ପାକିସ୍ତାନକୁ କଡ଼ା ଚେତାବନୀ ଦେଲା ଆମେରିକା,ଆତଙ୍କବାଦୀ ସଙ୍ଗଠନଗୁଡିକ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅ’

2320 346

ପାକିସ୍ତାନର ବାଲାକୋଟ୍‌ରେ ଭାରତର ଏୟାର୍ ଷ୍ଟ୍ରାଇକ୍ ପରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଉଭୟ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛି ଆମେରିକା । ନିଜ ମାଟିରେ ଥିବା ଆତଙ୍କବାଦୀ ସଙ୍ଗଠନଗୁଡିକ ଉପରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ପାକିସ୍ତାନକୁ କହିଛନ୍ତି ଆମେରିକାର ବିଦେଶ ସଚିବ ମାଇକ୍ ପୋମ୍ପିଓ ।ଆମେରିକାର ବିଦେଶ ବିଭାଗ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି, ଭାରତର ଆତଙ୍କବାଦ ବିରୋଧୀ ଅପରେସନ୍ ପରେ ବିଦେଶ ସଚିବ ପୋମ୍ପିଓ ଭାରତୀୟ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସହ ଆଲୋଚନା କରିଛନ୍ତି। ଅଞ୍ଚଳରେ ସୁରକ୍ଷା ଓ ଶାନ୍ତି ବଜାୟ ରଖିବା ଲାଗି ସେ ସୁଷମାଙ୍କୁ କହିଛନ୍ତି। ସେହିପରି ପାକିସ୍ତାନର ବିଦେଶ ମନ୍ତ୍ରୀଙ୍କ ସହ ମଧ୍ୟ ପୋମ୍ପିଓ କଥା ହୋଇଥିବା ବିବୃତିରେ ଦର୍ଶାଯାଇଛି।

Facebook Notice for EU! You need to login to view and post FB Comments!

Related Post

ସ୍ମିତାରାଣୀ ମୃତ୍ୟୁ ମାମଲାରେ ରୂପେଶ ଭଦ୍ରଙ୍କୁ ଜାମିନ

Posted by - June 1, 2020 478
ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଯାଜପୁର ଜିଲା ଧର୍ମଶାଳା ପିଇଓ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ମାମଲାରେ ରୂପେଶ ଭଦ୍ରଙ୍କୁ ଜାମିନ ମିଳିବ। ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ରଙ୍କୁ…

ଓଡିଶାରେ ୪୩ ହଜାରରୁ ଅଧିକ ଛାତ୍ର ଛାତ୍ରୀ ଦଶମ ଶ୍ରେଣୀ ପରିକ୍ଷାରେ ଅନୁପସ୍ଥିତ ,ରାଜ୍ୟ ସରକାରଙ୍କ ତଦନ୍ତ ନିର୍ଦ୍ଦେଶ

Posted by - May 12, 2022 0
ଭୁବନେଶ୍ବର: (ବ୍ୟୁରେ।) ଚଲିତ ବର୍ଷ ହାଇସ୍କୁଲ ସାର୍ଟିଫିକେଟ ପରିକ୍ଷାରେ ୪୩ ,୪୮୯ ଜଣ ଛାତ୍ରଛାତ୍ରୀ‌ ଅନୁପସ୍ଥିତ ରହିବା ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର l…

ବିଜୁ ଯୁବ ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ସଫେଇ ଓ ରକ୍ତଦାନ ଶିବିର

Posted by - October 16, 2021 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ )ମାନ୍ୟବର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୫ତମ ଜନ୍ମ ଦିବସରେ ତଥା ଏକ ମାସ ଧରି ସେବା ସପ୍ତାହ ପାଳନ ଅବସରରେ ସମ୍ବଲପୁର…

There are 346 comments

  1. Hmm is anyone else experiencing problems with the pictures on this blog loading?

    I’m trying to figure out if its a problem on my end or if it’s the blog.
    Any feedback would be greatly appreciated.

  2. Have you ever thought about adding a little bit more than just your articles?

    I mean, what you say is important and all. However imagine if you
    added some great graphics or video clips to give your posts more,
    “pop”! Your content is excellent but with pics and video clips, this site could certainly be one of
    the greatest in its field. Awesome blog!

  3. Tremendous things here. I’m very glad to see your article.
    Thanks a lot and I am taking a look forward to touch
    you. Will you kindly drop me a e-mail?

  4. Howdy! I simply wish to give a huge thumbs up for the great information you have here on this post. I will be coming again to your weblog for extra soon.

  5. This has to be one of my favorite posts! And on top of thats its also very helpful topic for newbies. thank a lot for the information!

  6. I was suggested this website by my cousin. I am not sure whether this post is written by him as no one else know such detailed about my difficulty. You are wonderful! Thanks!

  7. Pingback: bahis siteleri

  8. বাংলা প্রশ্ন উত্তর সাইট তল্লাশি, আজই আপনার সমস্যা নিয়ে প্রশ্ন করুন , অভিজ্ঞ ব্যক্তিগন আপনার প্রশ্নের উত্তর দিয়ে সহযোগিতা করবে । তাছাড়াও অন্যাদের প্রশ্নের উত্তর দিয়ে, জিতে নিন আকর্ষণীয় পুরস্কার । তল্লাশিতে যেকোনো বিষয়ে প্রশ্ন করতে পারেন।।

  9. Great write-up, I am a big believer in placing comments on sites to inform the blog writers know that they’ve added something advantageous to the world wide web!

  10. Pingback: 3characterized

Leave a comment

Your email address will not be published.