ପ୍ରଶାସନ ଶୁଣିଲେନି ଗ୍ରାମର ଦୁର୍ଦଶା, ଶେଷରେ ଗୌତିଆ କଲେ ସମ୍ପୂର୍ଣ ସ୍ଵଚ୍ଛ

124 0

ବରଗଡ:ବରଗଡ ଜ଼ିଲ୍ଲା ର ବିଜେପୁର ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ଗାଇସିଲାଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଗାଁର ୭ନମ୍ବର ୱାର୍ଡରେ ଡ୍ରେନ ପୋତି ହୋଇ ଯାଇଥିବାରୁ ଦୀର୍ଘ ୨ ମାସ ହେଲା ଗାଁ ଦାଣ୍ଡରେ ନର୍ଦ୍ଦମା ପାଣି ବୋହି ଯାଉଥିଲା । ଏ ନେଇ ୭ ନମ୍ବର ୱା ର୍ଡର ଜନସାଧାରଣ ଓ ସରପଞ୍ଚ ଗାଇସିଲେଟ ବିଡ଼ିଓଙ୍କ ଠାରେ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା । ସୂଚନା ଅନୁସାରେ କୌଣସି କାମରେ ଗାଁ ଗୌନ୍ତିଆ ରାମଚନ୍ଦ୍ର ପାତ୍ର ସେହି ୱାର୍ଡକୁ ଆସିଥିଲେ ।

ସେହି ୱାର୍ଡର ଲୋକେ ଡ୍ରେନ୍‌ ବିଷୟକୁ ନେଇ ଗାଁ ଗୌନ୍ତିଆଙ୍କ ଦୃଷ୍ଟି ଆର୍କଷଣ କରିଥିଲେ । ଗଣପର୍ବ ନୁଆଁଖାଇକୁ ଦୃଷ୍ଟିରେ ରଖି ନିଜସ୍ଵ ଖର୍ଚ୍ଚରେ ଗୌନ୍ତିଆ ଶ୍ରୀ ପାତ୍ର ସଙ୍ଗେ ସଙ୍ଗେ ଡ୍ରେନ୍‌ ମରାମତି କାମ ଆରମ୍ଭ କରିଥିଲେ । ଏଥିପାଇଁ ୭ ନମ୍ବର ୱାର୍ଡବାସୀ ଗାଁ ଗୌନ୍ତିଆ ରାମଚନ୍ଦ୍ର ପାତ୍ରଙ୍କୁ ଭୂୟସି ପ୍ରସଂଶା କରୁଛନ୍ତି ।

Related Post

ପ୍ରେମିକ ସାଜିଲା କଂସେଇ : ହତ୍ୟାକାରୀ ପ୍ରେମିକକୁ ଗିରଫ କଲା ପୋଲିସ .

Posted by - September 3, 2020 0
ଅନୁଗୁଳ:ଅନୁଗୁଳ ଜିଲ୍ଲା କିଆକଟା ଥାନା ଟୁସର ପଞ୍ଚାୟତ ଓରଡା ନାଳରେ ଗତ ୩୧ ତାରିଖ ଦିନ ସକାଳ ସମୟରେ ଏକ ଯୁବତୀଙ୍କ ମୃତ ଦେହ ଦେଖିବାକୁ ମିଳିଥିଲା…

ସାମାଜିକ ଓ ମାନବିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟପାଳ ଙ୍କ ଦ୍ଵାରା ସମ୍ମାନିତ ହେଲେ ଅଶ୍ବିନୀ କୁମାର ପରିଡା

Posted by - May 11, 2022 0
ଭୁବନେଶ୍ବର: (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ର ସୁଯୋଗ୍ୟ ସନ୍ତାନ ତଥା ବରିଷ୍ଠ ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଶ୍ବିନୀ କୁମାର ପରିଡା,…

ପ୍ରକାଶ ପାଇଲାନି ଘରୋଇ ବିଦ୍ୟାଳୟର ମାଟ୍ରିକ ଫଳାଫଳ।ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ହୋ ହାଲ୍ଲା।

Posted by - June 28, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ଗଞ୍ଜାମ ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଘରୋଇ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ଅସନ୍ତୋଷ।ମାଟ୍ରିକ ଫଳ ପ୍ରକାଶ ପାଇନଥିବାରୁ ଉପଜିଲ୍ଲାପାଳଙ୍କୁ ଦେଲେ…

ଶୀତଲଷଷ୍ଟି ଯାତ୍ରା ଶିବବିବାହ ସମ୍ପନ୍ନ

Posted by - June 5, 2022 0
ସମ୍ବଲପୁର:( ରମାକାନ୍ତ ବିଶ୍ବାଳ)ସମ୍ବଲପୁର ର ପ୍ରସିଦ୍ଦ ଶୀତଲଷଷ୍ଟି ଯାତ୍ରା ରେ ଦେବଦେବ ମହାଦେବ ଙ୍କ ସହ ଜଗଜ୍ଜନନୀ ମାତା ପାର୍ବତୀଙ୍କ ଲୌକିକ ବିବାହ ଟି ସମ୍ପନ୍ନ ହୋଇଛି…

ମାଁ ସମଲେଶ୍ବରୀଙ୍କ ମନ୍ଦିର ରେ ଷୋଡଶ ପୁଜା ଆରମ୍ଭ

Posted by - September 30, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ର ଅଧିଷ୍ଠାତ୍ରୀ ଦେଵୀ ମାଁ ସମଲେଶ୍ବରୀଙ୍କ ମନ୍ଦିର ଠାରେ ମାଁଙ୍କ ଷୋଡ଼ଶପୂଜା ଆରମ୍ଭ ହୋଇଛି । ଏଥିସହ ମାଁ ସମଲେଶ୍ବରୀଙ୍କ ପୀଠରେ ଶାରଦୀୟ ଦଶହରା…