Breaking News
7:44 amଛେଳି କୃତ୍ରିମ ପ୍ରଜନନ କାର୍ଯ୍ୟକାରୀରେ ଦେଶରେ ଓଡ଼ିଶା ପ୍ରଥମ ପ୍ରାୟ ୧ ଲକ୍ଷ ୫୦ ହଜାର ଛେଳିଙ୍କ କୃତ୍ରିମ ପ୍ରଜନନ ଲକ୍ଷ୍ୟ 7:35 amଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ପୁଲିସ ନିଷ୍କ୍ରିୟ‌; ହାଇକୋର୍ଟ କ୍ଷୁବ୍ଧ ଇନ୍‌ଫୋସିଟି ଥାନା ଆଇଆଇସିଙ୍କୁ ବର୍ଷେ ଯାଏ ଫିଲ୍ଡ ପୋ‌ଷ୍ଟିଂ ମନା 7:32 amପଦ୍ମପୁର ଉପନିର୍ବାଚନରେ ବିଜୟୀ ପରେ ନବୀନ ନିବାସରେ ବର୍ଷା ସିଂ ବରିହା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦଳୀୟ ନେତାଙ୍କ ସହିତ ପହଞ୍ଚିଲେ ବର୍ଷା। ବର୍ଷାଙ୍କ ସହିତ ପଶ୍ଚିମ ଓଡ଼ିଶାର ଅନେକ ନେତା ଉପସ୍ଥିତ 9:27 pmରାଜନୀତି ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ: ନବୀନ ପଟ୍ଟନାୟକ 9:25 amକଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ,ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ଅନୁମାନ

ମୁଖ୍ୟ ମନ୍ତ୍ରୀ ଙ୍କ ରିଲିଫ୍ ପାଣ୍ଠି ରୁ ପୀଡ଼ିତା ପରିବାର କୁ ୨୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ

327 0

ନୀଳଗିରି:(ସୌମ୍ୟା ସାଇ ବାରିକ୍) ନୀଳଗିରି ନାବାଳିକା ଦୁଷ୍କର୍ମ ଓ ହତ୍ୟା ପ୍ରସଙ୍ଗ ରେ, ରାଜ୍ୟ ସରକାର ଙ୍କ ତତ୍ପରତା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ- ମୁଖ୍ୟ ମନ୍ତ୍ରୀ ଙ୍କ ଆଗ୍ରହ ଯୋଗୁଁ , ବାଲେଶ୍ଵର ଜିଲ୍ଲା ପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଙ୍କ ନିର୍ଦେଶ କ୍ରମେ, ମୁଖ୍ୟ ମନ୍ତ୍ରୀ ଙ୍କ ରିଲିଫ୍ ପାଣ୍ଠି ରୁ ୨୦ ହଜାର ଟଙ୍କା ନଗଦ ରାଶି ପୀଡ଼ିତା ଙ୍କ ପିତାମାତା ଙ୍କୁ ପ୍ରଦାନ କରାଯାଇଛି।

ଗତକାଲି ଅପରାହ୍ନ ୪ ଘଟିକା ସମୟରେ, ଏହି ଆର୍ଥିକ ସହାୟତା କୁ ନୀଳଗିରି ଉପଜିଲ୍ଲାପାଳ, ହରିଶ୍ଚନ୍ଦ୍ର ଜେନା ଓ ନୀଳଗିରି ତହସିଲଦାର ଅଶେଷ କୁମାର ନାୟକ ପୀଡ଼ିତା ଙ୍କ ବାଘମାରା ସ୍ଥିତ ଘର ମୁକାମ କୁ ଯାଇ, ପ୍ରଦାନ କରିଥିଲେ । ଏ ଭଳି ଦୁଃଖଦ ସମୟରେ ପ୍ରଶାସନ ତାଙ୍କ ସହିତ ରହିଛି ଓ ନ୍ୟାୟ ସେମାନଙ୍କୁ ନିଶ୍ଚିତ ମିଳିବ ବୋଲି, ପିତାମାତା ଙ୍କୁ ଆଶ୍ୱାସନା ଦେଇଥିବା ଜଣା ଯାଇଛି।

Related Post

ବ୍ୟାସନଗରରେ ବିରଜା ମନ୍ଦୀର ନିର୍ମାଣକୁ ସେବାୟତଙ୍କ ବିରୋଧ

Posted by - June 24, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ବ୍ୟାସନଗରରେ ମା ବିରଜା ମନ୍ଦୀର ନିର୍ମାଣକୁ ନେଇ ବିରୋଧ ଦେଖାଦେଇଛି । ମା ବିରଜା ମନ୍ଦୀରର ସେବାୟତ ମାନଙ୍କ ପକ୍ଷରୁ ଏଭଳି ପ୍ରତିବାଦ…

ସମ୍ଭାବ୍ୟ ତୃତୀୟ ଲହର କରୋନା ମୁକାବିଲା ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଳା ପ୍ରଶାସନ ସମ୍ପୂର୍ଣ ପ୍ରସ୍ତୁତ

Posted by - January 11, 2022 0
ସୋନପୁର:(ଅଜିତ କୁମାର ପୁଝାରୀ)କରୋନା ର ତୃତୀୟ ଲହର ଓମିକ୍ରନର ସଫଳ ମୁକାବିଲା କରିବା ପାଈଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି l ଏହି…

କୋରନା କଟକଣା ମଧ୍ୟ ରେ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ।

Posted by - August 15, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ)ସାରା ଭାରତ ବର୍ଷ ରେ ୭୫ ତମ ସ୍ବାଧିନତା ଦିବସ ପାଳିତ ହୋଇ ଯାଇଛି। ନୀଳଗିରି ରେ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ମହାମାରୀ କରୋନ…

ପୋଲିସର ପେଟ୍ରୋଲିଂ ବେଳେ ବୋଲେରୋ ଗାଡି ସହ ୫ ଶିଶୁ ସମେତ ୧୬ ଦାଦନ ଶ୍ରମିକ ଉଦ୍ଧାର

Posted by - October 12, 2022 0
ଖପ୍ରାଖୋଲ :୧୧/୧୦(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ଥାନା ଧଣ୍ଡାମୁଣ୍ଡା ହାଇସ୍କୁଲ ଛକ ଠାରେ ପେଟ୍ରୋଲିଂ ବେଳେ ପୋଲିସ ପାଞ୍ଚ ଶିଶୁ ସମେତ ପନ୍ଦର ଦାଦନ ଶ୍ରମିକ ମଙ୍ଗଳବାର…