Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ମନ୍ଦିର ସମ୍ମୁଖରେ ପୂଜକ ସେବାୟତ ଙ୍କ ଧାରଣା, ମହାପ୍ରଭୁ ଙ୍କୁ ମନ୍ଦିର ବାହାରକୁ ପହଣ୍ଡି ରେ ଆଣି ଯାତ୍ରା ପାଇଁ ଉଚ୍ଚ କର୍ତ୍ତୁପକ୍ଷ ଙ୍କୁ ନିବେଦନ

476 0

ନୀଳଗିରି:(ସୌମ୍ୟାସାଇ ବାରିକ୍)ମାନ୍ୟବର ସୁପ୍ରିମକୋର୍ଟ ଙ୍କ ଅନୁମତି ମୂଳେ ବିଶ୍ଵ ପ୍ରସିଦ୍ଧ ପୁରୀ ରଥଯାତ୍ରା ଅନୁଷ୍ଠିତ ହେଉଛି। ବିଶ୍ୱର କୋଟି କୋଟି ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁ ଟି. ଭି. ରେ ମହାପ୍ରଭୁ ଙ୍କୁ ଦର୍ଶନ କରୁଛନ୍ତି, କିନ୍ତୁ ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରି ରେ ରଥଯାତ୍ରା ପାଳିତ ହେଉ ନଥିବା ରୁ, ହଜାର ହଜାର ଜଗନ୍ନାଥ cପ୍ରେମୀ ଙ୍କ ମନରେ ଗଭୀର ଆଘାତ ଲାଗିଥିବା ବେଳେ, ମନ୍ଦିର ପୂଜକ ଓ ସେବାୟତ ଜଗନ୍ନାଥ ମନ୍ଦିର ସମ୍ମୁଖ ରେ ଧାରଣା ରେ ବସି ରହିଥିଲେ ।

ଅପର ପକ୍ଷରେ ଏହି ସମ୍ପର୍କ ରେ ଠାକୁର ମାହାଲ ନିର୍ବାହୀ ଅଧିକାରୀ, ନୀଳଗିରି ଉପଜିଲ୍ଲାପାଳ ଓ ସି ଜିଲ୍ଲାପାଳ ବାଲେଶ୍ବର ଙ୍କୁ ଅବଗତ କରା ଯାଇଥିଲେ ମଧ୍ୟ ଅଦ୍ୟାବଧି କୌଣସି ସକାରାତ୍ମକ ସୂଚନା ମିଳିନାହିଁ ଏ ସମ୍ପର୍କରେ ବ୍ରହ୍ମା ପୁଣ୍ଯ ଶ୍ଲୋକ ନନ୍ଦ କୁହନ୍ତି ଯଦି ଠାକୁର ମନ୍ଦିର ବାହାରକୁ ନ ଆସନ୍ତି ଏବଂ ମାଉସୀ ଙ୍କ ଘରକୁ ନ ଯାଆନ୍ତି ତାହାଲେ ନିଶ୍ଚୟ ବିଭ୍ରାଟ ଘଟିବ।

ଠାକୁର ମାହାଲ ନିର୍ବାହୀ ଅଧିକାରୀ କହିଛନ୍ତି ସୁପ୍ରିମ୍ କୋର୍ଟ ଙ୍କ ନିର୍ଦ୍ଦେଶ ମୁତାବକ ପୁରୀ ରଥ ଯାତ୍ରା ବ୍ୟତୀତ ରାଜ୍ୟ ର ଅନ୍ୟ କୌଣସି ସ୍ଥାନରେ ରଥ ଯାତ୍ରା ହୋଇ ପାରିବ ନାହିଁ ବୋଲି ସରକାର ଙ୍କ ଠାରୁ ନିର୍ଦ୍ଦେଶ ଆସିଛି। ଏ ସମ୍ପର୍କରେ ଉପଜିଲାପାଳ ହରିଶ୍ଚନ୍ଦ୍ର ଜେନା କହନ୍ତି ସୁପ୍ରିମକୋର୍ଟ ଙ୍କ ନିର୍ଦ୍ଦେଶ ସି ରାଜ୍ଯ ସରକାର ଙ୍କ ନିର୍ଦ୍ଦେଶ ମୁତାବକ ଆମ୍ଭେମାନେ କାର୍ଯ୍ୟ କରୁଛୁ।

ପୂଜକ, ସେବାୟତ ମାନେ ଜ୍ଞାନୀ ଗୁଣୀ ଓ ବୁଝିବା ଲୋକ, ମନ୍ଦିର ମଧ୍ୟରେ ଠାକୁର ଙ୍କର୍ ନୀତିକାନ୍ତି କରିବା ପାଇଁ କୁହାଯାଇଛି।ତେବେ ସେମାନେ କାହିଁକି ଧାରଣା ରେ ବସିଛନ୍ତି ମୁଁ କହି ପାରିବି ନାହିଁ।ସେ ଯାହା ହେଉ ନୀଳଗିରି ରେ ମହାପ୍ରଭୁ ଙ୍କର ଘୋଷ ଯାତ୍ରା ବନ୍ଦ ହୋଇଥିବାରୁ ନୀଳଗିରି ର ହଜାର ହଜାର ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁ ଙ୍କ ମଧ୍ୟରେ ଦୁଖଃର ଲହରି ଖେଳି ଯାଇଥିବା  ଦେଖିବାକୁ ମିଳିଛି।

Related Post

ଗଣମାଧ୍ୟମ କୁ କ୍ବାରେଣ୍ଟାଇନ୍ ସେଣ୍ଟର ମନା,ପ୍ରବାସୀ ଓଡ଼ିଆଙ୍କ ପାଖକୁ ଯାଅ ନାହି

Posted by - May 2, 2020 0
ଭୁବନେଶ୍ବର :ଗଣମାଧ୍ୟମ ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାର। କୋଭିଡ୍‌-୧୯ର ସଂକ୍ରମଣକୁ ରାଜ୍ୟରେ ଆୟତ୍ତାଧୀନ କରି ରଖିବାରେ ରାଜ୍ୟ ସରକାର ଏଯାବତ୍‌ ସଫଳ ହୋଇଛନ୍ତି। ତେବେ,…

ମମିତା ହତ୍ୟାକାଣ୍ଡ ଘଟଣା ର ଅନୁଧ୍ଯାନ ପାଇଁ କଳାହାଣ୍ଡି ରେ ମହିଳା କମିଶନ

Posted by - October 24, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ /ଅର୍ଜୁନ ପଟ୍ଟନାୟକ)ରାଜ୍ଯର ବହୁ ଚର୍ଚ୍ଚିତ ଲୋମହର୍ଷଣକାରୀ ମମିତା ହତ୍ୟାକାଣ୍ଡ ର ତଦନ୍ତ ପାଇଁ ରାଜ୍ଯ ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରାଙ୍କ ଙ୍କ ସହ…

ଘର ପଟ୍ଟା ଯୋଗାଇ ଦେବା ସକାଶେ ଅତାବିରା ତହସିଲଦାରଙ୍କୁ ଦାବୀପତ୍ର ଦେଲେ ଭାଲୁପାଲି ହରିଜନ ପଡାବାସି

Posted by - July 25, 2022 0
ସମ୍ବଲପୁର/ବରଗଡ/ଅତାବିରା:(ରମାକାନ୍ତ ବିଶ୍ବାଳ)ସରକାରି ସୁବିଧାରୁ ବଞ୍ଚିତ ରହି ଅତି ଦୟନିୟ ଭାବେ ଜୀବନ ଯାପନ କରୁଥିବା ବରଗଡ ଜିଲ୍ଲା ଅତାବିରା ବ୍ଲକ ଅଧିନସ୍ଥ ଭାଲୁପାଲି ହରିଜନ ପଡାବାସି ଆଜି…

ନବବର୍ଷରେ ସମଲେଶ୍ୱରୀ ମନ୍ଦିର ଭକ୍ତଙ୍କ ପ୍ରବେଶ ଉପରେ କଟକଣା

Posted by - December 29, 2021 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ)ନବବର୍ଷରେ ସମ୍ବଲପୁର ରେ ଭକ୍ତ କରିପାରିବେ ନାହିଁ ମାଁ ସମଲେଶ୍ୱରୀ ଙ୍କ ଦର୍ଶନ । ଭକ୍ତଙ୍କ ମନ୍ଦିର ପ୍ରବେଶ ଉପରେ କଟକଣା ଯାରିକରିଛି ସମ୍ବଲପୁର…

ଦିଲ୍ଲୀ ହାଉଜ ଖାସ ଜଗନ୍ନାଥ ମନ୍ଦିରରେ ବାହୁଡ଼ା ଯାତ୍ରା ଆୟୋଜନ

Posted by - July 21, 2021 0
(ସ୍ନେହାଂଶୁ ଶେଖର ମହାନ୍ତି) ନୂଆଦିଲ୍ଲୀ: ହାଉଜ ଖାସ ଭିଲେଜସ୍ଥିତ ଜାତୀୟ ରାଜଧାନୀ କ୍ଷେତ୍ରର ମୁଖ୍ୟ ଜଗନ୍ନାଥ ମନ୍ଦିର ଠାରେ ୪୩ତମ ପବିତ୍ର ବାହୁଡ଼ା ଯାତ୍ରା ପର୍ବ ଅତ୍ୟନ୍ତ…

Leave a comment

Your email address will not be published.