Breaking News
10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। 10:43 pmରକ୍ଷକ ସାଜିଲା ଭକ୍ଷକ ମାମଲା : ଶିଶୁ ‌‌‌ଯୌନ ନିର୍ଯାତନା ମାମଲାରେ କନଷ୍ଟେବଳ ରଜନୀକାନ୍ତ ଗମାଙ୍ଗୋ ଗିରଫ 12:38 amଭିଜିଲାନ୍ସ ଜାଲରେ ନାରାୟଣପାଟଣା ବ୍ଲକରେ କାର୍ଯ୍ୟରତ ସିଆରସିସି ଏସ କିଶାନ କୁମାର। ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ 12:36 amପୁରୀ: ଶ୍ରୀମନ୍ଦିର ସାମ୍ନାରେ ଗୁଳିକାଣ୍ଡ,ଜଣେ ଯୁବକଙ୍କୁ ଟାର୍ଗେଟ କରି ଦୁର୍ବୃତ୍ତଙ୍କ ଗୁଳିମାଡ଼,ଗୁଳମାଡ଼ରେ ଶ୍ରୀଲୋକନାଥ ସେବାୟତ ଗୁରୁତର

ପୁଣି ସମୟ ବଦଳାଇଲେ ଯାଜପୁର ଜିଲ୍ଲାପାଳ,କାର୍ଯ୍ୟରେ ଅବହେଳା ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ

1430 81

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଲକଡାଉନ କୁ ସପଂଳ କରିବା ପାଇଁ ପୁରା ଦମରେ ଲାଗିଛି ଯାଜପୁର ଜିଲା ପ୍ରଶାସନ । ଏହି ସମୟରେ କାର୍ଯ୍ୟରେ ଅବହେଳା ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କୁ ମଧ୍ୟ ପଛେଇ ନାହିଁ ଜିଲା ପ୍ରଶାସନ । ଆଜି ଜିଲାରେ ୩ ଜଣ ବରିଷ୍ଠ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ସହ ଜଣେ ସହକାରୀ ବ୍ଲକ ଅଧିକାରୀଙ୍କ ନିଲମ୍ବନ ପାଇଁ ସରକାରଙ୍କୁ ସୁପାରିଶ ସହ ୫ଜଣ ନିୟନ୍ତ୍ରିତ ବଜାର କମିଟି କର୍ମଚାରୀ ଙ୍କୁ ନିଲମ୍ବିତ କଲେ ଯାଜପୁର ଜିଲାପାଳ ରଂଜନ କୁମାର ଦାସ । ଆଜି ଜିଲାପାଳ ଗ୍ରସ୍ତ ସମୟରେ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସାଅଧିକାରୀ ଡଃ ହେମନ୍ତ କୁମାର ନାୟକ ଅନୁପସ୍ଥିତ ଥିବାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି ।

ସେହିପରି କରୋନା ସହ ସଂଗ୍ରାମ ଚାଲିଥିବା ସମୟରେ ଯାଜପୁର ସିଡିପିଓ ସରିତା ନାୟକ ଏବଂ ଧର୍ମଶାଳା ସିଡିପିଓ ସଂଯୁକ୍ତା ସାହୁ ନିଜ କର୍ତ୍ତବ୍ୟ ରେ ଅବହେଳା କରିଥିବାରୁ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ଏଥିସହ ନିୟନ୍ତ୍ରିତ ବଜାର କମିଟିର ୫ଜଣ କର୍ମଚାରୀ ସାମନ୍ତ ଭିକାରୀ ଚରଣ ଧୀର,ନରେଶ ଚନ୍ଦ୍ର ସାହୁ,ଗଦାଧର ସାହୁ, ଚିତ୍ତରଞ୍ଜନ ନାୟକ ଓ ସହଦେବ ମଲିକ ଙ୍କୁ ନିଲମ୍ବିତ କରିଛନ୍ତି ଜିଲାପାଳ ଶ୍ରୀ ଦାସ । ସେହିପରି ଦାନଗଦି ବ୍ଲକର ଏବିଡିଓ ଅଜୟକୃଷ୍ଣ ଦ୍ୱିବେଦୀଙ୍କୁ ନିଲମ୍ବନ ପାଇଁ ସରକାରଙ୍କୁ ସୁପାରିଶ କରିଥିବା ଜିଲାପାଳ ସୂଚନା ଦେଇଛନ୍ତି ।ଗତ କାଲି ଯାଜପୁର ବାସୀଙ୍କୁ ଚାରି ଘଣ୍ଟା ସମୟ ଦେଇଥିବା ବେଳେ ଆଜି ସେଥିରେ ପରିବର୍ତ୍ତନ କରିଛନ୍ତି ଜିଲ୍ଲାପାଳ ରଂଜନ କୁମାର ଦାସ।ଅତ୍ୟାବଶ୍ୟକ ସାମଗ୍ରୀ ଘରକୁ ଆଣିବା ପାଇଁ ସକାଳ ୭ଟା ରୁ ୧୧ଟା ପର୍ଯ୍ୟନ୍ତ ସମୟ ଦେଇଥିଲା ବେଳେ ଆଜି ତାକୁ ସକାଳ ୭ଟା ରୁ ୧୦ ଟା କରିଥିବା ଜଣା ପଡ଼ିଛି।

Facebook Notice for EU! You need to login to view and post FB Comments!

Related Post

ଓଡିଶାରେ ବିରୋଧୀ ନାହାନ୍ତି, ଏଠି ତିନି ଦଳର ଗଠବନ୍ଧନ ସରକାର :କେଜ୍ରିୱାଲ

Posted by - January 31, 2019 0
ଭୁବନେଶ୍ବର:ବିଜେଡି ବି​‌ଜେପି କଂଗ୍ରେସ ଉପ​‌ରେ ବର୍ଷିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ। ସମାଜିକ ନ୍ୟାୟ ଅଭିଯାନ ସମାବେଶରେ ଯୋଗଦେଇ କେଜ୍ରିୱାଲ୍‌ କହିଛନ୍ତି ଓଡିଶାରେ ବିରୋଧୀ ନାହାନ୍ତି, ଏଠି…

ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲା ରେ ମୃଡୁ ଭୂମିକମ୍ପ ଝଟକା

Posted by - March 4, 2022 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲା ରେ ଉମରକୋଟ ଚନ୍ଦାହାଣ୍ଡି,ଝରୀଗାଁ ରେ ମୃଡୁ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି l ଏ ନେଇ ଆଞ୍ଚଳିକ ପାଣିପାଗ…

ଚାଷୀଙ୍କ ସମସ୍ୟା ପାଇଁ ବିଜେପିର ପରାଜୟ ହେଲା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Posted by - December 12, 2018 0
ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନେଇ ସ୍ୱାମୀନାଥନ କମିଟି ରିପୋର୍ଟର ସୁପାରିଶକୁ ଲାଗୁ କରିବାରେ କେନ୍ଦ୍ର ଅବହେଳା କରିବା ଦ୍ୱାରା ବିଜେପି ଦଳକୁ କୃଷିଭିତ୍ତିକ ରାଜ୍ୟରେ ଏଭଳି…

There are 81 comments

  1. โควิดตัวร้าย และสถาณการณ์โลกที่กำลังเดือด เราตัวเล็กตัวน้อย จำเป็นต้องดิ้นรน เพื่อเอาตัวรอด โดยวันนี้ ทางว็บไซต์ แห่งความหวัง baannongmeaw จะมาให้ความรู้ ผ่านบทความ ในหัวข้อ วิธีเก็บเงิน ด้วย 3 เทคนิคง่าย ๆ ในยุค New Normal แน่นอนว่า ฟรี อ่านได้ไม่จำกัดเวลา มีรูปแบบที่สวยงาม อ่านง่าย ไม่มีโฆษณา แน่นอน

    https://baannongmeaw.com/ ลิงค์ ทางเข้าบทตวาม สำหรับคนที่ต้องการ ฉบับเต็ม

  2. Hey! Would you mind if I share your blog with my myspace group? There’s a lot of folks that I think would really enjoy your content. Please let me know. Thank you

  3. A fascinating discussion is worth comment. I think that you need to publish more on this issue, it may not be a taboo subject but typically people do not discuss such subjects. To the next! Many thanks!

  4. Howdy are using WordPress for your blog platform? I’m new to the blogworld but I’m trying to get started and create my own. Do you need any html coding expertise to make your own blog?Any help would be greatly appreciated!

  5. Thông Tin, Sự Khiếu Nại Liên Quan Tiền Đến Trực Tiếp Soccer Nữ xem bong da truc tuyenĐội tuyển nước Việt Nam chỉ cần thiết một kết trái hòa có bàn thắng nhằm lần loại hai góp mặt trên World Cup futsal. Nhưng, để thực hiện được như vậy

Leave a comment

Your email address will not be published.