କମିଶନରେଟ୍‌ ପୁଲିସ୍‌ ପଞ୍ଝାରେ ୭ ଜଣିଆ ସାଇବର ଲୁଟେରା ଗ୍ୟାଙ୍ଗ,୧୬ ହଜାର ସିମ୍‌ କାର୍ଡ ଜବତ

592 0

ଭୁବନେଶ୍ୱର : କମିଶନରେଟ୍‌ ପୁଲିସ୍‌ ପଞ୍ଝାରେ ୭ ଜଣିଆ ସାଇବର ଲୁଟେରା ଗ୍ୟାଙ୍ଗ। ପୁଲିସ ସେମାନଙ୍କୁ ଗିରଫ କରିବା ସହିତ ୧୫୦ ମୋବାଇଲ, ୧୬ ହଜାର ସିମ୍‌ କାର୍ଡ ଜବତ କରିଛି। କଟକରେ ଅଫିସ କରି ଏହି ଅଭିଯୁକ୍ତମାନେ ସାଇବର ଅପରାଧ ଚଳାଇଥିଲେ। ପ୍ରି-ଆକ୍ଟିଭେଟେଡ୍‌ ସିମ୍‌ ଜରିଆରେ ଅପରାଧୀକ କାର୍ଯ୍ୟ କରୁଥିଲେ। ଅପରାଧୀମାନେ ଠକେଇ କରିବା ପରେ ସିମ୍‌ ଗୁଡ଼ିକୁ ନଷ୍ଟ କରି ଦେଉଥିଲେ ବୋଲି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। ଜବତ ହୋଇଥିବା ସିମ୍‌ ଭିତରୁ ନିର୍ଦ୍ଦିତ ଗୋଟିଏ କମ୍ପାନୀରେ ବେଶୀ। ତଦନ୍ତ ବେଳେ ସମ୍ପୃକ୍ତ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଡକାଯିବ ବୋଲି କମିଶନର କହିଛନ୍ତି।

କମିଶନରଙ୍କ କହିବା ଅନୁସାରେ ପ୍ରି-ଆକ୍ଟିଭେଟେଡ ସିମ୍‌ କରି ଓଡ଼ିଶା ବାହାରକୁ ପଠାଯାଉଥିଲେ। ତେବେ ଏସବୁ ସିମ୍ ନେଇ ଓଡ଼ିଶା ଭିତରେ କିଛି ଅପରାଧ ହୋଇନାହିଁ। ଓଡ଼ିଶା ବାହାରେ ସାଇବର ଅପରାଧ ଘଟାଯାଉଥିଲା। ତେକେ ନିର୍ଦ୍ଦିଷ୍ଟ କେଉଁ ସ୍ଥାନକୁ କୋରିଅର୍‌ରେ ସିମ୍‌ ଗୁଡ଼ିକ ଯାଉଥିଲା, ତାହା କହିହେବନାହିଁ। ପୁଲିସ ତାହା ଉପରେ ତଦନ୍ତ କରୁଛି ବୋଲି କମିଶନର କହିଛନ୍ତି।କମିଶନରଙ୍କ କହିବା ଅନୁସାରେ ସହିଦ୍‌ ନଗର ଥାନା ଅଞ୍ଚଳର ଏକ ମାମଲାର ଖୋଳତାଡ କରିବାକୁ ପାଇଁ ଏହି ଲିଙ୍କ ମିଳିଥିଲା। ତା’ପରେ ପୂରା ଘଟଣା ଉପରୁ ପର୍ଦ୍ଦା ହଟିଥିଲା ବୋଲି କମିଶନର କହିଛନ୍ତି।

Related Post

ଛ ବର୍ଷ ନାବାଳିକା କୁ ଦୁଷ୍କର୍ମ,ଅଭିଯୁକ୍ତ ଗିରଫ, ମା ଘର ତରଫରୁ ପରିବାର ଲୋକଙ୍କୁ ସମବେଦନା

Posted by - October 19, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ )ନବରଙ୍ଗପୁର ଜିଲ୍ଲା ତେନ୍ତୁଳି ଖୁଣ୍ଟି ଥାନା ଅଧୀନସ୍ଥ ଲାମତା ଗୁଡା ପଞ୍ଚାୟତ ଅନ୍ତର୍ଗତ କନ୍ନେଇମୁଣ୍ଡା ଗ୍ରାମରେ ମଙ୍ଗଳ ବାର ଦିନ ଛଅ ବର୍ଷ…

ଅପହଞ୍ଚ ଇଲାକାର କରୁଣ ଦୃଶ୍ୟ, ଗାଁ କୁ ପହଞ୍ଚିଲାନି ଶବ ବାହକ ଗାଡି, ୮ କିଲୋମିଟର ଶବ ବୋହିଲେ ଆତ୍ମୀୟ

Posted by - August 19, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଆଜାଦି କା ଅମୃତ ମହୋତ୍ସବ ଓ ୭୬ ତମ ସ୍ଵାଧୀନତା ଦିବସ ପାଳନ କରିସାରିଛି ଭାରତ ଦେଶ, କିନ୍ତୁ ଦେଶର…

କଂଗ୍ରେସ ଛାଡ଼ିବାର ପ୍ରଶ୍ନ ଉଠୁନି’,‘ମୁଁ ଛାତ୍ର ଜୀବନରୁ କଂଗ୍ରେସ -ନବ ଦାସ

Posted by - December 15, 2018 328
ଭୁବନେଶ୍ୱର: ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ନବ ଦାସ ଏହି ସୂଚନା ଦେଇଛନ୍ତି।କଂଗ୍ରେସ ଦଳ ଛାଡିବା ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ ବିଧାୟକ ନବ ଦାସ ପ୍ରତିକ୍ରିୟା ରଖିଛନ୍ତି। ଦଳ…

କୋକସରା ବ୍ଲକ ବିଡ଼ିଓ ଙ୍କ ସ୍ୱାମୀ ଙ୍କ ଦାଦାଗିରି ସାମ୍ବାଦିକ ଙ୍କୁ ହତ୍ୟା ଧମକ

Posted by - March 26, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ ଭାବେ ପରିଚିତ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ, ଗାଳିଗୁଲଜ, ହତ୍ୟା ଆଦି ଘଟଣା ରାଜ୍ୟରେ…

ଓଡ଼ିଶା – ଛତିଶଗଡ଼ ସୀମାନ୍ତରେ ଜବାନ ଓ ମାଓବାଦୀ ଗୁଳି ବିନିମୟ : ଖସିପଳାଇଲେ କ୍ୟାଡର ମାଓବାଦୀ

Posted by - October 26, 2022 0
ଭୁବନେଶ୍ୱର : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଓଡ଼ିଶାର ନୁଆପଡା ଜିଲ୍ଲା ଅନ୍ତର୍ଗତ ପାଟଧରା ସଙ୍ଗରକ୍ଷିତ ଜଙ୍ଗଲରେ ଜବାନ ଓ ମାଓବାଦୀ ଙ୍କ ମଧ୍ୟରେ…