ଯାଜପୁର ଜିଲାରେ କୋରୋନା ସ୍ଥିତିର ସମୀକ୍ଷା

689 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ଜିଲାରେ କୋରୋନା ସ୍ଥିତିର ସମୀକ୍ଷା କରିବା ପାଇଁ ଆଜି ଜିଲାପାଳ ରଂଜନ କୁମାର ଦାସ ସଦର ମହକୁମା ଡାକ୍ତରଖାନା ପରିଦର୍ଶନ କରିଥିଲେ । ଜିଲାପାଳଙ୍କ ସହିତ ଅତିରିକ୍ତ ଜିଲାପାଳ,ଡିଆରଡିଏ ପ୍ରକଳ୍ପ ନିର୍ଦ୍ଧେଶକ ଓ ଉପଜିଲାପାଳ ପ୍ରମୁଖ ଗସ୍ତ କରି ଡାକ୍ତରଖାନାର ବିଭିନ୍ନ ୱାର୍ଡ ପରିଦର୍ଶନ କରି ସ୍ୱାସ୍ଥ୍ୟ ସେବାର ସମୀକ୍ଷା କରିଥିଲେ ।କୋରୋନା ପାଇଁ ପ୍ରସ୍ତୁତ ହୋଇଥିବା ଆଇସୋଲେସନ ୱାର୍ଡ କୁ ମଧ୍ୟ ବୁଲି ଦେଖିଥିଲେଆଉଟଡୋରରେ ରୋଗୀ ମାନେ ପରସ୍ପର ପରସ୍ପର ଠାରୁ ଦୂରତା ବଜାୟ ରଖିବାକୁ ସେ ପରାମର୍ଶଦେଇଥିଲେ ।

ସାରା ଜିଲାରେ ୧୪୪ ଧାରା ଲାଗୁ ହୋଇଥିବାରୁ କୌଣସି ସ୍ଥାନରେ ଗହଳି ସୃଷ୍ଟି ନ କରିବାକୁ ସେ ନିର୍ଦ୍ଧେଶ ଦେଇଛନ୍ତିଆସନ୍ତା ୨୧ ତାରିଖରୁ ହେବାକୁ ଥିବା ବାରୁଣୀ ବୁଡକୁ ପ୍ରଶାସନ ପକ୍ଷରୁ ସଂପୁର୍ଣ୍ଣ ବନ୍ଦ କରାଯାଇଛି ।  ଜିଲାର ବିଭିନ୍ନ ଗହଳି ପୂର୍ଣ୍ଣ ସ୍ଥାନ ଯଥା ବସଷ୍ଟାଣ୍ଡ ଓ ରେଲୱେ ଷ୍ଟେସନ ଅଂଚଳରେ ଲୋକଙ୍କୁ ଅଧିକ ସଚେତନ କରିବାକୁ ସେ ନିର୍ଦ୍ଧେଶ ଦେଇଛନ୍ତି ।

Facebook Notice for EU! You need to login to view and post FB Comments!

Related Post

ଯାଜପୁର ଭବାନିଗଞ୍ଜରେ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ରକ୍ତ ଦାନ ଶବିର

Posted by - July 19, 2020 8,080
ଯାଜପୁର ଅଫିସ : ଆଜି ଯାଜପୁର ନଗର ଭାବନିଗଞ୍ଜ ଠାରେ ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।  ପୂର୍ବ  ପାରିଷଦ ଦୀପକ କୁମାର…

ମିଥ୍ୟା ଅଭିଯୋଗ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦାବୀପତ୍ର 

Posted by - August 21, 2021 0
ଯାଜପୁର ଜିଲା ମଂଗଳପୁର ଥାନା ପାଲଟପୁର ପଂଚାୟତରେ କେତେକ ଖଳ ପ୍ରକୃତିର ଲୋକେ ସରକାରୀ ଜାଗା ଜବରଦଖଲ ହୋଇଥିବା ଅଭିଯୋଗ କରିଥିଲେ,ଏହାର ପ୍ରତିବାଦରେ ଚନ୍ଦ୍ରଶେଖର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଯାଜପୁରର ଅତିରିକ୍ତ ଜିଲାପାଳ ଙ୍କୁ ଭେଟି ଏଭଳି ମିଥ୍ୟା ଅଭିଯୋଗ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି । ସରକାରୀ ଅମିନ ସାହାଯ୍ୟରେ ଏହି ଜମିଜମା ମାପ ଚୁପ ହେବା ପରେ ଏହା ସ୍ପଷ୍ଟ ହୋଇଛି । Facebook Notice for EU! You need to login to view and post FB Comments!

ବରୀ ମାଉଣ୍ଡ ବଜାର ଉପରେ ଚାଲୁଥିବା ସାପ୍ତାହିକ ହାଟ କୃପାସିନ୍ଧୁ ବିଦ୍ୟାଭବନ ର ଖେଳପଡ଼ିଆ କୁ ସ୍ଥାନାନ୍ତରିତ

Posted by - March 29, 2020 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି) ବରୀ ବ୍ଲକ ର ବରୀ ମାଉଣ୍ଡର ବଜାର ଉପରେ ଚାଲୁଥିବା ସାପ୍ତାହିକ ହାଟକୁ କରୋନା ପାଇଁ ସରକାର ଙ୍କ ନୀୟମ ଅନୁଯାଇ ବରୀ…

ନବରଙ୍ଗପୁର ତହସିଲର ସେକ୍ସନ ଅଫିସର ଭଗବାନ ସାହୁଙ୍କ ବିୟୋଗ

Posted by - December 1, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ନବରଙ୍ଗପୁର ତହସିଲର ସେକ୍ସନ ଅଫିସର ଭଗବାନ ସାହୁଙ୍କ ଭୁବନେଶ୍ୱର ସ୍ଥିତ ଏକ ଘୋରେଇ ହସ୍ପିଟାଲରେ ରବିବାର ତା ୨୮.୧୧.୨୦୨୧ ରିଖ ଦିନ ଭୋର ରେ…

କାର୍ତ୍ତିକେଶ୍ୱର କ୍ଲବ ର କୋରନା ସମ୍ପର୍କିତ ସଚେତନତା ଅଭିଯାନ

Posted by - April 16, 2020 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ବରୀ ବ୍ଲକ ଅନ୍ତର୍ଗତ ଗମୁ ଗ୍ରାମର କାର୍ତ୍ତିକେଶ୍ଵର କ୍ଲବ ର ସଦସ୍ୟ ମାନେ ଏକ ବିରଳ ଚିନ୍ତା ଧାରା ନେଇ ସ୍ୱଚ୍ଛ|କୃତ ଭାବେ ଗ୍ରାମର…

Leave a comment

Your email address will not be published.