Breaking News
2:05 pmତେଲ ରେଟ କମିବାରୁ କମିଲା ବସ ଭଡା ,ସାଧାରଣ ବସରେ କିଲୋମିଟର ପିଛା ୩ ପଇସା ହ୍ରାସ, 2:04 pmପାରାଦୀପ ରେ ଫାଟିଲା IOCL ତେଲ ପାଇପ ,ଘଟଣା ସ୍ଥଳ ରେ ପହଞ୍ଚିଲେ IOCL ଅଗ୍ନିଶମ ବାହିନୀ, ପ୍ରଚୁର ମାତ୍ର ରେ ତେଲ ବହି ପାଣି ରେ ମିଶୁଚି 1:58 pmଭୁବନେଶ୍ବର: ରାଜ୍ୟସଭା ଉପନିର୍ବାଚନ ଲାଗି ବିଧାନସଭା ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ 10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ଅସହାୟ କୁ ସହାୟତା କରିବାକୁ ଆଗେଇ ଆସିଛନ୍ତି ସେଚ୍ଛାସେବୀ

253 0

ସୋନପୁର:(ଅଜିତ କୁମାର ପୂଝlରୀ)କୋମଳ ଶିଶୁ ପେଟ ର ନାଭିରୁ ଝରୁଛି ରକ୍ତ l ଏପରି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଗଣ୍ଡା ବହାଲ ଗ୍ରାମରେ l ଦିବ୍ୟ ଜଗଦଲାଙ୍କ ତିନି ବର୍ଷ ର ପୁଅ ଇସନ୍ ଙ୍କ ପେଟ ନାଭି ଟି ଫୁଲି ରହୁଛି ଓ ରକ୍ତ ପଡ଼ୁଚି l

ତାହାର ଚିକିତ୍ସା ସକାଶେ ଆଜି ସୁବର୍ଣ୍ଣପୁର ଜିଲ୍ଲାର ପଶ୍ଚିମ ଓଡିଶା ୟୁବ ମଞ୍ଚ ର ବରିଷ୍ଟ କର୍ମକର୍ତ୍ତା ମନୋଜ ପଣ୍ଡା , ରଶ୍ମି ରଂଜନ ବାବୁ , ଦେବଦତ୍ତ ପ୍ରଧାନ ପ୍ରମୁଖ ଆଜି ସୁବର୍ଣ୍ଣପୁର ଜିଲ୍ଲାର ମୂଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ ପରାମର୍ଶ ନେଇଛନ୍ତି l

ଆଗକୁ ଇସନ କିପରି ଭଲ ଲାଗେ ଚିକିତ୍ସା ପାଇ ପାରିବ ସେ ବିଷୟ ରେ କଥାବାର୍ତ୍ତା ହୋଇ ତାହାର ଯାହା ସୁବିଧା ସରକାରୀ ଭାବେ କରାଯାଇ ପାରିବ ସେ ବିଷୟ ରେ ପ୍ରତିଶ୍ରୁତି ପାଇ ଥିବାର ଇଶନ ର ବାପା କହିଛନ୍ତି । ସ୍ବେଛାସେବୀ ମନୋଜ ପଣ୍ଡା ଅସହାୟ ଙ୍କୁ ସହାୟତା କରିଥିବାରୁ ବୁଦ୍ଧିଯିବି ମାନେ ଶୁବେଛା ଜଣାଇଛନ୍ତି l

 

Facebook Notice for EU! You need to login to view and post FB Comments!

Related Post

ରାଜଧାନୀର ଗ‌ଳିକନ୍ଦିରେ ବ୍ରାଉନସୁଗାର

Posted by - December 8, 2018 0
ସମଗ୍ର ରାଜଧାନୀକୁ ଏବେ ଏହି ବିଷ ବ୍ୟାପୀ ଗଲାଣି। ରାଜଧାନୀର ଗ‌ଳିକନ୍ଦିରେ ମିଳିଲାଣି ବ୍ରାଉନସୁଗାର(ଧଳା ଜହର)। ଗତକାଲି ରାତିରେ ଖାରବେଳନଗର ଥାନା ପୁଲିସ ଓ କ୍ୟୁଏଟି ଗିରଫ…

ସାଇବାବା ଙ୍କ ୯୬ତମ ଜନ୍ମ ଦୀନ ଅବସରରେ ୪୭ ୟୁନିଟ ରକ୍ତ ସଂଗ୍ରହ

Posted by - November 17, 2021 0
ବୌଦ୍ଧ (ଚିତ୍ତ ରଂଜନ ସିଂ )ଶ୍ରୀ ସତ୍ୟସାଇ ସେବାସଂଗଠନ ବୌଦ୍ଧ ଆନୁକୂଲ୍ୟରେ ସ୍ଥାନୀୟ ଚାରିଛକ ସ୍ଥିତ କେଦାରେଶ୍ୱର ଶିବମନ୍ଦିର ପ୍ରାଙ୍ଗଣରେ ପ୍ରେମ ସଂଜୀବନୀ ଶୀର୍ଷକ ଏକ ସେଚ୍ଛାକୃତ…

ଓଏମ୍‌ଜି ରେକର୍ଡ଼ ବୁକରେ ବରୀ ପୁଅ ପେପରମ୍ୟାନ ଇଣ୍ଡିଆ ଶଶାଙ୍କ

Posted by - May 17, 2021 0
ବରୀ:(ସ୍ନେହଂଶୁ ଶେଖର ମହାନ୍ତି)ବରୀ ମାଟିର ପୁଅ ଓଡ଼ିଶାର ବିଶିଷ୍ଟ ଖବରକାଗଜ ସଂଗ୍ରାହକ ପେପରମ୍ୟାନ ଇଣ୍ଡିଆ ଭାବେ ପରିଚିତ ହୋଇଥିବା ଶଶାଙ୍କ ଶେଖର ଦାଶଙ୍କ ନାମ ଓଏମ୍‌ଜି ରେକର୍ଡ଼…

ବରୀ ପଞ୍ଚାୟତ କାର୍ଯ୍ୟାଳୟରେ ଓଡ଼ିଶା ଜୀବିକା ମିଶନ କର୍ମଶାଳା

Posted by - December 23, 2019 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି )ଯାଜପୁର ଜିଲ୍ଲା ବରୀବ୍ଲକ ଅଧିନ ବରୀ ପଞ୍ଚାୟତ କାର୍ଯ୍ୟାଳୟ ପରିଶରରେ ଥିବା ରାଜିବ ଗାନ୍ଧୀ ସେବା କେନ୍ଦ୍ରରେ ରାଜ୍ୟ ଜୀବିକା ମିଶନ ଓଡ଼ିଶା…