ପବିତ୍ର ମହାଳୟାରେ ମାଁ ସମଲେଶ୍ଵରୀଙ୍କ ଧବଳମୁଖୀ ବେଶ

758 0

ସମ୍ବଲପୁର : ପଶ୍ଚିମ ଓଡ଼ିଶାର ଆରାଧ୍ୟ ଦେବୀଙ୍କ ମାଁ ସମଲେଶ୍ଵରୀ ଙ୍କ ପବିତ୍ର ମହାଳୟା ତିଥି ରେ ଧବଳମୁଖୀ ହୋଇଛନ୍ତି । ମାଁ ସମଲେଶ୍ଵରୀ ବର୍ଷ ତମାମ ସିନ୍ଦୂର ବର୍ଣ୍ଣ । ହୋଇ ଭକ୍ତଙ୍କୁ ଦର୍ଶନ ଦେଉଥିବା ବେଳେ ଆଜି ଏଇ ଧବଳମୁଖୀ ବେଶ ରେ ଦର୍ଶନ ଦେଇଥାନ୍ତି ।ମାଁ ଙ୍କୁ ଧବଳମୁଖରେ ଦର୍ଶନ କଲେ ଗଙ୍ଗା ଦର୍ଶନର ଷୌଭାଗ୍ୟ ମିଳିଥାଏ ବୋଲି ବିଶ୍ଵାସ ରହିଛି । ଏଇ ବେଶରେ ମାଁ ଅଢେଇ ଦିନ ଧରି ଦର୍ଶନ ଦେଇଥାନ୍ତି । ଏହାକୁ ସରସ୍ବତୀ ଙ୍କ ଦର୍ଶନ ବୋଲି ମଧ୍ୟ କୁହାଯାଏ ।

ଯେହେତୁ ଏବେ କରୋନା କଟକଣା ରହିଛି ।ସେଥିପାଇଁ ତାଙ୍କର ଧବଳମୁଖୀ ବେଶ ଦର୍ଶନ ଡିଜିଟାଲ ପ୍ଲାଟଫର୍ମ ରେ ଭକ୍ତ ମାନେ କରିଛନ୍ତି । ଯାହାକି ସମଲେଶ୍ଵରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଫେସ୍ ବୁକ୍ ପେଜରେ ଭକ୍ତ ମାନଙ୍କୁ ଲାଇଭ ଦର୍ଶନ ର ବ୍ୟବସ୍ଥା କରାଯାଇଛି ।ସେହିଭଳି ବରଗଡ଼ ମାଁ ସମଲେଶ୍ଵରୀ ଦେବୀଙ୍କ ପୀଠରେ ମଧ୍ୟ ଧବଳମୁଖୀ ବେଶ ରେ ସଜ୍ଜିତ କରାଯାଇ ପୂଜାର୍ଚ୍ଚନା କରାଯାଇଛି । ଅନେକ ଭକ୍ତ ମାଁ ଙ୍କୁ ମନ୍ଦିର ବାହାର ପାଖ ରୁ ଦର୍ଶନ କରୁଥିବା ପରିଲକ୍ଷିତ ହୋଇଛି ।

Related Post

ରଥ ପାଇଁ ବଦଳିଲା ରାସ୍ତାର ଠିକଣା, ଶ୍ରୀକ୍ଷେତ୍ରକୁ କେମିତି ଯିବେ, ପଢ଼ନ୍ତୁ

Posted by - July 4, 2019 0
ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୁରୀ ପୁଲିସ୍ ପକ୍ଷରୁ ଜାରି କରାଯାଇଛି ଆନିମେଟେଡ୍‌ ରୁଟ୍‌ ଚାର୍ଟ। ଭୁବନେଶ୍ୱରରୁ ଆସୁଥିବା ଚାରିଚକିଆ ଗାଡ଼ି ଉତ୍ତରା, ମାଳତୀପାଟପୁର ଦେଇ ତାଳବଣିଆ, ଭୁଦାନ…

ବରିଷ୍ଠ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ

Posted by - June 23, 2019 0
ରାଜ୍ୟର ବରିଷ୍ଠ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍ତମ ଶାସନ ଓ ଶାସନରେ ସନ୍ତୁଷ୍ଟିକୁ ପ୍ରଶାସନିକ ବ୍ୟବସ୍ଥାର ମୁଖ୍ୟ ଆଧାର କରିବାକୁ ପରାମର୍ଶ ଦେଇଛନ୍ତି। ଓଡ଼ିଶାକୁ ଆହୁରି ଆଗକୁ ନେବା ଏବଂ…

ସୁବର୍ଣ୍ଣପୁର ଗଡଜାତ ସହ ପଂଚରା ଅଂଚଳରେ ନୂଆଖାଇ ଲଗ୍ନ

Posted by - August 19, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଏବେ ଜୋରଦାରିଆ ସଜବାଜ ଚାଲିଛି । ପ୍ରତିବର୍ଷ ଭାଦ୍ରବ ପଂଚମୀ ତିଥିରେ ନୂଆଁଖାଇ ଆସୁଥିଲେ ହେଁ ନିଜ…

ଜାତୀୟ ରାଜପଥରୁ ଉଦ୍ଧାର ଛାତ୍ରକୁ ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରାଗଲା

Posted by - June 21, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ସୁଦୁର ନେପାଳ ରୁ ପଳାଇ ଆସିଥିବା ଶିଶୁକୁ ଉଦ୍ଧାର କଲା ଯାଜପୁର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ। ୧୬ ନମ୍ବର ଜାତୀୟ…

ଇନ୍ଦ୍ରାବତୀ ଜଳଭଣ୍ଡାର ରେ ଫସିଲା ଦେଶୀ ଡଙ୍ଗା, ୨୫ ମୂଲ୍ୟବାନ ଜୀବନ ବଞ୍ଚାଇଲା ୧୦୮ ଆମ୍ବୁଲାନ୍ସ

Posted by - September 16, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ର ମରଣଯନ୍ତା ପାଲଟିଥିବା ଇନ୍ଦ୍ରାବତୀ ଜଳଭଣ୍ଡାର ରେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ୨୫ ମୂଲ୍ୟବାନ ଜୀବନ। ୧୦୮…