Breaking News
5:31 pmଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା 5:29 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା 5:26 pmଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 5:25 pmପୁରୀ-ଗୁଣୁପୁର ଟ୍ରେନ ଲାଇନଚ୍ୟୁତ। ପୁରୀ ଷ୍ଟେସନରେ ଟ୍ରେନ୍‌ ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍‌ଚ୍ୟୁତ 5:24 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା

ଧିରେ ଧିରେ ବୃଦ୍ଧି ହେଉଛି ବୌଦ୍ଧ ଜିଲ୍ଲାରେ କରୋନା ଗ୍ରାଫ

372 0

ବୌଦ୍ଧ :ବୌଦ୍ଧ ଜିଲ୍ଲାରେ ଧିରେ ଧିରେ ତୃତୀୟ ଲହର କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି!ଜିଲ୍ଲା ସୂଚନା ଅନୁଯାଇ ଆଜି ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକ ତେଲିବନ୍ଧ ରୁ ଜଣେ, ବୌଦ୍ଧ NAC ପୋଡାପଡା ରୁ ଜଣେ ଓ ରାଜନ ପାଲି ରୁ ୨ଜଣ, ହରଭଙ୍ଗା ବ୍ଲକ ତଳ ଗାଁ ପଂଚାୟତ ସାନକୋଇ ଓ ପୁରୁଣାପାଣି ଏବଂ ରାମଗଡ ପଂଚାୟତ କୋଡାପଡା ଗ୍ରାମରୁ ରୁ ଜଣେ ଲେଖାଏଁ, ଏବଂ କଣ୍ଟାମାଳ ବ୍ଲକ ଘଣ୍ଟାପଡା ପଂଚାୟତ ସିର୍ମାଲ, ଖୁଣ୍ଟିଗୋରେ ପଞ୍ଚାୟତ ଖୁଣ୍ଟିଗୋରା ଓ ସିମିଲିପଦର ପଞ୍ଚାୟତ ସିମିଲିପଦର, ଲୋକାପଡା ରୁ ଜଣେ ଲେଖାଏଁ ନୂତନ କରୋନା ସଂକ୍ରମଣ ରୋଗୀ ଚି଼ହ୍ନଟ ହୋଇଥିବାର ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂ ସୂଚନା ଦେଇଛନ୍ତି!

Related Post

ଉତ୍କଳ ସେଣ୍ଟର ପଏଣ୍ଟରେ ୧୮ରୁ ୪୪ବର୍ଷର୧ମ ଡୋଜ ଟୀକାକରଣ

Posted by - June 21, 2021 0
ବ୍ୟାସନଗର: ଯାଜପୁର ଜିଲ୍ଲାର ଶିଳ୍ପ ବାଣିଜ୍ୟ ସହର ବ୍ୟାସନଗର (ଯାଜପୁରରୋଡ)ର ଚୋରଦା ବାଇପାସ ଛକ ମେନ ରୋଡରେ ଅବସ୍ଥିତ “ଉତ୍କଳ ସେଣ୍ଟର ପଏଣ୍ଟ”ରେ ୧୮ରୁ ୪୪ବର୍ଷର ବର୍ଗଙ୍କ ମଧ୍ୟରେ…

ଅନୁଗୁଳରେ ଆଉ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଆକ୍ରାନ୍ତଙ୍କ ସଂଖ୍ୟା ୧୨୧ରେ ପହଞ୍ଚିଲା

Posted by - July 11, 2020 0
ଅନୁଗୁଳ:(ମହେଶ ଭୋମରାଜ )ଆଜି ଅନୁଗୋଳରୁ ୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ କିଶୋରନଗର ବ୍ଳକ୍ ଅଂଚଳର ୨ ଜଣ ପୁରୁଷ ଓ ଜଣେ ମହିଳା…

ଅନୁଗୁଳରେ ବେକାବୁ ହେଉଛି କରୋନା: ୯ ପଞ୍ଚାୟତ ସଟଡାଉନ,ଜିଲ୍ଲାପାଳଙ୍କ ମୁଖ୍ୟ ଡାକ୍ତରଖାନା ପରିଦର୍ଶନ

Posted by - July 16, 2020 888
ଅନୁଗୁଳ:( ମହେଶ ଭୋମରାଜ) ଜିଲ୍ଲାରେ କରୋନା ସ୍ଥିତି ଧୀରେ ଧୀରେ ଗମ୍ଭୀର ହୋଇ ଚାଲିଛି । ପ୍ରତ୍ୟେକ ଦିନ କିଛି ନା କିଛି ରୋଗୀ ଚିହ୍ନଟ ହେଉଛନ୍ତି…

ଅନୁଗୋଳ ଜିଲ୍ଲାରୁ ୪୦ଜଣ କରୋନା ପଜିଟିଭ ଚିହ୍ନଟ । ପଜିଟିଭ୍ ସଂଖ୍ୟା ପହଞ୍ଚିଲା ୬୧୯ରେ

Posted by - August 22, 2020 0
ଅନୁଗୋଳ:(ମହେଶ ଭୋମରାଜ )ଜିଲ୍ଲାରୁ ଅାଜି ୪୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।ସେମାନଙ୍କ ମଧ୍ୟରୁ ବଅଁରପାଳ ବ୍ଲକ ଅଞ୍ଚଳର ୧୭ ଜଣ,ତାଳଚେର ବ୍ଲକ ଅଞ୍ଚଳର ୧୧ଜଣ,ଅନୁଗୋଳ ପୌରାଞ୍ଚଳରୁ…

କୋରୋନା ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ପାଇଛି 

Posted by - September 9, 2020 0
ଯାଜପୁର(ଆନନ୍ଦଚନ୍ଦ୍ରସାହୁ)ଯାଜପୁର ଜିଲାରେ ଆସିଥିବା ବନ୍ୟା ପରେ କୋରୋନା ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ପାଇଛିବିଶେଷକରି ଯାଜପୁର,ଦଶରଥପୁର,ବିଂଝାରପୁର,ବରୀ ଏବଂ ରସୁଲପୁର ବ୍ଲକରୁ ଅଧିକରୁ ଅଧିକ ସଂଖ୍ୟକ କୋରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି ସେଥିପାଇଁ ଏହି ସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ କୋଭିଡ ନିୟମକୁ କଡାକଡି ଭାବେ ଲାଗୁ କରିବାକୁ ଜିଲାପ୍ରଶାସନ ନିଷ୍ପତି ହୋଇଛି । ବନ୍ୟା ସମୟରେ କୋରୋନା କଟକଣାକୁ କୋହଳ କରାଯାଇଥିଲା କିନ୍ତୁ ଏବେ ପୁଣି ମାସ୍କ ପିନ୍ଧିବାକୁ କଡାକଡି କରାଯିବା ସହିତ ସାମାଜିକ ଦୂରତା ରକ୍ଷା କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷକରି ବିଭିନ୍ନ ଦୋକାନ ଓ ବ୍ୟବସାୟୀ ମାନେ ଗ୍ରାହକଙ୍କୁ କୋଭିଡ ନିୟମ ପାଳନ କରିବାକୁ ବାଧ୍ୟ କରିବା ଆବଶ୍ୟକ ବୋଲି ଜିଲାପାଳ ନିର୍ଦ୍ଧେଶ ଦେଇଛନ୍ତି ।କୋରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଅଂଚଳରେ ଘରକୁ ଘର ବୁଲି ସାମ୍ପୁଲ ପରିକ୍ଷା କରାଯିବ ଓ ଏଥିରେ ସମସ୍ତେ ସହଯୋଗ କରିବାକୁ ଜିଲାପାଳ ନିବେଦନ କରିଛନ୍ତି ।