Breaking News
2:51 pmପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷା ଫଳାଫଳ //ଚଳିତ ବର୍ଷ ୯୦.୫୫% ଛାତ୍ରଛାତ୍ରୀ ମାଟ୍ରିକ୍‌ ପାସ୍‌ କରିଥିବା ବେଳେ ଏଥର ମଧ୍ୟ ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ 2:49 pmଅଭିନେତ୍ରୀ ରଶ୍ମିରେଖାଙ୍କ ପୁରୁଷ ବନ୍ଧୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର // ପୁରୁଷ ବନ୍ଧୁ ସନ୍ତୋଷଙ୍କ ମୃତଦେହ ଉଦ୍ଧାର କଲା ପୁଲିସ // ରାଉରକେଲାର ବାସନ୍ତୀ କଲୋନି ଘରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି 7:17 amବିଧାନସଭାରେ ବିଜୁଳି ତାତି: ସରକାରଙ୍କୁ ଘେରିଲେ ବିରୋଧୀ, ବଳକା ରାଜ୍ୟରେ ବିଜୁଳି ଦର ଅଧିକ କାହିଁକି ବୋଲି ପ୍ରଶ୍ନ୍, ବିଜୁଳି କ୍ଷେତ୍ରରେ ମହାଦୁର୍ନୀତି ହୋଇଛି, ସଂସ୍କାର ସଫଳ ହୋଇଛି: ଶାସକ ସଭ୍ୟ 7:05 amରାଗିଂକୁ ନେଇ ବିଧାନସଭାରେ ବିଧାୟକ କମ୍ପିଲେ, ସିବିଆଇ ତଦନ୍ତ ସହ କଠୋର ଆଇନ ଦାବି ବିଜେବି ଛାତ୍ରୀ ଆତ୍ମହତ୍ୟା ନେଇ ଉଦ୍‌ବେଗ, ହୋହଲ୍ଲା ଯୋଗୁ ପ୍ରଶ୍ନକାଳ ହୋଇପାରିଲାନି 7:04 amଭୁବନେଶ୍ବର: ୬ ତାରିଖ ଦିନ ଗୋଟାଏ ବେଳେ ମାଟ୍ରିକ୍ ରେଜଲ୍ଟ ବାହାରିବ, ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀଙ୍କ ସୂଚନା

ସୋସିଆଲ ମିଡିଆରେ କରୋନା ଗୁଜବ ମିଛ ଖବର ଭାଇରାଲ କରିବା ଅଭିଯୋଗରେ ବନ୍ଧା ହେଲେ ଯୁବକ

342 0

ତାଳଚେର:(ମହେଶ ଭୋମରାଜ)ମହଙ୍ଗା ପଡ଼ିଲା ସୋସିଆଲ ମିଡିଆରେ କରୋନା ଗୁଜବ । ମିଛ ଖବର ଭାଇରାଲ କରିବା ଅଭିଯୋଗରେ ବନ୍ଧା ହେଲେ ତାଲଚେରର ଜଣେ ଯୁବକ । ସୂଚନା ଅନୁସାରେ ତାଳଚେର ବଡ ସିଙ୍ଗଡା ଗ୍ରାମର ଜୟ କ୍ରିଷ୍ଣ ସାହୁ ( ରିଙ୍କୁ) ନାମକ ଜଣେ ଯୁବକ ତାଙ୍କ ଫେସବୁକ ଆକାଉଣ୍ଟରେ ଅନୁଗୋଳ ଜିଲ୍ଲାର ନୂଆଁହତା ଗାଁ ଜଣେ ଯୁବକ କୋରୋନା ଭାଇରସରେ ଆକ୍ରାନ୍ତ ହୋଇ ତାଙ୍କର  ମୃତ୍ୟୁ ହୋଇଥିବା ଲେଖିଥିଲେ । ଏହାକୁ ନେଇ ଉତ୍ତର – କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ତାଙ୍କୁ ସଠିକ ତଥ୍ୟ ଦେବାକୁ କହିଥିଲେ ।

ହେଲେ ଜୟ କ୍ରିଷ୍ଣ ସାହୁ ( ରିଙ୍କୁ) ଏ ନେଇ କୌଣସି ସଠିକ ତଥ୍ୟ ଦେଇ ପାରି ନଥିବା ବେଳେ ପୋଲିସ ତଦନ୍ତ କରି ଘଟଣାର କୌଣସି ସତ୍ୟତା ନଥିବା ଜାଣିବାକୁ ପାଇ ଥିଲା । ଏହା ପରେ କୋରୋନାକୁ ନେଇ ମିଛ ଗୁଜବ ପ୍ରଚାର କରୁଥିବା ଅଭିଯୋଗରେ  ଜୟ କ୍ରିଷ୍ଣା ସାହୁକୁ ରାତି ପ୍ରାୟ ୧୦:୩୦ ସମୟରେ ବଲଣ୍ଡା ପାଖରୁ  ତାଳଚେର କୋଲ୍ଲୀଏରୀ ପୋଲିସ ଗିରଫ କରି  କରିଛି ।କେସ ନଂ-୭୩/dt.୧୭.୦୩.୨୦ ରୁଜୁ କରି ବିଚାର ବିଭାଗୀୟ ଅଦଲତକୁ ପଠାଇଦେଇଛି।

Related Post

ପଲିଥିନ ତଳେ ବିତୁଛି ବାପା ଝିଅ ର ଜୀବନ,ଆବାସ ଘର ଗୁହାରି ଶୁଣୁନାହାନ୍ତି ଅଧିକାରୀ

Posted by - September 17, 2021 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ) ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ସଦର ମହକୁମା ଗ୍ରାମ ପଞ୍ଚାୟତ ର ୫ ନଂ ୱାର୍ଡ ର ଦେଖିବାକୁ ମିଳୁଛି କରୁଣ…

ଯାଜପୁର ବାଳାଶ୍ରମ ପଡିଆରେ ଉଦଘାଟିତ ହୋଇଛି ୮ମ ଜିଲା ମହୋତ୍ସବ ଯଯାତି ଏବଂ ପଲ୍‌ିଶ୍ରୀ ମେଳା

Posted by - January 16, 2020 431
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ବାଳାଶ୍ରମ ପଡିଆରେ ଉଦଘାଟିତ ହୋଇଛି ୮ମ ଜିଲା ମହୋତ୍ସବ ଯଯାତି ଏବଂ ପଲ୍‌ିଶ୍ରୀ ମେଳା । ଜିଲା ସଂସ୍କୃତି ବିଭାଗ ପକ୍ଷରୁ…

ଖଟିଆରେ ବୁହାହେଲେ ଗର୍ଭବତୀ

Posted by - June 27, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ଗଂଜାମ ରେ ପୁଣି ଜନନୀ ଯନ୍ତ୍ରଣା ର କରୁଣ ଚିତ୍ର ଆଜି ଦେଖିବାକୁ ମଳିଛି । ଗଂଜାମ ଓ କନ୍ଧମାଳ ସୀମାନ୍ତ ରେ ଥିବା…

ଯାଜପୁର ଜିଲ୍ଲାରେ ଆରମ୍ଭ ହୋଇଛି ୧୫ ରୁ ୧୮ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଟୀକାକରଣ

Posted by - January 5, 2022 0
ଯାଜପୁର ଜିଲ୍ଲାରେ ଆରମ୍ଭ ହୋଇଛି କୋରନା ସହିତ ଲଢ଼ିବା ପାଇଁ ୧୫ ରୁ ୧୮ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଟୀକାକରଣ। ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…

Leave a comment

Your email address will not be published.