ବେଲଗୁଣ୍ଠାରେ ୧୮ରୁ ୪୪ ବର୍ଷ ଟୀକାକରଣ ଆରମ୍ଭ, ପ୍ରଥମ ଦିନରେ ଟୀକା ନେଲେ ୮୯୮ ଜଣ

510 0

ବେଲଗୁଣ୍ଠା(ସୁଶାନ୍ତ କୁମାର ବେହେରା )କୋଭିଡ୍ ମହାଯୁଦ୍ଧର ମୁକାବିଲା ପାଇଁ ବ୍ୟାପକ ଟୀକାକରଣ ଏକ ଅମୋଘ ଅସ୍ତ୍ର ପାଲଟିଛି ।କେନ୍ଦ୍ର ଓ ରାଜ୍ୟ ସରକାର ଟୀକାକରଣକୁ ବ୍ୟାପକ କରିବା ପାଇଁ ବିଭିନ୍ନ ଦିଗରେ କାର୍ଯ୍ୟ କରୁଅଛନ୍ତି ।ପ୍ରଥମେ ବରିଷ୍ଠ ନାଗରିକ, ଦ୍ୱିତୀୟରେ ୪୫ ବର୍ଷରୁ ଅଧିକ ବ୍ୟକ୍ତି ଓ ବର୍ତ୍ତମାନ ତଥା ତୃତୀୟ ପର୍ଯ୍ୟାୟରେ ୧୮-୪୪ ବର୍ଷୀୟ ବ୍ୟକ୍ତିବିଶେଷ ଅର୍ଥାତ ଯୁବ ବର୍ଗ ମାନଙ୍କୁ ଟୀକାକରଣ କରାଯାଉଛି ।ବେଲଗୁଣ୍ଠା ଠାରେ ଆଜିଠାରୁ ୧୮-୪୪ ବର୍ଗ ପାଇଁ ଟୀକାକରଣ ଅଭଯାନ ଆରମ୍ଭ ହୋଇଅଛି ।

ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି କୋଭିଡ୍ ଟୀକାଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଅଛି ।ପ୍ରଥମ ଦିନରେ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୪୮୭ ଜଣ ଓ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ୪୧୧ ଜଣ ୧୮ରୁ ୪୪ ବର୍ଗୀୟ ବ୍ୟକ୍ତି ଟୀକାକରଣ କରାଇଥିବା ଜଣାପଡିଛି ।ଆଜି ମୋଟ ୯୧୯ ଜଣଙ୍କ ଟୀକାକରଣ ହୋଇଥିବା ବେଳେ ୮୯୮ ଜଣ ୧୮-୪୪ ବର୍ଗର ବ୍ୟକ୍ତିଙ୍କ ହୋଇଥିବା ଜଣାପଡିଛି ।

Related Post

‘କ୍ଷୀର ଅପେକ୍ଷା ବିଅର୍‌ ସ୍ୱାସ୍ଥ୍ୟ ପାଇଁ ହିତକର’: ପେଟା

Posted by - December 15, 2019 484
ନୂଆଦିଲ୍ଲୀ : ଆଲ୍‌କୋହଲ୍‌ ବା ନିଶାଦ୍ରବ୍ୟ ଶରୀର ପାଇଁ ହାନିକାରକ ବୋଲି ଏହା ସମସ୍ତେ ଜାଣନ୍ତି। କିନ୍ତୁ ନିକଟରେ ପେଟା ବା ‘ପିପୁଲ୍‌ ଫର୍‌ ଦି ଏଥିକାଲ୍‌…

ଜିଲ୍ଲାସ୍ତରୀୟ ଜାତୀୟ ସ୍ଵେଚ୍ଛାକୃତ ରକ୍ତଦାନ ଦିବସ

Posted by - October 1, 2022 0
ସୋନପୁର:( ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସ୍ଵାସ୍ଥ୍ୟ ସମିତି ତରଫରୁ ଜିଲ୍ଲାସ୍ତରୀୟ ଜାତୀୟ ସ୍ଵେଚ୍ଛାକୃତ ରକ୍ତଦାନ ଦିବସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ ତାଲିମ କେନ୍ଦ୍ରଠାରେ ପାଳିତ…

ଅନୁଗୋଳ ଜିଲ୍ଲାରୁ ୪୦ଜଣ କରୋନା ପଜିଟିଭ ଚିହ୍ନଟ । ପଜିଟିଭ୍ ସଂଖ୍ୟା ପହଞ୍ଚିଲା ୬୧୯ରେ

Posted by - August 22, 2020 0
ଅନୁଗୋଳ:(ମହେଶ ଭୋମରାଜ )ଜିଲ୍ଲାରୁ ଅାଜି ୪୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।ସେମାନଙ୍କ ମଧ୍ୟରୁ ବଅଁରପାଳ ବ୍ଲକ ଅଞ୍ଚଳର ୧୭ ଜଣ,ତାଳଚେର ବ୍ଲକ ଅଞ୍ଚଳର ୧୧ଜଣ,ଅନୁଗୋଳ ପୌରାଞ୍ଚଳରୁ…

ଓଡ଼ିଶାରେ ଧିରେ ଧିରେ କାୟା ବିସ୍ତାର କରୁଛି ଓମିକ୍ରନ:ରାଜ୍ୟରୁ ଆଉ ୪ ଆକ୍ରାନ୍ତ ଚିହ୍ନଟ

Posted by - December 28, 2021 0
ଭୁବେଶ୍ବର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଓଡ଼ିଶାରେ ଧିରେ ଧିରେ କାୟା ବିସ୍ତାର କରୁଛି ଓମିକ୍ରନ ।ରାଜ୍ୟରେ ଆଉ ପୁଣି ୪ ଆକ୍ରାନ୍ତ ଚିହ୍ନଟ ହେବାପରେ ମୋଟ…

ଓମିକ୍ରୋନ ପାଇଁ ସଚେତନତା ଅଭିଯାନ

Posted by - January 7, 2022 0
ମାଲକାନଗିରି :(ଅବଦୁଲ ଗନି)ଆଜି କୁଡୁମୁଲୁଗୁମ୍ମା ବଜାରରେ ସ୍ଥାନୀୟ ତହସିଲ ପ୍ରଶାସନ ଓ ପୋଲିସ ପ୍ରଶାସନର ମିଳିତ ସହଯୋଗରେ ଏକ ସଚେତନତା ସୃଷ୍ଟି ଅଭିଯାନ ଆରମ୍ଭ ହୋଇଯାଇଛି ।…