Breaking News
5:31 pmଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା 5:29 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା 5:26 pmଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 5:25 pmପୁରୀ-ଗୁଣୁପୁର ଟ୍ରେନ ଲାଇନଚ୍ୟୁତ। ପୁରୀ ଷ୍ଟେସନରେ ଟ୍ରେନ୍‌ ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍‌ଚ୍ୟୁତ 5:24 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା

ହୃଦଘାତ ରେ ଚାଷୀ ଙ୍କ ମୃତ୍ୟୁ

461 0

ବସ୍ତା:(ପ୍ରଭାକର ମଲ୍ଲିକ)ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ବେଲା ଗ୍ରାମ ର ଚାଷୀ ପଦାରବିନ୍ଦ ସାହୁ (୬୩) ଗୁରୁବାର ହୃଦଘାତ ରେ ପ୍ରାଣ ହରାଇଛନ୍ତି l ସବୁଦିନ ଭଳି ସେ ସକାଳେ ମଣିଙ୍ଗ ୱାକ ରେ ଯାଇଥିଲେ l ହଠାତ ଅସୁସ୍ଥ ଅନୁଭବ କରିବାରୁ ସ୍ଥାନୀୟ ଲୋକେ ତାଙ୍କୁ ଘରକୁ ନେଇଆସିଥିଲେ l ଏହାପରେ ପରିବାର ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ l

ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ l ଜଣେ ଅଗ୍ରଣୀ ଚାଷୀ, ମାର୍ଜିତ ବ୍ୟବହାର, ଆଧ୍ୟାତ୍ମିକବାଦୀ, ମିଷ୍ଟଭାଷୀ ଭାବେ ସେ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଥିଲେ  l ତାଙ୍କ ମୃତ୍ୟୁଶଯ୍ୟା ରେ ସ୍ତ୍ରୀ, ପୁଅ, ପୁଅବୋହୂ, ଝିଅ ଜ୍ୱାଇଁ,ନାତି ନାତୁଣୀ, ବନ୍ଧୁ ବାନ୍ଧବ ଓ ଗ୍ରାମବାସୀ ଉପସ୍ଥିତ ଥିଲେ l ତାଙ୍କ ମରଶରୀର କୁ ଶୋଭାଯାତ୍ରା ରେ ନିଆଯାଇ ଗାଁ ଶ୍ମଶlନ ରେ ଅନ୍ତେଷ୍ଟି କ୍ରିୟା ସମ୍ପନ୍ନ କରାଯାଇଥିଲା l

Related Post

ଲମ୍ବମରୀ ପଞ୍ଚାୟତବାସୀଙ୍କ ପକ୍ଷରୁ କଣ୍ଟାମାଳ ତହସିଲ ଘେରାଉ

Posted by - July 27, 2021 0
ବୌଦ୍ଧ(ଚିତ୍ତରଞ୍ଜନ ସିଂ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଲମ୍ବସରୀ ପଞ୍ଚାୟତରେ ପ୍ରସ୍ତାବିତ R.I ଅଫିସ ଦପଲାକୁ ସ୍ଥାନାନ୍ତର ପ୍ରୟାସ ପ୍ରତିବାଦରେ ଆଜି ଲମ୍ବସରୀ ପଞ୍ଚାୟତ ସମେତ…

ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ହେଲେ କେଶବ ନାରାୟଣ ଜୈନ

Posted by - March 25, 2022 0
ବଙ୍ଗୋମୁଣ୍ଡା: ତା୨୩/୩(ଅଭିମନ୍ୟୁ ବହିଦାର) ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତିର ଆଜି ବୁଧବାର ଥିଲା ଉପାଧ୍ୟକ୍ଷ ନିର୍ବାଚନ ରେ କଂଗ୍ରେସ ସମରର୍ଥିତ ପ୍ରାଥି କେଶବ ନାରାୟଣ ଜୈନ…

ବିଶ୍ଵ ହକି କପ୍ ଓ ବୌଦ୍ଧ ମହୋତ୍ସବ କୁ ନେଇ କଣ୍ଟାମାଳ ବ୍ଲକ୍ ରେ ମଶାଲ ଶୋଭାଯାତ୍ରା

Posted by - January 12, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଉମା ପଞ୍ଚାୟତ ଅନ୍ତର୍ଗତ ରେଘାମୁଣ୍ଡା ସ୍ଥିତ ଐତିହ୍ୟ ପୀଠ ଦେଢ଼ ଶୁର ଭାଇବୋହୁ ପାହାଡ଼ ସ୍ଥିତ ବାବା କପିଳେଶ୍ୱର ମନ୍ଦିରରୁ…

ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭୀ ଅନୁଷ୍ଠିତ

Posted by - November 14, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)କୋଭିଡ ମହାମାରୀ ଆତଙ୍କ ଯୋଗୁଁ ଦୀର୍ଘଦିନ ପରେ ସ୍କୁଲ ଖୋଲିଛି ସ୍କୁଲ। ହସ ହସ ମୁହଁରେ ପୁଣି ନିଜ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ସହାପାଠୀ…

ପୌରନିର୍ବାଚନ ପରିଚାଳନା ତାଲିମ ଶିବିର

Posted by - March 16, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ସୁବର୍ଣ୍ଣପୁର ଜିଲ୍ଲା ର ସୋନପୁର ମ୍ୟୁନିସିପାଲିଟି,ବିନିକା ଏନଏ ସି, ଓ ତରଭା ଏନ୍‌ଏସି ରେ ନିର୍ବାଚନ ପରିଚାଳନା ପାଇଁ ଆଜି ଏକ ତାଲିମ ଶିବିର…