ସଙ୍ଗୀତ କ୍ଷେତ୍ରରେ ଦଶରଥପୁର ବ୍ଳକ ପାଇଁ ଗୌରବ ଆଣିଛନ୍ତି ସାଇଶ୍ରୀ

1220 0

ଯାଜପୁର:ସଙ୍ଗୀତ କ୍ଷେତ୍ରରେ ଦଶରଥପୁର ବ୍ଳକ ପାଇଁ ଗୌରବ ଆଣିଛନ୍ତି ସାଇଶ୍ରୀ । ସେ ଯାଜପୁର ଜିଲା ଦଶରଥପୁର ବ୍ଲକ ମଧୁପୁର ଗ୍ରାମର ବିଶ୍ୱ ପ୍ରକାଶ ପୃଷ୍ଟି ଓ କମଳିନୀ ପୃଷ୍ଟିଙ୍କ ଝିଅ । ସଂଗୀତ କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ପାହାଚ ଅତିକ୍ରମ କରିବାରେ ଲାଗିଛନ୍ତି । ପିଲାଦିନ ଠାରୁ ସଂଗୀତ ପ୍ରତି ରହିଥିବା ରୁଚି ଆଜି ତାଙ୍କର କ୍ୟାରିଅର ହେବାକୁ ଯାଉଛି । ସାଇଶ୍ରୀ ପ୍ରଥମେ ସଙ୍ଗୀତ ଗୁରୁ ହରିଶ ଚନ୍ଦ୍ର ଧଳଙ୍କ ଠାରୁ ଶିକ୍ଷା ଆରମ୍ଭ କରିଥିଲେ ।

ସ୍କୁଲ ସ୍ତରୀୟ ପ୍ରତିଯୋଗୀତାରୁ ଆରମ୍ଭ କରି ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ ସଂପଳତା ହାସଲ କରି ନିଜ ଅଂଚଳ ତଥା ଜିଲାପାଇଁ ଆଣିଛନ୍ତି ଗୌରବ । ପ୍ରତିଷ୍ଠିତ ସଂଗୀତ ନିର୍ଦ୍ଧେଶକ ଦିନେଶ ମଲ୍ଳିକଙ୍କ ନିର୍ଦ୍ଧେଶନା ଏବଂ ପୂର୍ବତନ ଯାଜପୁର ଜିଲ୍ଲାପାଳ ତଥା ପ୍ରଶାସନିକ ଅଧିକାରୀ ରଂଜନ କୁମାର ଦାସଙ୍କ ଦ୍ୱାରା ରଚିତ ୫୦ରୁ ଅଧିକ ଗୀତରେ କଣ୍ଠଦାନ ମଧ୍ୟ କରିଛନ୍ତି । ନିକଟରେ ସିର୍ଦ୍ଧାର୍ଥ ଟିଭିର ମୁ ବି ନମିତା ଅଗ୍ରୱାଲ ହେବି ରିଅଲିଟି ସୋ ର ପ୍ରାରମ୍ଭିକ ପର୍ଯ୍ୟାୟ ପାର କରି ନିଜ ଅଂଚଳ ପାଇଁ ଗର୍ବ ଓ ଗୌରବ ଆଣିପାରିଛନ୍ତି ।

Related Post

ଆହାର କେନ୍ଦ୍ର ରବିବାର ଦିନ ଅବକାଶ ରହୁଥିବା ଯୋଗୁଁ ମାରୱାଡି ଯୁବମଞ୍ଚ ତରଫରୁ ପ୍ରତି ରବିବାର ଦିଆ ଯିବ ଅନ୍ନଦାନ

Posted by - March 27, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ।)ଟିଟିଲାଗଡ ସରକାରି ଡାକ୍ତରଖାନା ସାମ୍ନାରେ ଥିବା ଆହାର କେନ୍ଦ୍ର ବହୁତ ଅସହାୟ ଗରିବ ଲୋକଙ୍କ ପେଟରେ ଦାନା ଯୋଗାଇଥାଏ ମାତ୍ର ପାଞ୍ଚ ଟଙ୍କାରେ। ଯେହେତୁ…

ସିନ୍ଧେକେଲା ରେ ମାରୱାଡି ଯୁବାମଞ୍ଚ ଦ୍ୱାରା ଅମୃତଧାରା ପ୍ରକଳ୍ପ ଲୋକାର୍ପଣ

Posted by - November 27, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଲାଙ୍ଗୀର ଜିଲ୍ଲାବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ପୋଲିସ ଷ୍ଟେସନ ସମ୍ମୁଖରେ ଭାରତର ଅଗ୍ରଣୀ ସେବା ସଂସ୍ଥା ଅଖିଳ ଭାରତୀୟ ମାରୱାଡି ଯୁବାମଞ୍ଚ ସିନ୍ଧେକେଲା ଶାଖା ପକ୍ଷରୁ…

ପାତାଳି ରୁ ଶ୍ରୀକ୍ଷେତ୍ର.ତୁଳସୀ ରଥ, ହରଭଙ୍ଗା ବ୍ଲକ ରେ ରଥ କୁ ଭବ୍ୟ ସମ୍ବର୍ଦ୍ଧନା

Posted by - November 14, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ଜଗତର ନାଥ ଶ୍ରୀକ୍ଷେତ୍ର ବାସି ଶ୍ରୀ ଜଗନ୍ନାଥ ଙ୍କ ନାଗାର୍ଜୁନ ବେଶ ପାଇଁ ବହୁ ପୁରାତନ ପାତାଳି ଶ୍ରୀକ୍ଷେତ୍ର ସୋନପୁର ଜିଲ୍ଲା ରୁ ପୁଷ୍ପ…

ଅଗ୍ନି ବିପନ୍ନ ପରିବାରକୁ ସହାୟତା ର ହାତ ବଢ଼ାଇଲେ ସମାଜସେବୀ ଜଳନ୍ଧର ନାଏକ

Posted by - April 2, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ ରେ ଘଟିଛି ଏକ ଅଭାବନୀୟ ଘଟଣା ଜୈନିକ ବ୍ୟକ୍ତି ର ଆକ୍ରୋଶ ର…

ହିରୋ ହେଲେ କେତନ, ଯିଏ ଛାତ୍ରଛାତ୍ରୀଙ୍କ ପାଇଁ ସାଜିଲେ ଦେବଦୂତ

Posted by - May 25, 2019 0
ସୁରତ:ଗୁଜରାଟ ସୁରତର ଏକ କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୨୨ଜଣଙ୍କ ମୃତ୍ୟୁ ଯେତିକି ଦୁଃଖଦାୟକ, ଅଗ୍ନିକାଣ୍ଡ ବେଳେ ଦେବଦୂତ ସାଜି ଅନେକଙ୍କ ଜୀବନ ବଞ୍ଚାଇଥିବା ଜଣେ…