ସୋନପୁର:(ଅଜିତ କୁମାର ପୂଝlରୀ)କୋମଳ ଶିଶୁ ପେଟ ର ନାଭିରୁ ଝରୁଛି ରକ୍ତ l ଏପରି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଗଣ୍ଡା ବହାଲ ଗ୍ରାମରେ l ଦିବ୍ୟ ଜଗଦଲାଙ୍କ ତିନି ବର୍ଷ ର ପୁଅ ଇସନ୍ ଙ୍କ ପେଟ ନାଭି ଟି ଫୁଲି ରହୁଛି ଓ ରକ୍ତ ପଡ଼ୁଚି l
ତାହାର ଚିକିତ୍ସା ସକାଶେ ଆଜି ସୁବର୍ଣ୍ଣପୁର ଜିଲ୍ଲାର ପଶ୍ଚିମ ଓଡିଶା ୟୁବ ମଞ୍ଚ ର ବରିଷ୍ଟ କର୍ମକର୍ତ୍ତା ମନୋଜ ପଣ୍ଡା , ରଶ୍ମି ରଂଜନ ବାବୁ , ଦେବଦତ୍ତ ପ୍ରଧାନ ପ୍ରମୁଖ ଆଜି ସୁବର୍ଣ୍ଣପୁର ଜିଲ୍ଲାର ମୂଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ ପରାମର୍ଶ ନେଇଛନ୍ତି l
ଆଗକୁ ଇସନ କିପରି ଭଲ ଲାଗେ ଚିକିତ୍ସା ପାଇ ପାରିବ ସେ ବିଷୟ ରେ କଥାବାର୍ତ୍ତା ହୋଇ ତାହାର ଯାହା ସୁବିଧା ସରକାରୀ ଭାବେ କରାଯାଇ ପାରିବ ସେ ବିଷୟ ରେ ପ୍ରତିଶ୍ରୁତି ପାଇ ଥିବାର ଇଶନ ର ବାପା କହିଛନ୍ତି । ସ୍ବେଛାସେବୀ ମନୋଜ ପଣ୍ଡା ଅସହାୟ ଙ୍କୁ ସହାୟତା କରିଥିବାରୁ ବୁଦ୍ଧିଯିବି ମାନେ ଶୁବେଛା ଜଣାଇଛନ୍ତି l
Facebook Notice for EU!
You need to login to view and post FB Comments!