ବଡ଼ବିଲ ସରସ୍ବତୀ ଶିଶୁ ମନ୍ଦିର ଓ ଏଭିରୀ ଗ୍ରୀନ ୱେଲନେଶ ତରଫରୁ ଯୋଗ ଦିବସ ପାଳନ

2031 229

ବଡ଼ବିଲ:(ସୀତାରାମ ଦୀକ୍ଷିତ)ଆନ୍ତର୍ଜାତିକ ଯୋଗ ଦିବସ ଭାବେ ଜୁନ୍ ୨୧କୁ ବଡ଼ବିଲ ସରସ୍ବତୀ ଶିଶୁ ମନ୍ଦିର ଓ ଏଭିରୀ ଗ୍ରୀନ ୱେଲନେଶ ତରଫରୁ ଯୋଗ ଦିବସ ପାଳନ କଲେ।
ଯୋଗ କରିବା ଦ୍ୱାରା ଶରୀର ଓ ମନର ସର୍ବୋତ୍ତମ ସ୍ୱାସ୍ଥ୍ୟରକ୍ଷା ଯେ ସମ୍ଭବ। ସେଥିଲାଗି ବିଶ୍ୱବ୍ୟାପି ଲୋକ ଏବେ  ସୁସ୍ଥ ରହିବା ପାଇଁ ଯୋଗକୁ ଆପଣେଇ ନେଇଛନ୍ତି। ଏହା ଭାରତର ପ୍ରାଚୀନ ସଂସ୍କୃତିର ଏକ ଅମୂଲ୍ୟ ଉପହାର। ଏହା ମନ ଏବଂ ଶରୀରକୁ ସଂଯୋଗ କରିଥାଏ। ଯୋଗ କରିବା ଦ୍ୱାରା ଚିନ୍ତା, କ୍ରିୟା, ସଂଯମ ଏବଂ ପୂର୍ଣ୍ଣତା ଆଣିବା ଲାଗି ଏକ ସିଦ୍ଧ ଉପଚାର। ତେଣୁ ପ୍ରତିବର୍ଷ ଜୁନ ୨୧କୁ ଆନ୍ତର୍ଜାତିକ ଯୋଗ ଦିବସ ଭାବେ ପାଳନ କରାଯାଏ ।

ଯୋଗ ଶବ୍ଦର ଅର୍ଥସଂସ୍କୃତ ଧାତୁ “ଯୁଜ୍” ରୁ ଯୋଗ ଶବ୍ଦ ଆସିଛି। ଯାହାର ଅର୍ଥ ହେଉଛି ଯୋଡିବା।ଶରୀର ମନକୁ ,ମନ ଓ ଆତ୍ମାକୁ ଗୋଟିଏ ସୁତ୍ରରେ ବାନ୍ଦିବା।ଏଥି ପାଇଁ ଆନ୍ତର୍ଜାତୀୟ ଯୋଗ ଦିବସ ବଡ଼ବିଲ ସରସ୍ବତୀ ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଡଂମ୍ବୁରୁ ଧର ମହାନ୍ତ ସମେତ ୫୫ ଜଣ ଗୁରୁଜୀ ଓ ଗୁରୁମା, ଅଭିବାବକ ଉପସ୍ଥିତ ରହି ମହାମାରୀ କରୋନା ପାଇଁ ଛାଡି ଛାଡ଼ି ଯୋଗ ଆରମ୍ଭ କରିଥିଲେ।

ଏଥିରେ ଯୋଗ ଶିକ୍ଷିକ ଶ୍ରୀଯୁକ୍ତ ନଳିନୀ କାନ୍ତ ମହାନ୍ତ ଓ ଶ୍ରୀମତି ବୀଣାପାଣି ମହାନ୍ତ ରହି ବିଭିନ୍ନ ପ୍ରକାର ଆସନ ଓ ପ୍ରାଣାୟମ ସହିତ ଉପକାରୀତା ସମ୍ବନ୍ଦ ରେ ଆଲୋଚନା କରିଥିଲେ ।ସେହିପରି ବଡ଼ବିଲ ଏଭିରୀ ଗ୍ରୀନ ୱେଲନେସ ତରଫରୁ ଶ୍ରୀଯୁକ୍ତ ପ୍ରଭୁଦତ୍ତ ମହାନ୍ତ ଅଧ୍ୟକ୍ଷତାରେ ଅନୁଷ୍ଠିତ କରୁଛନ୍ତି ଯୋଗ କରିବା ପାଇଁ ସବୁଦିନ ସକାଳ ହେଲେ ତାଙ୍କର ପରିବାର ସହ ପାଖ ପଡୋଶୀ ସମସ୍ତେ ଯାଆନ୍ତି ଯୋଗ କରିବା ପାଇଁ ପ୍ରଭୁଦତ୍ତ ମହାନ୍ତ ଯୋଗ କର ସୁସ୍ଥ ରହିବା ସହ ଜନ ସମାଜ କିପରି ସୁସ୍ଥ ରହିବ ସେ ବିଷୟରେ ଲୋକମାନଙ୍କୁ ବାର୍ତା ଦିଅନ୍ତି।

Related Post

ନୀଳଗିରି କଂଗ୍ରେସ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ

Posted by - October 4, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ )ନୀଳଗିରି କଂଗ୍ରେସ କମିଟି ପକ୍ଷରୁ, ପୂର୍ବାହ୍ନ ରେ, ନୀଳଗିରି କଂଗ୍ରେସ ଭବନ ପରିସରରେ, ନିରାଡମ୍ବର ଭାବେ, ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି। ଏଥି ନିମନ୍ତେ…

ସୁବର୍ଣ୍ଣପୁର ଜିଲ୍ଲା ବରିଷ୍ଠ ନାଗରିକ ସଂଘ ନିର୍ବାଚନ

Posted by - June 14, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ସୋନପୁର ଜିଲ୍ଲାର ସର୍ବ ପୁରାତନ ହାଇସ୍କୁଲ୍ ମହାରାଜା ହାଇସ୍କୁଲ୍ ରଜତ ଜୟନ୍ତୀ ସଭାଗୃହ ଠାରେ ସୁବର୍ଣ୍ଣପୁର ଜିଲ୍ଲା ବରିଷ୍ଠ ନାଗରିକ ସଂଘ ର ଏକ…

ପ୍ରଧାନଶିକ୍ଷକ ସୁରେଶ ଚନ୍ଦ୍ର ଦାସଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

Posted by - February 13, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ସୁଜନପୁରସ୍ଥିତ ରୁଦ୍ରଚରଣ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁରେଶ ଚନ୍ଦ୍ର ଦାସଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଅବସରରେ ଅନୁଷ୍ଠିତ…

କିଶୋର ପୁଲିସ ଅଧିକାରୀଙ୍କ ଶିଶୁଆଇନ ସମ୍ବନ୍ଧିୟ ତାଲିମ

Posted by - March 31, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜିତ ସ୍ବତନ୍ତ୍ର କିଶୋର ପୁଲିସ ଅଧିକାରୀଙ୍କ ଶିଶୁଆଇନ ସମ୍ବନ୍ଧିୟ ତାଲିମ କାର୍ଯ୍ୟକ୍ରମ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ…

ହରଭଙ୍ଗା କଲେଜରେ ଛାତ୍ରୀ ଆତ୍ମରକ୍ଷା ପ୍ରଶିକ୍ଷଣ ତାଲିମ ଶିବିର ଉଦଯାପିତ

Posted by - April 21, 2022 0
ହରଭଙ୍ଗା( ଚିତ୍ତ ରଂଜନ ସିଂ): ବୌଦ୍ଧ ହରଭଙ୍ଗା ବ୍ଲକ ଜିଲ୍ଲା ଆଞ୍ଚଳିକ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ହରଭଙ୍ଗାରେ ଅପ୍ରେଲ୦୮ ତାରିଖ ରୁ ୧୬ ତାରିଖ ପର୍ଯ୍ୟନ୍ତ…

There are 229 comments

  1. If the user deposited more than 2,000 USD EUR (or the equivalent in other currencies) through such payment services as sofort_p, sofort_banking, sofort_extra, sofort_pl, trustly and trustry_banking, they would need to send us the documents proving their source of funds. Build your team’s pipeline or profile Online casino app real money philippines gcash Responsible gambling is something that operators from all around the world are helping spread the word about. Gambling addiction which is caused by misinformation and greed has become a major problem and unfortunately, there are more and more players who fall victim to the trap. That’s why the Philippines are also involved in the fight with gambling problems and all of our top suggestions partner with organizations such as GamStop, BeGambleAware, and Gamblers Annonymous. Below we’ve added links that can be helpful for Filipino players if they feel that the fun stops and addiction kicks in: http://studentfriendly.gregmaster.com.br/comunidade/profile/blairgosse57757/ Free spins with a low wager: Believe it or not, we have found many casinos in South Africa that offer low wager free spins. This implies that players can use the free spins earned and wager their winning only one time. Exclusive $25 No Deposit Bonus Use Code: 25BANKROLL Claim Bonus Coolcat Casino Review Free Spins If you claim this type of no deposit bonus, you will receive a number of free spins to use on specific slot games. The amount you receive can vary significantly, from 5 to 50 free spins. May 30, 2022 В· 18+ New customers only. Min deposit ВЈ10. Money back as bonus if first bet loses. Wagering requirements: all sportsbook 3x at min. odds of 1.40 (2 5), casino 50x. Unless forfeited the sportsbook bonus must be wagered before using the casino bonus. Bonus expires 7 days after opt-in. Full T&Cs apply. #Ad.

Leave a comment

Your email address will not be published.