ରାଣିପଥର ଘାଟିରେ କାର୍ ଦୁର୍ଘଟଣା, ଶିକ୍ଷୟତ୍ରୀ ଗୁରୁତର

694 0

ବୌଦ୍ଧ୧୫/୭( ଚିତ୍ତରଂଜନ ସିଂ) ଚାରିଛକ- ଫୁଲବାଣି ରାସ୍ତାର ରାଣିପଥର ଘାଟି ନିକଟରେ ଆଜି ଭୋର୍ ସକାଳୁ ଏକ କାର୍ ଦୁର୍ଘଟଣା ଗ୍ରସ୍ତ ହୋଇ ଜଣେ ଶିକ୍ଷୟତ୍ରୀ ଗୁରୁତର ହୋଇଥିବା ଜଣାପଡିଛି । ସୁଚନାମତେ (ଓଡି ୦୭ ଏଏ ୦୧୭୫) ନାମକ ଏକ କାର୍ ବୌଦ୍ଧ ବାପୁଜିନଗର ରୁ ବାହାରି ଫୁଲବାଣି ଯାଉଥିବା ସମୟରେ କାର୍ ଟି ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ।

ଫଳରେ କାର୍ ଥିବା ଶିକ୍ଷୟତ୍ରୀ ଦିବ୍ୟରାଣି ମୁଖୀ(୨୭) ଗୁରୁତର ଥିବାବେଳେ, ଚାଳକ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ପରେ ଖବର ପାଇ ଚାରିଛକ ଅଗ୍ନିଶମ ବିଭାଗ ପଂହଚି ଗୁରୁତର ଶିକ୍ଷୟତ୍ରୀଙ୍କୁ ପୁରୁଣାକଟକ ମେଡିକାଲ୍ ରେ ଭର୍ତି କରିଥିବା ଜଣାପଡିଛି । ସୁଚନା ଥାଉକି ଶିକ୍ଷୟତ୍ରୀ ଜଣକ ଆଠମଲ୍ଲିକ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟତ୍ରୀ ଭାବେ କାଯ୍ୟ କରୁଥିବା ଜଣାପଡିଛି ।

Related Post

ହାଟପଦା ପଡ଼ା ରାଇଜିଂ ଷ୍ଟାର ଫୁଟବଲ କ୍ଳବ ତରଫରୁ ପ୍ରଥମ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣ୍ଣ।ମେଣ୍ଟର ଦ୍ୱିତୀୟ ଦିନରେ ନାନାଝର ବିଜୟୀ

Posted by - February 16, 2023 0
ଟିଟିଲାଗଡ : (ସଞ୍ଜୟ କୁମାର ନାୟକ) ଚଳିତ ବର୍ଷ ପ୍ରଥମ ଥର ପାଇଁ ଫୁଟବଲ ପ୍ରେମି ଏବଂ ଖେଳାଳି ମାନଙ୍କ ନିମନ୍ତେ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣ୍ଣ।ମେଣ୍ଟ…

ବଡ଼ଗମଡା ରେ ସେମିଯାତ୍ରା ପାଳିତ

Posted by - December 9, 2021 0
ବଙ୍ଗୋମୁଣ୍ଡା:(ଅଭୀମନ୍ୟୁ ବହିଦାର)ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ପଞ୍ଚାୟତର ଆଦିବାସୀ ବହୁଳ ବଡଗମଡା ଗ୍ରାମରେ କନ୍ଧ ସମ୍ପ୍ରଦାୟର ଏକ ମୁଖ୍ୟ ପର୍ବ ସେମିଯ।।ତ୍ରା ମଙ୍ଗଳବାର ଦିନ ପାଳିତ…

ସୁବର୍ଣ୍ଣପୁର ଜିଲ୍ଲାରେ ଉଦଘାଟିତ ହୋଇଛି ଜିଲ୍ଲାସ୍ତରୀୟ ସୁରଭୀ କାର୍ଯ୍ୟକ୍ରମ

Posted by - November 6, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ଛାତ୍ରଛାତ୍ରୀ ମାନଙ୍କ ମାନସିକ, ବୌଦ୍ଧିକ ଓ ଶାରିରୀକ ବିକାଶ ପାଇଁ ସୁବର୍ଣ୍ଣପୁର ଜିଲ୍ଲାରେ ଉଦଘାଟିତ ହୋଇଛି ଜିଲ୍ଲାସ୍ତରୀୟ ସୁରଭୀ କାର୍ଯ୍ୟକ୍ରମ l ପ୍ରଥମେ ଜିଲ୍ଲାର…

ଟିଟିଲାଗଡ଼ ଆଇସେକ୍ଟ ସ୍କିଲ୍ ଡେଭେଲପମେଣ୍ଟ ସେଣ୍ଟରର ଛାତ୍ରଛାତ୍ରୀଙ୍କ ବିଜୟ ଷ୍ଟିଲ ପରିଦର୍ଶନ

Posted by - April 13, 2023 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଶିକ୍ଷା ଗ୍ରହଣ ଦ୍ଵାରା ହିଁ ଆଜି ମଣିଷ ସଂସାରରେ ସବୁ କିଛି କରିପାରୁଛି। ଦିନକୁ ଦିନ ଦୁନିଆ ଯେତେ ଉନ୍ନତି କରୁଛି ବିଭିନ୍ନ ପାଠ୍ୟକ୍ରମ…

ଅଂଚଳରେ ପରିଚିତ ଥିବା ବେଲାରାଣି ନର୍ସ ଙ୍କ ୯୫ ବର୍ଷ ରେ ପରୋଲକ

Posted by - July 16, 2021 0
ବୌଦ୍ଧ:( ଚିତ୍ତରଂଜନ ସିଂ) ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ପୁରୁଣାକଟକ ସ୍ଥିତ ନିଜ ବାସଭବନରେ ରହୁଥିବା ବେଲାରାଣି ବୋଷ୍ ଙ୍କ (୯୫) ବର୍ଷ ରେ ପରୋଲକ ହୋଇଥିବା ନେଇ ପରିବାର…