିକ ମାସ କୁ ପୁଣ୍ୟ ମାସ ବୋଲି ଓଡିଶା ର ପୁର ପଲ୍ଲୀ, ସହର ବଜାର,ମନ୍ଦିର, ମଠ ସବୁଠି ପାଳିତ ହେବା ସହିତ ସବୁଠି…

ଗ୍ରାମାଞ୍ଚଳରେ ହାଇପର ମାର୍କେଟ ଖୋଲିଲା

Posted by - February 6, 2022 0
ଯାଜପୁର:ସହରାଞ୍ଚଳ ଭଳି ଗ୍ରାମାଞ୍ଚଳରେ ହାଇପର ମାର୍କେଟର ଚାହିଦା ବଡ଼ିବାରେ ଲାଗିଛି l ଦେଶ ତଥା ରାଜ୍ୟର ବଡ଼ ବଡ଼ ସହର ମାନଙ୍କରେ ଅତ୍ୟାଧୁନିକ ହାଇପର ମାର୍କେଟି ଦେଖିବାକୁ…

ଯାଜପୁର ଯାଗେଶ୍ୱରପୁର ଠାରେ ମଂଗଳା ମନ୍ଦୀର ପରିସରରେ ମଂଗଳା ଓଷା ଉଦଯାପିତ

Posted by - October 14, 2021 0
ଯାଜପୁର ଯାଗେଶ୍ୱରପୁର ଠାରେ ମଂଗଳା ମନ୍ଦୀର ପରିସରରେ ମଂଗଳା ଓଷା ଉଦଯାପିତ ହୋଇଯାଇଛିି ଏହି ମେଳା କରିବା ପାଇଁ ଆଖାପାଖ ଅଂଚଳର ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଆସିଥିଲେ । ପାରମ୍ପରିକ ଋତିନିତି ଅନୁଯାୟୀ ପୂଜାର୍ଚ୍ଚନା କରିବା ସହିତ ଭୋଗ ଓ ନୈବେଦ୍ୟ ଅର୍ପଣ କରାଯାଇଥିଲା । ପ୍ରତିବର୍ଷ ଆଶ୍ୱୀନ ମାସର ପ୍ରତି ମଂଗଳବାର ଏହି ଓଷା ପାଳନ କରାଯାଇଥିଲା । ରାଧାଷ୍ଟମୀ ଠାରୁ ଦୂର୍ଗାଷ୍ଟମୀ ପର୍ଯ୍ୟନ୍ତ ଏହି ଓଷା ପାଳିତ ହୋଇଥାଏ ।  

ପଜିଟିଭ ବାହାରିବାର ୭ ଦିନ ପରେ ରାସ୍ତା ସିଲ୍ କୁ ନେଇ ସ୍ଥାନୀୟ ଲୋକଙ୍କ ବିରୋଧ

Posted by - August 25, 2020 0
ଯାଜପୁର ଅଫିସ :ଯାଜପୁର ଜିଲ୍ଲା ଅରେ଼ଇ ଗ୍ରାମ ସାମଲ ସାହି ଠାରୁ ସାହୁ ସାହି ପର୍ଯ୍ୟନ୍ତ ରାସ୍ତା ସିଲ୍ କୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ। ଉକ୍ତ ଅଂଚଳରେ…

ମୁନିଗୁଡା ନୂତନ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ଉଛେଦ କାମ ଆରମ୍ଭ

Posted by - June 17, 2022 0
ମୁନିଗୁଡା:(ରମାକାନ୍ତ ପାଡାଲ୍)ମୁନିଗୁଡା ବସ ଷ୍ଟାଣ୍ଡ ର ବିକାଶ ଓ ନୂତନ ଷ୍ଟାଣ୍ଡ ନିର୍ମାଣ ପାଇଁ ସରକାର  ୬ ରୁ ୭ କୋଟି ଟଙ୍କା ମଞ୍ଜୁର କରି ନୂତନ…