ଗଞ୍ଜାମ ଜିଲ୍ଲା ସୋରଡ଼ାରେ ରାଜନୈତିକ ହିଂସାକୁ ନେଇ ବିଜେପି ସମର୍ଥକଙ୍କ ମୃତ୍ୟୁ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଏନେଇ ସୂଚନା ଦେଇଛନ୍ତି। ମୃତକ ହେଲେ ସନ୍ତୋଷ ପତି। ତାଙ୍କ ଘର କଦଳୀଝୋଳା ଗାଁରେ ବୋଲି ଜଣାପଡ଼ିଛି।

780 0

Related Post

Leave a comment

Your email address will not be published.